Latest Odisha News

BREAKING NEWS

ସରକାର ବିରୋଧରେ ସୁପ୍ରିମକୋର୍ଟ ଗଲେ ହାଇକୋର୍ଟର ୭ ଜଣ ବିଚାରପତି

ନୂଆଦିଲ୍ଲୀ: ପାଟନା ହାଇକୋର୍ଟର ୭ ଜଣ ବିଚାରପତିଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଯେଉଁଥିରେ ସେମାନଙ୍କର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ ଆକାଉଣ୍ଟ ବନ୍ଦ ଥିବା ଦାବି କରାଯାଇଛି। ବିଚାରପତିଙ୍କ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ପାଇଁ…

‘ଗୋପାଳ ପାଗଳ କି ନୁହେଁ ପ୍ରମାଣ କରିବା ଦାୟିତ୍ୱ ବୋଧେ ତଦନ୍ତ ଅଧିକାରୀଙ୍କର’

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଛି। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି ତଦନ୍ତକାରୀ…

ନବଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀ କହିଲେ ଆମେରିକାର ଏଫବିଆଇର ସହାୟତା ମଗାଯାଇଛି

 ଭୁବନେଶ୍ୱର:  ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିରାେଧୀ ହଟ୍ଟଗୋଳ କରି ଗତକାଲି ଗୃହ ତ୍ୟାଗ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି ।  ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ତଥାପି ବିରୋଧୀ କକ୍ଷତ୍ୟାଗ…

ଗୋପାଳକୁ ଭୁଲି ଗଲେ ପରିବାର ଲୋକେ?

ଚୌଦ୍ୱାର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଅଭିଯୁକ୍ତ ଗୋପାଳ ଦାସ। ଘଟଣାକୁ ଇତି ମଧ୍ୟରେ ୨୪ ଦିନ ପୂରଣ ହେଲାଣି। ଗୋଟିଏ ପଟେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାକୁ ଅହରହ କସରତ କରୁଛି କ୍ରାଇମବ୍ରାଞ୍ଚ ଅନ୍ୟପଟେ ଜେଲରେ ଥିବା ଅଭିଯୁକ୍ତ ନିଜର ଭବିଷ୍ୟତକୁ ନେଇ…

କନ୍ୟାଶ୍ରମରେ ବ୍ୟାପୁଛି ଜ୍ୱର; ୫ ଛାତ୍ରୀ ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର:ବାଲେଶ୍ୱରରେ ବ୍ୟାପିଛି  ଜ୍ୱର । ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ସୋର ସ୍ଥିତ ପୁରୁବାଇ କନ୍ୟାଶ୍ରମରେ ଏହି ଜ୍ୱରରେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ୫ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ସଦର…

ବୈଜ୍ଞାନିକଙ୍କ ଚେତାବନୀ, ଏବେ ହିମାଳୟ ଅଂଚଳ ପ୍ରତି ଭୂମିକମ୍ପ ବିପଦ

ନୂଆଦିଲ୍ଲୀ: ନ୍ୟାଶନାଲ ଜିୟୋ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ହିମାଳୟ ଅଂଚଳରେ ବଡ ଧରଣର ଭୂମିକମ୍ପ ନେଇ ଏବେଠାରୁ ସତର୍କ କରାଇ ଦେଇଛନ୍ତି । ଏଠାରେ ଅଧିକ ତୀବ୍ରତାର ଭୂମିକମ୍ପ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ମୂଖ୍ୟ ଗବେଷକ ପୂର୍ଣ୍ଣଚନ୍ଦ୍ର ରାଓଙ୍କ କହିବା…

ବିଦାୟକାଳୀନ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରିଲେ ସାନିଆ

ଦୁବାଇ: ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି । ଏଥିସହ ତାଙ୍କ କ୍ୟାରିୟରର ସମାପ୍ତି ଘଟିଛି । ଦୁବାଇ ଟେନିସ ଚାମ୍ପିୟନଶିପରେ ସେ ଓ ତାଙ୍କ ଆମେରିକାନ ସାଥୀ ମ୍ୟାଡିସନ କିଜ ରୁଷିଆର ଭେରେନିକା କୁଦେରମେଟୋଭା ଓ…

ଋୁଷ-ୟୁକ୍ରେନ ଯୁଦ୍ଧରେ ପୁଟିନ କେବେ ବି ଜିତିପାରିବେ ନାହିଁ: ବାଇଡେନ

ୱାଶିଂଟନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା  ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ନା ଋୁଷ ନା ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,…

କବିତା : ମରୁଭୂମିରେ ସୂର୍ଯ୍ୟାସ୍ତ

ସୁଜାତା ମିଶ୍ର  ମରୁଭୂମିରେ ଅପରାହ୍ନର ଖରା ମଉଳି ଯାଏ... ବାଲୁକା ଶେଯରେ ଲମ୍ବି ଲମ୍ବି ଯାଏ ଓଟର ଛାଇ ..., ମାଇଲ୍ ମାଇଲ୍ ଧରି ବାଲିର ବିସ୍ତୃତିକୁ ସ୍ୱର୍ଣ୍ଣ ଲୋହିତ ରଙ୍ଗରେ ସଜେଇ.. ବାରୁଣୀ ଗଗନ ତଳେ ନୀରବରେ କ୍ଳାନ୍ତ ଅପରାହ୍ନର ମ୍ଲାନ ଚିହ୍ନ ଯାଏ ତ ଉଭେଇ.., ଫୁଲ…