Latest Odisha News

BREAKING NEWS

ଚୋର ଭାବି ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ ନିର୍ଦ୍ଧୁମ ଛେଚିଲେ

ପାରାଦୀପ: ପିଆଇସିଟି ସାମ୍ନାରେ ଛିଡା ହୋଇଥିଲା ମୋଟର ସାଇକେଲ । ତିନିଜଣ ଅଚିହ୍ନା ଲୋକ ଆସିଲେ । ଗାଡି ଉଠାଇ ନେବାକୁ ବସିଥିଲେ। ସେଠାରେ ଥିବା ଶ୍ରମିକଙ୍କ ଆଖିରେ ପଡିଗଲା । ଚୋର ବୋଲି ଭାବି ନିର୍ଦ୍ଧୁମ ଛେଚିଲେ । ପରେ ବୁଝିଲା ବେଳକୁ ସେମାନେ କୁଆଡେ ଚୋର ନୁହେଁ ଫାଇନାନ୍ସ କମ୍ପାନୀର…

ବାପାଙ୍କ ମୃତ୍ୟୁକୁ ନେଇ ନ ହେଉ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ: ଦିପାଳୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକୁ ନେଇ କୌଣସି ରାଜନୀତି ନ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଓ ମୋ ପରିବାରର ଆଶା ଅଛି, ନ୍ୟାୟ ମିଳିବ ବୋଲ କହିଛନ୍ତି ନବଙ୍କ ଝିଅ ଦିପାଳୀ ଦାସ । ଦିପାଳୀ କହିଛନ୍ତି,…

ନବ ଦାସ ହତ୍ୟା ମାମଲାରେ ଜୟ ନାରାୟଣଙ୍କ ବିସ୍ଫୋରକ ବୟାନ; କହିଲେ ପାଣ୍ଡିଆନ, ବବି ଦାସଙ୍କ କଲ ରେକର୍ଡ ଯାଞ୍ଚ ହେଉ

ଭୁବନେଶ୍ୱର: ପୁଣି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ରଙ୍କ ବିସ୍ଫୋରକ ବୟନା । ନବ ଦାସଙ୍କ ହତ୍ୟା ମାମଲାରେ ସିଧା ଟାଣିଲେ 5T ସଚିବ ଭିକେ ପାଣ୍ଡିଆନ୍‌ ଓ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ । ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଧାନସଭା ପରିସରରେ ଧାରଣା…

ବୈଦିକ ବ୍ରାହ୍ମଣମାନେ ଭଗବାନ: ଆଇଏଏସ ନିୟାଜ ଖାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ : ବୈଦିକ ବ୍ରାହ୍ମଣମାନେ ଭଗବାନ। ବ୍ରାହ୍ମଣଙ୍କ ଜ୍ଞାନକୁ ବ୍ୟବହାର କରି ଦେଶ ସୁପର ପାଓ୍ୱାର ହୋଇପାରିବ। ଜଣେ ଆଇଏଏସ ଅଧିକାରୀ ଯିଏକି ଜଣେ ମୁସଲମାନ ଏପରି କହିଛନ୍ତି। ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ନିୟାଜ ଖାନ ବ୍ରାହ୍ମଣମାନଙ୍କ ଜ୍ଞାନକୁ କେନ୍ଦ୍ର କରି…

ପ୍ରଥମ ଦିନରେ ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀ କରିଛନ୍ତି ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ପ୍ରତିବାଦ କରି କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ପୋଡିୟମ ତଳେ ପ୍ରତିବାଦ ଜଣାଯାଇଛି । ଆଜି ବଜେଟ ଅଧିବେଶ ଆରମ୍ଭ ହେବାକ୍ଷଣି…

ଶିବସେନା ନାଁ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ: ଉଦ୍ଧବ ଠାକରେଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହେଲେ…

ମୁମ୍ବାଇ: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନର ତ୍ୱରିତ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଆସନ୍ତାକାଲି(୨୨ ଫେବ୍ରୁଆରୀ) ଦିନ ୩.୩୦  ବେଳେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଶିବସେନା ନାଁ ଓ…

ମହିଳା ଟି-୨୦ ବିଶ୍ୱକପ୍‌: ଆୟରଲାଣ୍ଡକୁ ୫ ରନ୍‌ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍‌ରେ ସୋମବାର ଆୟରଲାଣ୍ଡ ୫ ରନ୍‌ରେ ପରାସ୍ତ କରିଛି ଭାରତ। ଡିଏଲ୍ ମେଥଡ୍‌ରେ ମାତ୍ର ୫ ରନ୍‌ରେ ହାରିଛି ଆୟରଲାଣ୍ଡ। ଦକ୍ଷିଣ ଆଫ୍ରିକାର ଏସ୍‌.ଟି ଜର୍ଜ ପାର୍କରେ ଏହି ମ୍ୟାଚ୍ ଖେଳାଯାଉଥିଲା। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି  ୧୫୫ ରନ୍ କରିଥିଲା।…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇସି ହସ୍ପିଟାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବାଲେଶ୍ୱରରେ ୧୦୦ ବେଡ ବିଶିଷ୍ଟ ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପିନ୍ଦର ଯାଦବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୭ଟି ରାଜ୍ୟରେ ୭ଟି ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ହେବ…

ଗୋପାଳର ମାନସିକ ଅସୁସ୍ଥତାକୁ ଗୁରୁତ୍ୱ ଦେଉନଥିଲା ପୋଲିସ: ରିପୋର୍ଟ

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଛୁ଼ଟି ଦରଖାସ୍ତ ଦେଇଥିଲା। ଦରଖାସ୍ତ ଆବେଦନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ବି ଗୁନ୍ଥିଥିଲା। କିନ୍ତୁ ସେତେବେଳର ଝାରସୁଗୁ଼ଡା ଏସପି ଏହାକୁ ଅଣଦେଖା…