Latest Odisha News

BREAKING NEWS

‘ହ୍ୟୁମାନଙ୍କ ପାଖେ ନାହିଁ ମଣିଷପଣିଆ’, ଜୀବିକା ଛଡ଼ାଇବାକୁ ଚେଷ୍ଟା କରୁଥିବା କହିଲେ ଗୁଲୁଆ

ଭୁବନେଶ୍ୱର: ସ୍ୱାମୀ-ସ୍ତ୍ରୀ କଳିକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ବେଶ୍ ଚର୍ଚ୍ଚାରେ ଥିଲା । କାଉନସେଲିଂ ପରେ ସ୍ୱାମୀ, ସ୍ତ୍ରୀ ଏକାଠି ହୋଇଛନ୍ତି । ନିଜ ପରିବାର ସଜାଡ଼ି ହୋଇଥିବା ବେଳେ ହ୍ୟୁମାନ ଆଉ ଏକ ପରିବାରର ଖାଇବା ଥାଳି ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଭଳି କିଛି ଅଭିଯୋଗ…

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ମିଡିଲ ଅର୍ଡର ନେଇ ଟିମ ଇଣ୍ଡିଆର ଅଙ୍କକଷା ଆରମ୍ଭ

ମୁମ୍ବାଇ: ଘରୋଇ ପରିବେଶରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୱାଇଟ ବଲ ସିରିଜ ଖେଳିବା ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅତି କମରେ ୨ଟି ଟେଷ୍ଟ ଜିତିବା ସହ…

ଶତକବୀର ଶୁଭମନ

ମୁମ୍ବାଇ: ଟିମ ଇଣ୍ଡିଆର ଏବେ ଷ୍ଟାର ଖେଳାଳି ଆଖ୍ୟା ପାଇଛନ୍ତି ଶୁଭମନ ଗିଲ । ଆନ୍ତର୍ଜାତୀୟ ପଦାର୍ପଣ ପରଠାରୁ ତାଙ୍କ ବ୍ୟାଟ ନୀରବ ହେବାର ନାଁ ଧରୁନି । ୬ ମାସରେ ୬ ଶତକ ମାରି ସେ ଏବେ ବେଶ ଲୋକପ୍ରିୟ ହୋଇ ଉଠିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ସେ ଭାରତ ପକ୍ଷରୁ…

ଜାମିନ୍ ଆବେଦନ ଖାରଜ, ଜେଲ୍ ଗଲେ ସାଲୁଜାଙ୍କ ପୁଅ

ପାଟଣାଗଡ଼: ସିନେମା ହଲରେ ଧମକଚମକ, ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା । କଂଗ୍ରେସ ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ଜାମିନ୍ ଆବେଦନ କୋର୍ଟ ଖାରାଜ କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସୂଚନା ଅନୁସାରେ,…

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି…

ହୁତୁହୁତୁ ହୋଇ ଜଳିଗଲା ଘର, ଗୋଟିଏ ପରିବାରର ୩ ଆହତ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟା ପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ଗୋଟିଏ ପରିବାରର ତିନି ଜଣ  । ସୂଚନା ଅନୁଯାୟୀ,  ଇଟାଭଟା ପଡ଼ାର ଜଣକ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା  । ନିଆଁର…

ଅନୁବାଦ କବିତା : ସ୍ମାରକ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଆଜି ରାତି ଶ୍ରାବଣର ଏଇ ମେଘ ହଠାତ୍ ଯଦି ଫେରିଯାଏ ତେବେ ବି ପଡ଼ିବ ମନେ ଚଞ୍ଚଳ ପବନ ଯଦି ଫେରେ କେବେ ହୃଦୟର ଅଗଣାରେ ରଜନୀଗନ୍ଧାର ଅରଣ୍ୟରେ ତେବେ ବି ପଡ଼ିବ ମନେ । ଆଜି ବି ଯଦି ପକ୍ଷୀର ଡେଣା ଉଡ଼େ ସେଇ ଦୂର ଦିଗନ୍ତରେ ବନ୍ୟାର…

ଜୁନିୟର ମହିଳା ହକି: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷିତ ଦଳରେ ୫ ଓଡିଆ

ବାଙ୍ଗାଲୋର: ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଆଜି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ

ଅହମ୍ମଦାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ କମାଲ କରିଛନ୍ତି ଶୁଭମନ ଗିଲ । ଭାରତ ପ୍ରଥମେ ବ୍ୟାଟିଂ କରି ଗିଲଙ୍କ ବିସ୍ଫୋରକ ଶତକ ବଳରେ ୪ ୱିକେଟ ବିନିମୟରେ ୨୩୪ ରନ କରିଥିଲା । ଗିଲ ମାତ୍ର ୬୩ ବଳରେ ୧୨ ଚୌକା ୭ ଛକା ବଳରେ ୧୨୬ ରନ କରି ଅପରାଜିତ ରହିଥିଲେ । ଏଥିସହ…