Latest Odisha News

BREAKING NEWS

ସାଜିଦଙ୍କ ବିରୋଧରେ ମାମଲା ରୁଜୁ କଲେ ଶାର୍ଲିନ ଚୋପ୍ରା

ମୁମ୍ବାଇ: ବଲିଉଡର ବଦନାମ ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାଁଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଗବସରେ ୧୬ରେ ସାଜିଦ ସାମିଲ ହେବା ପରେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଅଭିନେତ୍ରୀ ସାଜିଦଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ତାଙ୍କୁ ବିଗ ବସରୁ ବାହାର କରିବା…

ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ: ସ୍ୱର୍ଣ୍ଣ ପରେ ରୌପ୍ୟ ଜିତିଲେ ଓଡିଶାର ଶ୍ରାବଣୀ

ବାଙ୍ଗାଲୋର: ଚଳିତ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଷ୍ଟାର ଆଥଲେଟ ଶ୍ରାବଣୀ ନନ୍ଦଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଶ୍ରାବଣୀ ୨୦୦ମିଟରେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ୩୧ ବର୍ଷୀୟା ଏହି ସିନିୟର ଆଥଲେଟ ୨୩.୭୧…

ୟୁକ୍ରେନଠାରୁ ଛଡେଇ ନେଇଥିବା ୪ ଅଂଚଳରେ ରୁଷ ଲାଗୁ କଲା ମାର୍ଶଲ ଲ, କିଛି ବଡ ଘଟିବାକୁ ଯାଉଛି କି ?

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଆଜି ଏକ ଚିନ୍ତାଜନକ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁକ୍ରେନଠାରୁ କବଜା କରିଥିବା ୪ଟି ଅଂଚଳରେ ରୁଷ ମାର୍ଶାଲ ଲ ଲାଗୁ କରିଛି । ଏହି ଅଂଚଳଗୁଡିକ ହେଲା ଡୋନେଟେସ୍କ, ଲୁହାନ୍ସକ, ଜାପୋରିଜିୟା ଓ ଖେରସନ । ୟୁକ୍ରେନ ମଝିରେ ଏହି ଅଂଚଳର କିଛି ଅଂଶ ରୁଷ…

ଜିମ୍ବାୱେକୁ ୩୧ ରନରେ ହରାଇଲା ୱେଷ୍ଟଇଣ୍ଡିଜ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ୱେଷ୍ଟଇଣ୍ଡିଜ ୩୧ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦଳ ସମ୍ମୁଖରେ ୧୫୪ ରନର ଟାର୍ଗେଟ ରଖିଥିଲା । ଜନଶନ ଚାର୍ଲସ ଦଳ ପକ୍ଷରୁ ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ । ରୋଭମାନ ପାୱେଲ…

“ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା’’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦୀପାବଳି ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । କଳିଙ୍ଗବିହାର ଡି.ଏନ୍‌. ରିଗାଲିଆ ମଲ୍ ସ୍ଥିତ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୭୦…

ବନ୍ଦ ହୋଇଗଲା ନୀରଜ ପାଣ୍ଡେଙ୍କ ଐତିହାସିକ ଫିଲ୍ମ ଚାଣକ୍ୟ

ମୁମ୍ବାଇ: ୨୦୧୮ରେ ନୀରଜ ପାଣ୍ଡେ ଐତିହାସିକ ଫିଲ୍ମ ଚାଣ୍ୟକର ଘୋଷଣା କରାଯାଇଥିଲା । ଏବେ ଏହି ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ୪ ବର୍ଷ ହୋଇଯିବା ସତ୍ୱେ ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରି ନ ଥିବାରୁ ଶେଷରେ ମେକର୍ସ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅଜୟ ଦେବଗାନ ଏହାର ମୂଖ୍ୟ…

ଧମକ ଦେଲା ପିସିବି:ଭାରତ ନ ଆସିଲେ ଆମେ ବିଶ୍ୱକପ ଖେଳିବାକୁ ଯିବୁନି

କରାଚୀ: ପାକିସ୍ତାନରେ ହେବାକୁ ଥିବା ଆଗାମୀ ଏସିଆ କପ କ୍ରିକେଟରେ ଭାରତୀୟ ଟିମ ଯିବ ନାହିଁ ବୋଲି ସଚିବ ଜୟ ଶାହ କହିବା ପରେ ବିବାଦର ସୂତ୍ରପାତ ହୋଇଛି । ପାକିସ୍ତାନ ବାହାରେ ଅନ୍ୟ କୌଣସି ନିରପେକ୍ଷ ଦେଶରେ ଏସିଆ କପ ଆୟୋଜନ କରାଯିବ । ବିସିସିଆଇର ଏହି ମନ୍ତବ୍ୟ ପରେ ପାକିସ୍ତାନ କ୍ରିକେଟରେ…

ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

ନୂଆପଡ଼ା : ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ବିସ୍ଥାପିତ। ନୂଆପଡା ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ।ଏହି ଡ୍ୟାମ ତିଆରିରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ବିସ୍ଥାପିତ ପରିବାର ଏଯାଏ …

ଇରାନ ଆଥଲେଟ ଏଲନାଜଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ତେହେରାନ: ଇରାନ ଆଥଲେଟ ଏଲନାଜ ରେକାବିକ ବୁଧବାର ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ ରକ କ୍ଲାଇମ୍ବିଂ ଚାମ୍ପିୟନଶପରେ ବିନା ହିଜାବରେ ସେ ଅଂଶଗ୍ରହଣ କରିଥିଲେ । ଏହା ପରେ ହଠାତ ତାଙ୍କର ଖୋଜ ଖବର ମିଳି ନ ଥିଲା । ଇରାନ ସରକାର ତାଙ୍କୁ ଅଟକ ରଖିଥିବା ନେଇ…

କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ୍ ଖଡ଼଼ଗେ, ଥରୁରଙ୍କୁ ମିଳିଲା ମାତ୍ର ହଜାରେ ଭୋଟ୍

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖଡ଼ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ୧୭ ତାରିଖରେ ହୋଇଥିବା ମତଦାନରେ ବାଜି ମାରିଛନ୍ତି ଖଡ଼ଗେ । ତାଙ୍କୁ ୭ ହଜାର ୮୯୭ ଭୋଟ୍ ମିଳିଥିବା ବେଳେ ଶଶୀ ଥରୁରଙ୍କୁ ମିଳିଛି ପ୍ରାୟ ୧ ହଜାର ୭୨ ଭୋଟ୍ । ୪୧୬ଟି ଭୋଟ୍ ନାକଚ୍ ହୋଇଥିବା ଜଣାପଡ଼ିଛି ।…