Latest Odisha News

BREAKING NEWS

୨୦ ବର୍ଷ ପରେ ଏକତ୍ର ହେବେ ଜ୍ୟାକି ଆଉ ସୁବାସ ଘାଇ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଜ୍ୟାକି ଶ୍ରଫଙ୍କ ଜନ୍ମ ଦିବସରେ ତାଙ୍କର ଦୀର୍ଘ ଦିନର ବନ୍ଧୁ ତଥା ଫିଲ୍ମ ନିର୍ମାତା ସୁବାସ ଘାଇ ନୂତନ ଫିଲ୍ମର ଘୋଷଣା କରିଛନ୍ତି । ଏଥିସହ ଉଭୟ ୨୦ ବର୍ଷ ପରେ ପୁନର୍ବାର ଏକତ୍ର ହୋଇଛନ୍ତି । ଜ୍ୟାକି ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି । ଶେଷ ଥର ଉଭୟ…

ଯୁବ ଏବଂ ଖେଳ ମନ୍ତ୍ରଣାଳୟ ପାଇଁ ଆଖିଦୃଶିଆ ବଜେଟ

ନୂଆଦିଲ୍ଲୀ: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ବୁଧବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ କରାଯାଇଛି । ୨୦୨୨ରେ ଏ ବାବଦକୁ ୨୬୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଖେଲୋ ଇଣ୍ଡିଆ ବଜେଟରେ ମଧ୍ୟ…

ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କଲେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏବେ ପାନ କାର୍ଡ ହିଁ ହେବ ସରକାରୀ ଏଜେନ୍ସ ପାଇଁ ପରିଚୟ ପତ୍ର । ଏ ନେଇ ବଜେଟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି, କେୱାଇସି ପ୍ରକ୍ରିୟାକୁ ଆହୁରି…

ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ମିଳିଲା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଦୀର୍ଘ ୨୦ ଦିନ ଧରି ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ଶେଷରେ ମିଳିଯାଇଛି । ୧୨ ଜାନୁୟାରୀରେ ଏହି କ୍ୟାପସୁଲଗୁଡିକ ଏକ ମାଇନିଂ ସାଇଟକୁ ନେବା ବେଳେ ଗୋଟିଏ ହଜି ଯାଇଥିଲା । ଯାହାକି ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ସାଜିଥିଲେ । ଶେଷରେ ଏହାକୁ ଖୋଜିବା ଦେଶର…

ପୁରୁଣା ଓ ନୂଆ ଟିକସ ବ୍ୟବସ୍ଥା ମଧ୍ୟରେ ଫରକ କଣ ?

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ମୋଦି ସରକାର ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଛନ୍ତି । ମଧ୍ୟବିତ୍ତ ଟିକସ ମୁକ୍ତ ଲାଗି କରୁଥିବା ବେଳେ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ବୋଝକୁ ମୁଁ ବୁଝୁଛି । କିନ୍ତୁ ଅର୍ଥମନ୍ତ୍ରୀ…

ଫିଫା ମହିଳା ବିଶ୍ୱକପ: ଉଦଘାଟନୀ ମ୍ୟାଚର ଭେନ୍ୟୁ ବଦଳିଲା

ମେଲବୋର୍ଣ୍ଣ: ଫିଫା ମହିଳା ବିଶ୍ୱକପର ଉଦଘାଟନୀ ମୁକାବିଲାର ଭେନ୍ୟୁ ବଦଳା ଯାଇଛି । ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ମଧ୍ୟରେ ଏହି ମ୍ୟାଚ ପ୍ରଥମେ ନ୍ୟୁ ଆଲିଏଞ୍ଜ ଷ୍ଟାଡିୟମରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା । ଏହାର ଦର୍ଶକ କ୍ଷମତା ୪୨,୫୦୦ ଥିଲେ ମଧ୍ୟ ଏହି ମ୍ୟାଚ ପ୍ରତି ଫୁଟବଲପ୍ରେମୀଙ୍କ…

Live Updates ବଜେଟ ୨୦୨୩ : କ’ଣ ରହିଛି ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ

ନୂଆଦିଲ୍ଲୀ: ଫେବୃଆରୀ ୧  । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଛନ୍ତି  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ ଉପସ୍ଥାପନ ଆରମ୍ଭରୁ ନିର୍ମଳା କହିଛନ୍ତି ଆମର ଆର୍ଥିକ ଏଜେଣ୍ଡା ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ଦେବା ପାଇଁ, ବିକାଶ ଏବଂ…

ବଜେଟ ପୂର୍ବରୁ ଚମକିଲା ସେୟାର ମାର୍କେଟ

ନୂଆଦିଲ୍ଲୀ:  ଆଜି ଫେବୃୟାରୀ ୧  । ସଂସଦରେ ଆଗତ ହେବ ସାଧାରଣ ବଜେଟ । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ବି  ପଡିଛି ।   ଆଜି ସକାଳୁ ସକାଳୁ ସବୁଜ ସଙ୍କେତ ଦେଇ ଖୋଲିଛି ସେୟାର ମାର୍କେଟ । ବୃଦ୍ଧିକୁ ନେଇ  ବୁଧବାର  ସକାଳୁ ଖୋଲିଛି ଭାରତୀୟ ବେଞ୍ଚ ମାର୍କ, ସେନ୍ସେକ୍ସ ଓ ନିଫ୍ଟି  ।…

କବିତା : କାହିଁକି ଏମିତି ହୁଏ ?

ତରୁଣ କୁମାର ମିଶ୍ର ଈଶ୍ବର ସୃଷ୍ଟିରେ କାଉ ଓ କୋଇଲି ଉଭୟଙ୍କ ରଙ୍ଗ କଳା , କାଉ ରାବ ଶୁଣି ବିରକ୍ତି ଆସଇ କୋଇଲିର ମଧୁବୋଳା । କାଉ ବସା ଦେଖି କୋଇଲି ତାହାର ଅଣ୍ଡା ଦେଇଥାଏ ରଖି , ଛୁଆ ବାହାରିକି କୁହୁ କୁହୁ କହେ କୁଆ ଦିଏ ତାକୁ ଖୁମ୍ପି । କୋଇଲି ସୁନ୍ଦର ଗୀତ ଗାଏ କିନ୍ତୁ…