Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ଲକ୍ଷ୍ମୀନାରାୟଣ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ବ୍ରିସବେନ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଥମିବାର ନାମ ନେଉନାହିଁ । ଶନିବାର ଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ଥିବା ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ଭଙ୍ଗାଯାଇଥିବାର ସୂଚନା ମିଳିଛି । ଖଲିସ୍ତାନୀ ସମର୍ଥକ ଏହି ମନ୍ଦିରରେ ପଶି ଭଙ୍ଗାରୁଜା କରିଥିବାର ଜଣାପଡିଛି । ସ୍ଥାନୀୟ…

ବାହାଘର ୨ ଦିନ ପରେ ଚାଲିଗଲା ବରର ଜୀବନ, ଚତୁ୍‌ର୍ଥୀରେ ଉଠିଲା କୋକେଇ

ବାଲେଶ୍ୱର: ଉତ୍ସବ ମୁଖର ଘରଟା ଏମିତି କାରୁଣ୍ୟରେ ଭରିଯିବ ବୋଲି କେହି ଭାବି ନ ଥିଲେ । ବାହାଘରର ସାତଦୀପ ଲିଭିବା ଆଗରୁ ଏମିତି ଜୀବନଦୀପ ଲିଭିଯିବ ବୋଲି କିଏ ବା କାହିଁକି ଭାବିବ ? ବନ୍ଧୁବାନ୍ଧବଙ୍କ ଗହଣରେ ଯେଉଁ ଘର ଉଛୁଳି ପଡୁଥିଲା ସେଇ ଘରେ ଏବେ ନୀରବତା । ନୂଆ ସଂସାର ଗଢିବ ବୋଲି…

ପୁଣି ଫେରୁଛି କରୋନା! ୯୭ ଦିନ ପରେ ସାମ୍ନାକୁ ଆସିଲା ୩୦୦ରୁ ଅଧିକ ନୂଆ ମାମଲା, ୩ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ପୁଣି ଫେରୁଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ୯୭ ଦିନ ପରେ ୩୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହି ନୂଆ ମାମଲାକୁ ମିଶାଇଲେ ଦେଶରେ…

ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ; ବିଜୁ ଏକ୍ସପ୍ରେସ୍‌ ୱେକୁ ଲୋକାର୍ପଣ କରିବେ ନବୀନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତକ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ନବୀନ ବରଗଡ଼ ସୋହେଲା ବ୍ଲକ…

ବ୍ୟୁଟିପାର୍ଲରରୁ ଫେରିଲେ କନ୍ୟା, ବାହା ହେବାକୁ ମନା କଲେ ବର

ବେଙ୍ଗାଲୁରୁ: ବ୍ୟୁଟିପାର୍ଲର ଯିବା ହେଲା ମହଙ୍ଗା । ବିବାହ ଦିନ ବ୍ୟୁଟିପାର୍ଲର ଯାଇଥିବା ଜଣେ କନ୍ୟାଙ୍କର ଏଭଳି ଅବସ୍ଥା ହୋଇଛି ଯେ ବିବାହ ପାଇଁ ବର ମନା କରିଦେଇଛି । ଏତିକିରେ କଥା ସରିନାହିଁ, ବରଂ ଚିକିତ୍ସା ପାଇଁ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକର ହସନ…

୮ ଦିନ ହେଲା ଉପାସରେ ମହାଦେବ; କପିଳେଶ୍ୱର ମନ୍ଦିରରେ ଝୁଲୁଛି ତାଲା

ଭୁବନେଶ୍ୱର; ତୁଟୁନି ସେବାୟତଙ୍କ ବିବାଦ ଖୋଲୁନି ମନ୍ଦିରରୁ ତାଲା। ଗତ ୮ ଦିନ ହେଲା ଉପାସ ଭୋକରେ ମହାଦେବ। ଭୁବନେଶ୍ୱରର କପିଳେଶ୍ୱର୍ ମନ୍ଦିରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୮ ଦିନ ହେଲା ମନ୍ଦିରରେ ତାଲା ପଡିଛି। ସପ୍ତାହେରୁ ଅଧିକ ଦିନ ହେଲା ମନ୍ଦିରରେ ତାଲା ପଡ଼ିଥିବାରୁ ଈଶ୍ୱର…

ମାତ୍ର ୮ ହଜାର ଟଙ୍କା ଦେଇ ଘରକୁ ନେଇଯାଆନ୍ତୁ ସ୍ପ୍ଲେଣ୍ଡର ପ୍ଲସ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବାଇକ ନିର୍ମାଣକାରୀ ହିରୋ ମୋଟକର୍ପର ସବୁଠାରୁ ଲୋକପ୍ରିୟ ବାଇକ ଭାବରେ ସ୍ପ୍ଲେଣ୍ଡର ପ୍ଳସର ନାମ ସବୁଠାରୁ ଆଗରେ ଆସିଥାଏ । ଏହାର ଡିଜାଇନ୍, ମାଇଲେଜ୍ ଯୋଗୁଁ ଏହି ବାଇକ ଗତ କିଛି ବର୍ଷ ଧରି ବଜାରରେ ଏକ ଦୃଢ ସ୍ଥାନ ବଜାୟ ରଖିପାରିଛି । ଆଜି ଆମେ ଆପଣଙ୍କୁ ହିରୋ…

ହୃଦଘାତ ପରେ ଭାଇ ଭାଉଜଙ୍କ ଭାବପୂର୍ଣ୍ଣ ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ସବୁବେଳେ ନିଜକୁ ଫିଟ୍ ରଖିବା ସହ ସେ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ । ହେଲେ କିଛି ଦିନ ତଳେ ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ ଆସିଥିଲା । ଏ ନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ ।…

ନିର୍ଦ୍ଦେଶ ପରେ ବି ସତ୍ୟପାଠ ଦାଖଲ କଲେନି ରାଜ୍ୟ ସରକାର: ୨୫ ହଜାର ଫାଇନ କଲେ ହାଇକୋର୍ଟ

କଟକ; ଝାରସୁଗୁଡ଼ାରେ ଏକ ଗାଁ ରାସ୍ତାକୁ ଏକ ଘରୋଇ କମ୍ପାନୀ ମାଲ୍ ପରିବହନ ପାଇଁ ବ୍ୟବହାର କରୁଥିବା ଅଭିଯୋଗରେ ୨୦୨୦ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ଶନିବାର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।…

‘ମୋତେ ଡାକ ନାହିଁ ଅଙ୍କଲ’, ଏଭଳି କାହିଁକି କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଫିଲ୍ମ 'ତୁ ଝୁଠି ମେ ମକ୍କାର'ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଆଉ ଏଥିପାଇଁ ସେ ଅଲଗା ଅଲଗା ସହର ସହ ବିଭିନ୍ନ ଇଭେଣ୍ଟସରେ ଯୋଗ ଦେଉଛନ୍ତି । ତେବେ ନିକଟରେ ସେ ଇଣ୍ଡିଆନ ଆଇଡ଼ଲ ସିଜିନ-୧୩ ସୋ'ରେ ପହଞ୍ଚିଥିଲେ। ତେବେ ଏଠାରେ ଜଣେ…