Latest Odisha News

BREAKING NEWS

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମଧ୍ୟରାତ୍ରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ଏହି ପୂର୍ଣ୍ଣିମା ଅବସରରେ ଗାଁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ ପରିବେଶ  । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ପାଳନ ହୋଇଛି । ଆ କା ମା ବୋଇ ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ । ଓଡ଼ିଆ ସାଧବ ପୁଅ…

କୁଚ ବିହାର ଟ୍ରଫି: ବିହାର ବିପକ୍ଷରେ ବିଜୟ ପାଇଁ ଓଡିଶାକୁ ଦରକାର ୯ ୱିକେଟ

ପାଟନା: ଚଳିତ କୁଚବିହାର ଟ୍ରଫି କ୍ରିକେଟରେ ବିହାର ବିପକ୍ଷରେ ବିଜୟ ହାସଲ ପାଇଁ ଓଡିଶାକୁ ମଙ୍ଗଳବାର ୯ଟି ୱିକେଟର ଆବଶ୍ୟକତା ରହିଛି । ୨୭୬ ରନର ଟାର୍ଗେଟକୁ ପିଛା କରି ବିହାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ ବିନିମୟରେ ୩୯ ରନ ସଂଗ୍ରହ କରିଛି । ସେହିପରି ବିଜୟ ପାଇଁ ବିହାରକୁ ଆଉ…

ହ୍ରିତିକଙ୍କ ଭଉଣୀଙ୍କୁ ଡେଟ କରୁଛନ୍ତି କି କାର୍ତିକ ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ କାର୍ତିକ ଆର୍ଯ୍ୟନ ଏବେ ତାଙ୍କର ଅନେକ ମହିଳା ପ୍ରଶଂସକଙ୍କୁ ନିରାଶ କରିବାକୁ ଯାଉଛନ୍ତି । ବଲିଉଡର ପ୍ରମୁଖ ଗୁଜବ ମଧ୍ୟରେ କାର୍ତିକ ପ୍ରେମରେ ପଡିବା ଆଗରେ ରହିଛି । ଅବଶ୍ୟ ଏ ନେଇ କାର୍ତିକ ମୁହଁ ଖୋଲି ନାହାନ୍ତି । ପିଙ୍କ ଭିଲ୍ଲା ରିପୋର୍ଟ ଅନୁସାରେ…

ବିଜୟ ମାଲ୍ୟାଙ୍କ ଭୂମିକ କରିବେ ଅନୁରାଗ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଅଭିନୀତ ଅକିରା ଫିଲ୍ମରେ ପୋଲିସ ଅଫିସର ଭୂମିକା କରିଥିବା ଅନୁରାଗ କାଶ୍ୟପ ଆଉ ଏକ ବଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଏହି ପ୍ରତିଷ୍ଠିତ ନିର୍ଦ୍ଦେଶକ ବିଜୟ ମାଲ୍ୟାଙ୍କ ଭୂମିକା କରିବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ…

ଶାରଳା ସମବାୟ ସୂତା କଳ ସମ୍ମୁଖର ଆମରଣ ଅନଶନ

ଜଗତସିଂହପୁର: ଶାରଳା ସୂତା କଳ ଆଗରେ ଆମରଣ ଅନଶନ । ନାଉଶିରା ସ୍ଥିତ ଶାରଳା ସମବାୟ ସୁତାକଳ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କର୍ମଚାରୀ । କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ଆହ୍ୱାନରେ ବିଭିନ୍ନ ଅଞ୍ଚଳର ଲୋକ ପ୍ରତିନିଧି, ସମାଜସେବୀ ଏବଂ ସୂତା କଳର ପୂର୍ବତନ କର୍ମଚାରୀ…

ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ଆଡିଲେଡ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବୁଧବାର ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଗୁରୁବାର ଆଡିଲେଡରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ପୂର୍ବରୁ ଅମ୍ପାୟରଙ୍କ କେତେକ ନିଷ୍ପତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଇସିସି ଏଥିରେ…

୭୧ ବର୍ଷ ବୟସରେ ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ଦେହାନ୍ତ

ଭୁବନେଶ୍ୱର: ସୋମବାର ଜଣାଶୁଣା ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ପରଲୋକ ଘଟିଛି । ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର ନିର୍ମଳ ଗରାବଡ଼ୁ । ସ୍ତ୍ରୀ ନମିତା, ଝିଅ ସୁନନ୍ଦା ଓ ପୁଅ ଆନନ୍ଦକୁ ଏକାକୀ ଛାଡ଼ି ଚାଲି ଯାଇଛନ୍ତି ଡାକ୍ତର ଗରାବଡ଼ୁ । ପରିବାର ଲୋକଙ୍କ କହିବା…

ଭାରତ ସମେତ ୧୨ ଟିମ ୨୦୨୪ ଟି୨୦ ବିଶ୍ୱକପ ପାଇଁ ହାସଲ କଲେ ଯୋଗ୍ୟତା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଟି୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଇତି ମଧ୍ୟରେ ୨୦୨୪ ବିଶ୍ୱକପ ପାଇଁ ଭାରତ ସମେତ ୧୨ ଟିମ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ-ଆମେରିକାରେ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆୟୋଜକ ଭାବେ…

ଫାଟିଗଲା ବ୍ୟାଟେରି, ବଜାରରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ସୋନପୁର: ପେଟ୍ରୋଲ୍ ଓ ଡିଜେଲର ଚଢ଼ା ଦାମ ଯୁଗରେ ଇ-ଗାଡ଼ି ପ୍ରତି ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରତି ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ଜଳି ଯାଉଛି ବ୍ୟାଟେରି ଚାଳିତ ଗାଡ଼ି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି ।…

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି । ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ ।…