Latest Odisha News

BREAKING NEWS

ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତିତ କି ? ଆମ୍ରି ହସ୍ପିଟାଲରେ କମ୍ ଖର୍ଚ୍ଚରେ ହେଉଛି ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା…

ବାରିପଦା, ବାଲେଶ୍ୱରରେ ଭୟଙ୍କର ଶବ୍ଦ; ଥରିଗଲା ଘରର ଝରକା, କବାଟ

ଭୁବନେଶ୍ୱର:ବାରିପଦା ଏବଂ ବାଲେଶ୍ୱରରେ ସୋମବାର ସକାଳେ ହଠାତ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା ।  ପ୍ରଚଣ୍ଡ ଶବ୍ଦ ଯୋଗୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଥରିଗଲା । ଭୟରେ ଲୋକେ ଘରୁ ବାହାରି ଆସିଥିଲେ । କ’ଣ ହେଲା କେହି କିଛି ବୁଝି ପାରି ନ ଥିଲେ । ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଶବ୍ଦ…

‘ସାବାସ ବାସନ୍ତୀ’: ଏପଟେ କର୍ତ୍ତବ୍ୟ କରୁଥିଲେ, ସେପଟେ ମା’ର ମମତା ଦେଇ ଛୁଆକୁ ରଖିଥିଲେ

ମାଲକାନଗିରି: ଖାକିରେ ଦାଗ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ । ହେଲେ ସେ ରଖିଛନ୍ତି ଖାକିର ମହତ । ସେ ବିଭାଗର ଛୋଟିଆ କମର୍ଚାରୀ ଜଣେ । ହେଲେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଖାକିକୁ ମିଳିଛି ସାବାସି । ସେ ପୋଲିସର ଦାୟିତ୍ୱ ତୁଲାଇବା ସହ ଏକ ମା’ର ଭୂମିକା ନିଭାଇଛନ୍ତି, ମଣିଷପଣିଆର…

୧୮ ଫୋନ, ୪ ନମ୍ବର ବ୍ୟବହାର କରୁଥିଲେ ସିସୋଦିଆ, ଦିନକରେ ବଦଳାଉଥିଲେ ୩ ମୋବାଇଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନାଁରେ ଚାର୍ଜସିଟ ଦାଖଲ କରିସାରିଛି । ଚାର୍ଜସିଟିରେ ଦୁଇ ଯାଞ୍ଚ ଏଜେନ୍ସି  ମନୀଷଙ୍କ ବିରୋଧରେ ଉଲ୍ଲେଖ କରିଛନ୍ତି, ସେ ୧୧ଟି ଫୋନ କିଣିଥିଲେ । ଏସବୁ…

ଆଦିବାସୀ ମେଳା-୨୦୨୩ ମେଳାର ସପ୍ତମ ଦିବସ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଆଜି ସପ୍ତମ ଦିବସରେ ପହଞ୍ଚିଛି । ଏସ୍‌ସିଏସ୍‌ଟିଆର୍‌ଟିଆଇର ପ୍ରକାଶନ ଷ୍ଟଲ,…

ଏଠି ଯୌତୁକ ଦିଆଯାଏ ଲକ୍ଷ ଲକ୍ଷ ଟଙ୍କା; ହେଲେ ପୁଅ ଘର ଦିଅନ୍ତି ଝିଅ ଘରକୁ

ବେଜିଂ: ଝିଅଟିଏ ହେଲେ ପରିବାରରେ ଚିନ୍ତା ପଡିଯାଏ । ବାହାଘର ପାଇଁ କେତେ ଯୌତୁକ ରଖିବେ ଏବଂ କେମିତି ରଖିବେ ସେ ଚିନ୍ତା ଝିଅଟିର ଜନ୍ମ ବେଳରୁ ହିଁ ବାପା-ମା’ କରିଥାନ୍ତି ।  କାରଣ ଯୌତୁକ ଆମ ସମାଜର ଏକ ପ୍ରଥା ଯାହା ସମୟକ୍ରମେ କଳଙ୍କରେ ପରିଣତ ହୋଇଯାଇଛି । ଖାଲି  ଭାରତରେ ନୁହେଁ, ଅନେକ…

“ଭାରତରେ ରକ୍ତର ନଦୀ ବୁହାଇବୁ”-ପାକିସ୍ତାନ ମାଟିରେ ଏମିତି ଖୋଲାଖୋଲି ଧମକ ଦେଲା ମୋଷ୍ଟ ୱାଣ୍ଟେଡ…

ରାଓଲପିଣ୍ଡି:ପାକିସ୍ତାନରେ ସେଲିବ୍ରିଟିଜଙ୍କୁ ଭାରତୀୟ ଗୀତିକାର ଜାବେଦ ଅଖତାରଙ୍କ ଏକ ଟିପ୍ପଣୀ କଟାଘାରେ ଚୁନ ଦେବା ପରି ଲାଗିଛି । ହେଲେ ସେଲିିବ୍ରିଟିମାନେ ଏହି ସମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ହାଫିଜ ସଇଦର ଭାଇରାଲ ଭିଡିଓ ଉପରେ ଚୁପ ରହିଛନ୍ତି । ଭାରତରେ ହୋଇଥିବା ଅନେକ ଆତଙ୍କୀ…

ମେଘାଳୟ ଏବଂ ନାଗାଲାଣ୍ଡରେ ଚାଲିଛି ମତଦାନ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଂଚଳ ଦୁଇ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଛି ଏହା ଅପରାହ୍ନ ୪ଟା ଯାଏ ଚାଲିବ।  ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି । ଲୋକେ…

ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କର ଗତକାଲି ଆମ୍ରି ହସ୍ପିଟାଲରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ସପ୍ତାହରେ ସେ ସୁସ୍ଥ ହୋଇ ଘରକୁ…

ମାସକ ତଳେ ଥିଲେ ୩ ନମ୍ବର ଧନୀ, ଏବେ ୩୦ ନମ୍ବରରେ ଆଦାନୀ

ନୂଆଦିଲ୍ଲୀ: ଦିନେ ଥିଲେ ଧନୀ ନମ୍ବର ୩ । ଏବେ ନମ୍ବର ୩୦ । ଏଥିପାଇଁ ଗୋଟିଏ ମାସ ବି ଲାଗିଲାନି । ମାସକ ତଳେ ବିଶ୍‌: ଧନୀ ତାଲିକାରେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ୩ ନମ୍ବରରେ ଥିବାବେଳେ ଏବେ ୩୦ ନମ୍ବରକୁ ଖସି ଆସିଛନ୍ତି । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ତାଙ୍କ କମ୍ପାନୀ…