ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଜଳିଗଲା ୧୭ ବଖରା ଘର; ୯ ପରିବାରର ୪୦ ସଦସ୍ୟ ବାସହରା
ବାଲେଶ୍ୱର: ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଜଳିଗଲା ୧୭ ବଖରା ଘର। ବାସହରା ହେଲେ ୯ ପରିବାରର ୪୦ ସଦସ୍ୟ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ। ୧୭ ବାଖରା ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଧାନ, ଚାଉଳ…