Latest Odisha News

BREAKING NEWS

‘ପାଣିରେ ବୁଡ଼ିଯିବାରୁ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କୁ ପାଣିରେ ଫିଙ୍ଗିବା ପୂର୍ବରୁ ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ିଯିବା ବୋଲି ଉଲ୍ଲେଖ କରାଯାଇଛି। ସମ୍ବଲପୁର ଏସପି ବି. ଗଙ୍ଗାଧର…

ଘରୋଇ କମ୍ପାନୀରେ ଚାକିରି କରିଥିବା କର୍ମଚାରୀଙ୍କୁ ଲାଗିପାରେ ଝଟକା, କମିବ ପିଏଫ ସୁଧ!

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ ଚାକିରି କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଚଳିତ ମାସରେ ପିଏଫ୍ ସୁଧ ହାର ଉପରେ ଝଟକା ମିଳିପାରେ। ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ପିଏଫ ଉପରେ ସୁଧହାର ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯାହା ଗତ ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ ସୁଧ ହାର।…

କ୍ଷମତାକୁ ଫେରିଲେ ଋଷ-ୟୁକ୍ରେନ ଯୁଦ୍ଧ ଗୋଟିଏ ଦିନରେ ଶେଷ ହେବ: ଟ୍ରମ୍ପ

ନୂଆଦିଲ୍ଲୀ:ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ କ୍ଷମତାରେ ଥିଲେ, ଋଷ-ୟୁକ୍ରେନର ଯୁଦ୍ଧ ହୋଇନଥାନ୍ତା। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ପୁଣିଥରେ କ୍ଷମତାକୁ ଫେରନ୍ତି ତାହେଲେ ଋଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବେ। କେବଳ ଏହା ନୁହେଁ ତୃତୀୟ…

ବିଦେଶରେ ରାହୁଲଙ୍କ ‘ମନ୍ କୀ ବାତ୍’, କହିଲେ ଚୀନର ଅନୁପ୍ରବେଶ ପ୍ରସଙ୍ଗ ସଂସଦରେ ଉଠାଇ ହେଉନି

ଲଣ୍ଡନ: ବିଦେଶ ଗସ୍ତରେ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ନିଜର 'ମନ୍ କୀ ବାତ୍' କରି କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରୁଛନ୍ତି। ଏହି କ୍ରମରେ ନିକଟରେ ଯେଉଁ ବିବିସି ଅଫିସରେ ଆୟକର ଟିମ୍ ରେଡ୍ କରିଥିଲା ତାକୁ ନେଇ ଲଣ୍ଡନରେ ରାହୁଲ ଗାନ୍ଧୀ ମତ ରଖିବା…

୨୪ରେ ନବୀନ, ପ୍ରଭାବହୀନ ହେଉଛନ୍ତି କି ବିରୋଧୀ ?

ଭୁବନେଶ୍ୱର: ବର୍ଷରେ ପଦାର୍ପଣ କରିଛି ନବୀନଙ୍କ ଶାସନ। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରି ଆସିଥିବା ନବୀନଙ୍କୁ ବିରୋଧୀ ଯେତେ ପ୍ରକାର ବିରୋଧ କଲେ ମଧ୍ୟ ଏହାର ବିଶେଷ କିଛି ପ୍ରଭାବ ପଡିବା ଦେଖାଯାଇ ନାହିଁ । ଏପରିକି ପିଲାଟିଏ ଜନ୍ମ ନେଇ ହେତୁ ପାଇବା ସହ ଆଜି ଯାଏ ମଧ୍ୟ ନବୀନଙ୍କୁ…

ସ୍ପାନିଶ ପାରା ବ୍ୟାଡମିଂଟନ: ପ୍ରମୋଦଙ୍କୁ ଡବଲ ପଦକ, ବିଶୋୟୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ଟୋଲେଡୋରେ ଚାଲିଥିବା ଆନ୍ତର୍ଜାତୀୟ ସ୍ପାନିଶ ପାରା ବ୍ୟାଡମିଂଟନ ଲେଭଲ ୧ରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଷ୍ଟାର ଖେଳାଳି ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଫାଇନାଲରେ ସେ ଡାନିୟଲ…

କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍‍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି…

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଇରାନୀ କପ କ୍ରିକେଟ: ୨୫ ଥର ପାଇଁ ଟାଇଟଲ ଜିତିଥିଲା ଅବଶିଷ୍ଟ ଭାରତ ଏକାଦଶ

ନୂଆଦିଲ୍ଲୀ: ଅବଶିଷ୍ଟ ଭାରତ ଏକାଦଶ କ୍ରିକେଟ ଟିମ ୨୫ ଥର ପାଇଁ ଇରାନୀ କପ ଟାଇଟଲ ହାସଲ କରିଛି । ଫାଇନାଲରେ ମଧ୍ୟପ୍ରଦେଶକୁ ୨୩୮ ରନରେ ଅବଶିଷ୍ଟ ଏକାଦଶ ପରାସ୍ତ କରିଥିଲା । ମଧ୍ୟପ୍ରଦେଶ ପକ୍ଷରୁ ୨ଟି ଯାକ ଇନିଂସରେ ଶତକ ହାସଲ କରିଥିବା ଯଶସ୍ୱୀ ଜୟସୱାଲ (୨୧୩ ରନ, ୧୪୪ ରନ)ଙ୍କୁ ପ୍ଲେୟାର ଅଫ…

ଜାରୋଲି-ଯଖପୁରା ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ…