Latest Odisha News

BREAKING NEWS

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ ମିଶ୍ର: ବିଜେଡି ମୁଖ୍ୟ ସଚେତକ

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି । ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ…

ଦାଦା ସାହେବ ଫାଲକେ ପୁରସ୍କାର: କୁଇନ କହିଲେ ନେପଟୋଜିମ ମାଫିଆ ପୁଣି ଜିତିଲେ

ମୁମ୍ବାଇ: ସୋମବାର ଦାଦା ସାହେବ ଫାଲକେ ପୁରସ୍କାରର ଘୋଷଣା କରାଯାଇଛି । ଏଥିରେ ବ୍ରହ୍ମାସ୍ତ୍ର ପାଇଁ ରଣବୀର କାପୁର ଓ ଗଙ୍ଗୁବାଇ କାଠିୱାଡି ନିମନ୍ତେ ଆଲିୟାଙ୍କୁ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଘୋଷଣା ପରେ ବଲିଉଡର କୁଇନ ଭାବେ ପରିଚିତ…

ରାୱଲପିଣ୍ଡି ଏକ୍ସପ୍ରେସ ହୋଇଥାନ୍ତେ ଗ୍ୟାଙ୍ଗଷ୍ଟାର

କରାଚୀ: ପାକିସ୍ତାନ କ୍ରିକେଟର ମହାନ ବୋଲର ଶ୍ରେଣୀରେ ସାମିଲ ସୋଏବ ଅଖତରାଙ୍କ ଅନେକ ପ୍ରଶଂସକ ଭାରତରେ ଅଛନ୍ତି । କ୍ରିକେଟରେ ପ୍ରତିଷ୍ଠିତ ହେବା ପରେ ସୋଏବ ବଲିଉଡ ଉପରେ ଆଖି ପକାଇଥିଲେ । ଏପରିକି ଗ୍ୟାଙ୍ଗଷ୍ଟାର ଫିଲ୍ମର ମୂଖ୍ୟ ଭୂମିକା ମଧ୍ୟ ତାଙ୍କୁ ଅଫର ହୋଇଥିଲା । ସୋଏବ ତାଙ୍କ ବାୟୋପିକ…

ଗୋପାଳ ଗୁଳିର ଗୁମର ଖୋଲିବ ନା ରହସ୍ୟରେ ରହିଯିବ…

ଭୁବନେଶ୍ୱର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ୩ ସପ୍ତାହ ପରେ ବି ଜଣାପଡ଼ୁନି କାହିଁକି ଗୁଳି କଲା ଗୋପାଳ ? ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କିଛି ବି ଗୁମର ଖୋଲୁନି । ଦିନ ଗଡ଼ି ଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ…

ଟଳିଲା କୁଖ୍ୟାତ ଆତଙ୍କବାଦୀ ଏଜାଜ

କାବୁଲ: ଆତ୍ମଘାତୀ ଆତଙ୍କବାଦୀଙ୍କ କମାଣ୍ଡର ଏଜାଜ ଅହମ୍ମଦଙ୍କ ଆଜି ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି । ସେ ଇସଲାମିକ ଷ୍ଟେଟ ପାଇଁ କାର୍ଯ୍ୟ କରୁଥିଲେ । ଭାରତ ସରକାର ଏଜାଜଙ୍କୁ ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଘୋଷଣା କରିଛି । ସେ କାବୁଲ ଏବଂ ଜଲାଲବାଦାରେ ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ…

ତାତୁଛି ଫେବ୍ରୁଆରୀ, ଚାଷୀଙ୍କ ଲାଗି ପାଣିପାଗ ବିଭାଗ ଜାରି କଲା ଆଡଭାଇଜରି

ନୂଆଦିଲ୍ଲୀ: ଉତ୍ତରଭାରତ ସହ ଦେଶର ଅଧିକାଂଶ ଅଞ୍ଚଳରେ ଫେବ୍ରୁଆରୀରୁ ଆରମ୍ଭ ହୋଇ ଯାଇଛି ଗରମ । ପାଣିପାଗ ବିଭାଗ ଅନୁସାରେ, ଗୁଜରାଟ, ରାଜସ୍ଥାନ, ଗୋଆ ଓ ଉପକୂଳ କର୍ଣ୍ଣାଟକରେ ସର୍ବାଧିକ ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିଛି । ଯାହାକି ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ…

ଅତ୍ୟଧିକ କାମ ଚାପ ଯୋଗୁ ୟୁପି ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ବିମଶେଳ କୁମାର ଔଦିଚ୍ୟ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପଛରେ ତାଙ୍କ ପତ୍ନୀ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ କାର୍ଯ୍ୟାଶୈଳୀ ଉପରେ ପ୍ରଶ୍ନ ଛିଡ଼ା କରିଛି। ପୁଲିସର ସୂଚନା…

ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ୱାର୍ଣ୍ଣର   

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଲଗାତର ଦୁଇଥରେ ପରାସ୍ତ ହେବା ପରେ ଏବେ ଟିମ୍‌କୁ ଆହତ ସମସ୍ୟା ଅଡ଼ୁଆରେ ପକାଇଛି। ଟିମ୍‌ରେ ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମେ ଜୋଶ ହେଜେଲ୍‌ଉଡ ଆହତ ହୋଇ ଭାରତ ବିପକ୍ଷ ସିରିଜ୍‌ରୁ ବାଦ…

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା…

ପାକିସ୍ତାନକୁ ଆଇନା ଦେଖାଇଲେ ଜାଭେଦ ଅଖତର ..ପ୍ରଶଂସାରେ ଶତମୁଖ ହେଲେ କଙ୍ଗନା

ନୂଆଦିଲ୍ଲୀ:କଙ୍ଗନା ରନୌତ ଏବଂ ଜାଭେଦ ଅଖତରଙ୍କ ମଧ୍ୟରେ  ତୁ ତୁ ମେ ମେ ଲାଗିବା କିଛି ନୂଆ କଥା ନୁହେଁ । ବରିଷ୍ଠ ଗୀତିକାର ଜାଭେଦ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ବି କରିଥିବା ନଜରକୁ ଆସିଛି । କଙ୍ଗନାଙ୍କ କଥାବାଣ ଜାଭେଦଙ୍କୁ ବି ଛାଡେନି । ଏବେ  ପୁଣି ଥରେ ଦୁଇ…