Latest Odisha News

BREAKING NEWS

ନବ ଦାସଙ୍କୁ ଗୁଳି କରିଥିବା ମାନିଲା ଗୋପାଳ ଦାସ: କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଗୋପାଳ ମାନିଲା ଗୁଳି କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା କଥା ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ ମାନିଛି । ଏକଥା ଗଣମାଧ୍ୟମକୁ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସୋମବାର ଅପରାହଣରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗିରଫ…

କିଟ୍‍ ଓ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରଗବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗବୀ ଇଣ୍ଡିଆର ପ୍ରାୟୋଜକ ହୋଇ ପାରିଛି । ପୂର୍ବରୁ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଏବଂ…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ଭାରତରୁ ୩ ସାମିଲ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇ ସ୍ୱର୍ଣ୍ଣିମ ଅକ୍ଷରରେ ନିଜ ନାମ ଲିପିବଦ୍ଧ କରିଛି । ସୋମବାର ଆଇସିସି ପକ୍ଷରୁ ଏହି ଟୁର୍ଣ୍ଣାମେଂଟରେ ଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ଘୋଷିତ ଦଳରେ ଭାରତ ଅଧିନାୟିକା ଶେଫାଳୀ ବର୍ମା, ଓପନର ଶ୍ୱେତା ସେହେରାୱାତ ଓ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲା, କେତେ ଆଗେଇଛି କ୍ରାଇମବ୍ରାଞ୍ଚ ତଦନ୍ତ ?

ଭୁବନେଶ୍ୱର: ଗୋପାଳ-ଗୁଳି-ଗୁମର । କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ଏଏସ୍ଆଇ ଗୋପାଳ ? ବ୍ୟକ୍ତିଗତ ଶତ୍ରୁତା ଥିଲା ନା କାହା ପରୋତ୍ସନାରେ ଗୋପାଳ ଏଭଳି କାଣ୍ଡ ଭିଆଇଲା ? ଗୋପାଳର ଗୁଳିମାଡ଼ ପଛରେ ଅଛି କି ଆଉ କିଛି ବଡ଼ ଷଡ଼ଯନ୍ତ୍ର ? ଏସବୁ ଦିଗରେ କ୍ରାଇମବ୍ରାଞ୍ଚର ୨ଟି…

କାର୍ତିକ ଆର୍ଯ୍ୟନଙ୍କ ଶେହଜାଦାର ଘୁଂଚିଲା ରିଲିଜ ଡେଟ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପଠାନ ଭଲ ବ୍ୟବସାୟ କରୁଥିବରୁ କାର୍ତିକ ଆର୍ଯ୍ୟନ ଏବଂ ଶେହଜାଦର ମେକର୍ସ ବୁଦ୍ଧିମାନର ପଦକ୍ଷେପ ଗ୍ରହଣ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶେହଜାଦାକୁ ଆଉ ସପ୍ତାହ ପରେ ରିଲିଜ କରିବା ପାଇଁ ମେକର୍ସ ନିଷ୍ପତି ନେଇଛନ୍ତି । ଫେବୃୟାରୀ…

ଖୁବ ଶୀଘ୍ର ପଠାନ ୨

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ୪ ବର୍ଷ ପରେ ସିଲଭର ସ୍କ୍ରିନକୁ ପଠାନ ମାଧ୍ୟମରେ ପ୍ରତ୍ୟାବର୍ତନ କରିଥିଲେ । ଏହା ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ପରେ ସିଦ୍ଧାର୍ଥ ଆନନ୍ଦ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରିଥିବାରୁ ଖୁବ ଶୀଘ୍ର ପଠାନ ୨ ଉପରେ କାମ ଆରମ୍ଭ ହେବ…

ଗିରଫ ପରେ ଚାକିରିରୁ ବିଦା ହେଲେ ଏଏସ୍ଆଇ ଗୋପାଳ ଦାସ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଏଏସ୍ଆଇ ଗୋପାଳ ଦାସଙ୍କୁ ଚାକିରିରୁ ବିଦା କରାଯାଇଛି । କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରିବା ପରେ ଚାକିରିରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଏଏସଆଇ ଗୋପାଳ ଦାସ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗତକାଲି…

ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏପରିକି ଘରୋଇ ଗ୍ରାଉଣ୍ଡ, ପ୍ରତିକୂଳ ପାଗ ଏବଂ ବିପୁଳ ସମର୍ଥନ ସତ୍ତ୍ୱେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନଥିଲା ଭାରତ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍…

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ…

ଇରାନ ଭିତରେ ପ୍ରବେଶ କରି ଡ୍ରୋନ ଫ୍ୟାକ୍ଟ୍ରି ଉଡାଇଲା ଇସ୍ରାଏଲର କିଲର ଡ୍ରୋନ

ତେହେରାନ: ଇସ୍ରାଏଲର ବାୟୁସେନା ଇରାନ ସୀମା ଭିତରେ ପ୍ରବେଶ କରି ଏକ ବଡ ଡ୍ରୋନ ଫ୍ୟାକ୍ଟ୍ରି ଉଡେଇ ଦେଇଛନ୍ତି । ଏଥିପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ କିଲର ଡ୍ରୋନକୁ ମିଶନରେ ପଠା ଯାଇଥିଲା । ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଆଇଏ ମୂଖ୍ୟଙ୍କ ଗସ୍ତ…