Latest Odisha News

BREAKING NEWS

ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଗରିବମାନଙ୍କ ପାଇଁ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ । ଶ୍ରମିକମାନଙ୍କ ପାଇଁ ସେ ରାସ୍ତାକୁ ଓହ୍ଲାଇ ଥିଲେ । ସୋନୁ ସୁଦ ପରଦାରେ ହିରୋ ହେବା ସହ ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ସେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ…

ଚମକିଲା ସୁଆଣ୍ଡୋ; ଐତିହାସିକ ଗାଁର ରୂପ ନେଲା ଉତ୍କଳମଣିଙ୍କ ଜନ୍ମପୀଠ

ସୁଆଣ୍ଡୋ: ଐତିହାସିକ ଗାଁର ରୂପ ନେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ  ସୁଆଣ୍ଡୋ ଗ୍ରାମ ।  ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ଗ୍ରାମକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଆଜି ସକାଳେ…

ଆଦିବାସୀ ମେଳା ୨୦୨୩ର ତୃତୀୟ ଦିବସ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାରେ ଆଦିବାସୀମାନଙ୍କର ସାମଗ୍ରିକ ବିକାଶର ପ୍ରତିଫଳନ ଦେଖିବାକୁ ମିଳୁଛି। ବିଭିନ୍ନ ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ…

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ପାଇଁ ଗୁରୁବାର ପ୍ୟାଟ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି । ଭାରତ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଅନେକଗୁଡିଏ ଖେଳାଳି ଆହତ ହୋଇଥିବାରୁ ଟିମ ମ୍ୟାନେଜମେଂଟ ଚିନ୍ତାରେ ପଡିଛନ୍ତି । ଗ୍ଲେନ…

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି।ଏହି ଅବସରରେ କଳାକୃତିଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥିମାନଙ୍କ ଦ୍ଵାରା…

ଝାରସୁଗୁଡା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବା ପାଇଁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଥିରେ ଉଲ୍ଲେଖ ରହିଛି ଯେ ଓଡ଼ିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ…

ବାମରାରେ ରହିବ ପୂର୍ବରୁ ରହୁଥିବା ଟ୍ରେନ୍‌; ନିର୍ଦ୍ଦେଶ ଦେଲେ ଚକ୍ରଧର ପୁର ରେଲଓ୍ୱେ DRM 

ସମ୍ବଲପୁର: ବାମରା ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ଗତକାଲିଠାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଷ୍ଟେସନ୍‌ରେ ରେଳ ରହଣୀ ଦାବିରେ ଗତକାଲି  ବାମରା କ୍ରିୟାନୁଷ୍ଠନା କମିଟି ପକ୍ଷରୁ ରେଳରୋକ୍‌ କରାଯାଇଥିଲା । ୧୦ ଘଣ୍ଟା ପରେ ୪ଟି ରେଳ ରହଣୀ ପାଇଁ ପ୍ରତିଶ୍ରୁତି ପରେ…

ୱେଲକମ ୩ରେ ଏକାଠି ହେବେ ଅକ୍ଷୟ, ଅରଶାଦ, ସଞ୍ଜୟ

ମୁମ୍ବାଇ: ୨୦୦୭ରେ ରିଲିଜ ହୋଇଥିବା ୱେଲକମ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଅନୀଲ କାପୁର, ନାନା ପାଟେକର ଓ ଫିରୋଜ ଖାଁଙ୍କ ଏହି ଫିଲ୍ମ ସୁପରହିଟ ହୋଇଥିଲା । ୨୦୧୫ରେ ଏହାର ଦ୍ୱିତୀୟ ସଂସ୍କରଣ ମଧ୍ୟ ହିଟ ହୋଇଥିଲା । ଏଥିରେ ଅକ୍ଷୟ କୁମାର ଅଭିନୟ କରି ନ ଥିଲେ । ଏବେ ପ୍ରକାଶିତ…

କୋଭିଡ ଭୟରେ ପୁଅକୁ ଧରି ତିନି ବର୍ଷ ଘରେ ବନ୍ଦୀ ଥିଲେ ମହିଳା; ସ୍ୱାମୀଙ୍କୁ ବି ଆସିବାକୁ ଦେଇ ନ ଥିଲେ

ନୂଆଦିଲ୍ଲୀ:  ହରିଆଣା ଗୁରୁଗ୍ରାମର ଚକରପୁରରେ ୩୩ ବର୍ଷୀୟ ଜଣେ ମହିଳା ନିଜ ନାବାଳକ ପୁଅ ସହ ନିଜକୁ ତିନି ବର୍ଷ ଧରି ଏକ ଭଡାଘରେ   ବନ୍ଦୀ କରି ରଖିଛନ୍ତି । କରୋନା ମହାମାରୀରୁ ବଞ୍ଚିବା ପାଇଁ ସେ ଏପରି କରିଛନ୍ତି ।  ପୋଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଥିଲା…