ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାରେ ୪ର୍ଥ ଥର ପାଇଁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ
କଟକ: ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହ ମାମଲାର ଶୁଣାଣି ଗୁରୁବାର କଟକ ଫ୍ୟାମିଲି କୋର୍ଟରେ ହୋଇଛି । ପୂର୍ବରୁ କୋର୍ଟ ଅନୁଭବ ମହାନ୍ତିଙ୍କ ବୟାନ ରେକର୍ଡ କରିସାରିଥିବା ବେଳେ ଗୁରୁବାର ଚତୁର୍ଥ ଥର ପାଇଁ…