Latest Odisha News

BREAKING NEWS

ଟାର୍ଗେଟ କିଲିଂକୁ ନେଇ ଧାରା ୩୭୦ ଉପରେ ଉଠିଲା ପ୍ରଶ୍ନ, ଜବାବ ରଖିଲେ ‘କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ

ମୁମ୍ବାଇ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କାଶ୍ମୀର ଘାଟିରେ ଘଟୁଥିବା ଟାର୍ଗେଟ କିଲିଂ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେପର୍ଯ୍ୟନ୍ତ ଏସବୁ ବନ୍ଦ ହେବ ନାହିଁ। ଫାରୁକ୍ ଅବଦୁଲ୍ଲା ଗଣମାଧ୍ୟମ ସହ…

ଥାଲେସେମିଆ ରୋଗରେ ପୀଡ଼ିତ ୨ବର୍ଷର ଶିଶୁ, ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନବରଙ୍ଗପୁର : ଦୁଇ ବର୍ଷର ଶିଶୁ ଥାଲେସେମିଆ ରୋଗରେ ପୀଡ଼ିତ  । ଏ ହେଉଛନ୍ତି  ନବରଙ୍ଗପୁର ସହର ମହିମାନଗରର  ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକ ମାତ୍ର ପୁଅ ସ୍ୱରୂପ ମିଶ୍ର। ସ୍ୱରୂପଙ୍କୁ ଯେତେବେଳେ ଥାଲେସେମିଆ ରୋଗ ହୋଇଥିବା କଥା ଜଣାପଡ଼ିଥିଲା ତାଙ୍କ ବାପା ମାଙ୍କ ପାଦ ତଳୁ ମାଟି…

ଫିଲ୍ମ ‘ଭେଡିଆ’କୁ ନେଇ କାହିଁକି ଟ୍ରୋଲ ହେଲେ ବରଣୁ ଧଓ୍ୱନ ?

ମୁମ୍ବାଇ: ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ'ର ଟ୍ରେଲର ରିଲିଜ ହୋଇଛି। ୨ ମିନିଟ ୫୫ ସେକେଣ୍ଡର ଟ୍ରେଲରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ବରୁଣଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍, ଅଭିଷେକ ବାନାର୍ଜୀ ଏବଂ ଦୀପକ ଡୋବ୍ରିଆଲ୍ ପ୍ରମୁଖ ଭୂମିକାରେ ଅଭିନୟ…

‘ଓୟୋ’ ଏବଂ ‘ଏମଏମଟି-ଗୋ’ କୁ ୩୯୨ କୋଟି ଟଙ୍କାର ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଜାରରେ ନିଜର ସ୍ଥିତିର ଭୁଲ ଫାଇଦା ଉଠାଇବା ଓ ପ୍ରତିଯୋଗିତାର ନିୟମ ଉଲ୍ଲଂଘନ କରିବା ପାଇଁ ଅନଲାଇନ୍ ଟ୍ରାଭେଲ ଏବଂ ହସ୍ପିଟିଲିଟି କ୍ଷେତ୍ର କମ୍ପାନୀ ବିରୋଧରେ ପ୍ରତିଯୋଗିତା ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିସିଆଇ ମେକ୍ ମାଇ ଟ୍ରିପ୍- ଗୋଆଇବିବୋ…

କୋଇଲା ଭିତରୁ ମିଳିଲା ନିଖୋଜ ଯୁବକଙ୍କର ଶବ

ଝାରସୁଗୁଡା : କୋଇଲା ଭିତରୁ ନିଖୋଜ ଯୁବକର ଶବ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟର ମୂଳ ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡା ତେଲିଭଟ୍ଟା କବରସ୍ଥାନ ପଡ଼ାରେ ରହୁଥିଲା । ଗତ ୭ ତାରିଖରୁ ଯୁବକ ଜଣକ ନିଖୋଜ ହୋଇଥିବା ବେଳେ  ଗତ ୧୧ ତାରିଖରେ ନିଖୋଜ ସମ୍ପର୍କରେ ଝାରସୁଗୁଡା ସଦର ଥାନାରେ…

ଦିଲ୍ଲୀକୁ ଦୈନିକ ୨ ଲକ୍ଷ ଲିଟର କ୍ଷୀର ଯୋଗାଇବ ପଞ୍ଜାବ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଚଣ୍ଡିଗଡ଼: ପଞ୍ଜାବର ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଭେରକା ପ୍ଲାଣ୍ଟରେ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ବଟର ପ୍ଲାଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଏହା ଦ୍ୱାରା ଦୁଗ୍ଧ…

ବାରଣାସୀରୁ ଧରାପଡିଲା ଆଇଏସ୍ଆଇଏସ ଅପରେଟିଭ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୨୪ ବର୍ଷୀୟ ଆଇଏସଆଇଏସ ଅପରେଟିଭକୁ ବାରଣାସୀରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାସିତ କଲାମ ସିଦ୍ଦିକି ବୋଲି ଜଣାପଡିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍ଆଇଏସ୍) ସମ୍ବନ୍ଧରେ ପଞ୍ଜୀକୃତ…

ଅନୁବାଦ କବିତା : ପଚିଶ ବରଷ ପରେ

ମୂଳ ରଚନା : ଜୀବନାନନ୍ଦ ଦାଶ ଶେଷଥର ଦେଖା ଯେବେ ହୋଇଥିଲା ସେଇ ପ୍ରାନ୍ତରରେ କହିଥିଲି " ଆଉ ଦିନେ ଏଇ ସମୟରେ, ନିଶ୍ଚୟ ଆସିବ ତୁମେ ଆସିବାର ଇଚ୍ଛା ଯଦି ଥାଏ ପଚିଶ ବରଷ ପରେ ।" ଏଇ କଥାକୁ କହି, ଘରକୁ ମୁଁ ଫେରି ଆସିଥିଲି ତା'ପରେ ଅନେକ ଥର ଜହ୍ନ ଓ ତାରାମାନେ ଫେରିଗଲେ ସେଇ…

ୟୁପିରେ ଡେଙ୍ଗୁ ଚିନ୍ତା, ସବୁ ଡାକ୍ତରଙ୍କ ଛୁଟି ବାତିଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଢାଇଛି ଡେଙ୍ଗୁ ଚିନ୍ତା। ୟୁପି ସରକାରଙ୍କ ସମସ୍ତ ସଜାଗତା ସତ୍ତ୍ବେ ଦିନକୁ ଦିନ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗ ଉପରେ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛି। ଡେଙ୍ଗୁ ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶକୁ ଏକ ଉଚ୍ଚସ୍ତରୀୟ ଟିମ ପଠାଇଛି। ସେପଟେ…

ସାଜିଦଙ୍କ ବିରୋଧରେ ମାମଲା ରୁଜୁ କଲେ ଶାର୍ଲିନ ଚୋପ୍ରା

ମୁମ୍ବାଇ: ବଲିଉଡର ବଦନାମ ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାଁଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଗବସରେ ୧୬ରେ ସାଜିଦ ସାମିଲ ହେବା ପରେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଅଭିନେତ୍ରୀ ସାଜିଦଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ତାଙ୍କୁ ବିଗ ବସରୁ ବାହାର କରିବା…