ଚେୟାରରେ ବସି ବସି କମ କରନ୍ତୁ ବେଲି ଫ୍ୟାଟ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟର ଅଭାବ ଏବଂ ଜୀବନର ବ୍ୟସ୍ତତା ବେଳେବେଳେ ଫିଟନେସକୁ ଚ୍ୟାଲେଞ୍ଜ ଦେଇଥାଏ। ଆଜିକାଲି କୌଣସି ବ୍ୟକ୍ତି ମଟା ପେଟ ପସନ୍ଦ କରନ୍ତି ନାହିଁ। କିନ୍ତୁ ଅନିଚ୍ଛା ସତ୍ତ୍ୱେ ଲୋକଙ୍କ ପେଟରେ ଚର୍ବି ଯୋଗୁଁ ବଡ଼ ଦେଖାଯାଏ। ଯେତେ ଚେଷ୍ଟା କଲେ ସୁଦ୍ଧା ବେଲି ଫ୍ୟାଟ୍ କମେ…