Latest Odisha News

BREAKING NEWS

ମାଇକେଲ ଜ୍ୟାକସନଙ୍କ ଜୀବନୀ: ମୂଖ୍ୟ ରୋଲରେ ପୁତୁରା ଜାଫର ଜ୍ୟାକସନ

ଲଣ୍ଡନ: ବିଶ୍ୱର ସବୁଠାରୁ ଲୋକପ୍ରିୟ ପପ ଗାୟକ ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଖୁବ ଶୀଘ୍ର ଫିଲ୍ମ ହେବାକୁ ଯାଉଛି । ଜିକେ ଷ୍ଟୁଡିଓ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସ୍ୱର୍ଗତଃ ଜ୍ୟାକସନଙ୍କ ଭୂମିକାରେ ତାଙ୍କ ପୁତୁରା ଜାଫର ଜ୍ୟାକସନ ଅଭିନୟ କରିବେ । ଜାଫର ଏଥିନେଇ ୬ମାସ…

ପୁସ୍ତକ ପରିଚୟ : ସୀମା

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ସୀମା : ଗୋଟିଏ ବୈଧବ୍ୟର ଅବ୍ୟକ୍ତ ଭାଷା ଉପନ୍ୟାସ : ସୀମା ଲେଖିକା : ଶର୍ମିଷ୍ଠା ମହାପାତ୍ର ପ୍ରକାଶକ : ମା'ଶାରଦା ପବ୍ଲିକେସନ୍ ପ୍ରଥମ ପ୍ରକାଶ : ୨୦୨୧ ପୃଷ୍ଠା ସଂଖ୍ୟା : ୧୧୨ ମୁଲ୍ୟ : ୧୨୦ ଟଙ୍କା ମାତ୍ର ଔପନ୍ୟାସିକା ଏ ସୀମା ହେଉଛି…

ପଠାନ ଯୋଗୁ ବଂଚିଗଲା ଶାହାରୁଖଙ୍କ କ୍ୟାରିୟର, ୧୦ ବର୍ଷ ହେବ ପ୍ରଶଂସକଙ୍କୁ କରୁଥିଲେ ନିରାଶ

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ଭାବେ ପରିଚିତ ଶାହାରୁଖ ଖାଁ ଏବେ ପୁନର୍ବାର ଚର୍ଚ୍ଚାରେ । ପଠାନ ଫିଲ୍ମର ସଫଳତା ଶାହାରୁଖଙ୍କ ୧୦ ବର୍ଷ ଏବଂ ଦୀପିକା ପାଦୁକୋନଙ୍କ ୫ ବର୍ଷର ଖରାପ କ୍ୟାରିୟରକୁ ସଜାଡିବାରେ ସହାୟ ହେଉଛି । ପଠାନ ପୂର୍ବରୁ ଚେନ୍ନାଇ ଏକ୍ସପ୍ରେସ ଛାଡିଦେଲେ ଶାହାରୁଖ ସେଭଳି ବଡ…

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ୨୦୪୭ ସୁଦ୍ଧା ଭାରତ ଆଧୁନିକତାର ସ୍ୱର୍ଣ୍ଣିମ ଅଧ୍ୟାୟ ରଚିବ

ନୂଆଦିଲ୍ଲୀ:ଆଜିଠୁ ଆାରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି କହିଥିଲେ, ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରି ସାରିଛି । ଏବେ ସ୍ୱାଧୀନତାର ଅମୃତ କାଳ । ଆଗାମୀ…

ସଂସଦରେ ଉପସ୍ଥାପିତ ହେଲା ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ସହ ପ୍ରଥମ ଦିନରେ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ବର୍ଷରେ ବିକାଶ ଦର ୬ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି ।…

ସାଧୁ ବେଶରେ ଭିକ ମାଗୁଥିଲେ ୬ ମୁସଲିମ୍ ଯୁବକ, ଲୋକେ ଧରି ପିଟିଲେ

ପାଟଣା: ଭାରତରେ ଭିକ୍ଷା ବୃତ୍ତି ଏକ ସାଧାରଣ କଥା । ଅନେକ ଠାକୁରଙ୍କୁ ଧରି ରାସ୍ତାଘାଟରେ ଟଙ୍କା ମାଗନ୍ତି । ବିହାରର ନୱାଦା ଜିଲ୍ଲାରେ ସାଧୁସନ୍ଥ ବେଶରେ ଭିକ୍ଷା ମାଗୁଥିବା ୬ ଜଣ ମୁସଲିମ୍ ଯୁବକ ଧରା ପଡ଼ିଛନ୍ତି । ସାଧୁ ବେଶରେ ଥିବା ୬ ମୁସଲମାନ୍ ଯୁବକଙ୍କୁ ଭଲ କରି ଛେଚିଛନ୍ତି ଲୋକେ ।…

ଗୁଜରାଟରେ ପ୍ରଶ୍ନପତ୍ର ଲିକ୍‌, ଓଡ଼ିଶାରେ ଗିରଫ

ମାଲକାନାଗିରି : ସାମ୍ନାକୁ ଆସିଲା ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଛି । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି । ସେ…

୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ ଲାଭ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଆସନ୍ତାକାଲି କେନ୍ଦ୍ରର ମୋଦି ସରକାର ସଂସଦରେ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଯାହା ଉପରେ ଦେଶବାସୀଙ୍କ ନଜର ରହିଛି । ନିର୍ବାଚନ ବର୍ଷର ବଜେଟରୁ ଗରିବ ଓ ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ଆଶା କରାଯାଉଛି ବଜେଟରେ ସାମାଜିକ ସୁରକ୍ଷା…

ପାଣ୍ଡ୍ୟା, ଦ୍ରାବିଡ ଦାବୀ କଲେ ଧୀମା ପିଚ: ଫସିଗଲେ କ୍ୟୁରେଟର

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚର ପିଚକୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ଲୋ ସ୍କୋରିଂ ମ୍ୟାଚକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା । ବିସିସିଆଇ ମଧ୍ୟ ପିଚ କ୍ୟୁରେଟର ସୁରେନ୍ଦ୍ର କୁମାରଙ୍କୁ ହଟେଇ ସଞ୍ଜୀବ ଅଗ୍ରୱାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଟିମ…

ନବ ଦାସଙ୍କୁ ଗୁଳି କରିଥିବା ମାନିଲା ଗୋପାଳ ଦାସ: କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଗୋପାଳ ମାନିଲା ଗୁଳି କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା କଥା ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ ମାନିଛି । ଏକଥା ଗଣମାଧ୍ୟମକୁ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସୋମବାର ଅପରାହଣରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗିରଫ…