Latest Odisha News

BREAKING NEWS

ଡାକ୍ତରଙ୍କ ଅବହେଳା: ଅସ୍ତ୍ରୋପଚାର ବେଳେ ମହିଳାଙ୍କ ପେଟରେ ରହିଗଲା ମେଟାଲ୍

ଥିରୁବନ୍ତପୁରମ: ପୁଣି ଡାକ୍ତରଙ୍କ ଅବହେଳା ମାମଲା ସାମ୍ନାକୁ ଆସିଛି। କେରଳର କୋଝିକୋଡ଼େ ମେଡିକାଲ କଲେଜରେ ଜଣେ ମହିଳାଙ୍କ ପ୍ରସୂତି ସମୟରେ ଅସ୍ତ୍ରୋପଚାର ବେଳେ ପେଟରେ ରହିଯାଇଥିଲା ମେଟାଲ୍। ଅସ୍ତ୍ରୋପଚାରର ପ୍ରାୟ ୫ ବର୍ଷ ଯାଏଁ ମହିଳାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଶେଷରେ…

ତାମିଲନାଡୁରେ ଅନଲାଇନ ଜୁଆ ଖେଳ ବ୍ୟାନ, ନିୟମ ଉଲ୍ଲଂଘନ କଲେ ୧୦ ଲକ୍ଷ ଟଙ୍କା ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନ୍ ଗେମିଂ ନିୟନ୍ତ୍ରଣ ଏବଂ ଅନଲାଇନ୍ ଜୁଆ ଖେଳ ଉପରେ ବ୍ୟାନ କରିବାକୁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶନିବାର ରାଜ୍ୟପାଳ ଆର.ଏନ୍ ରବି ରାଜ୍ୟ ସରକାରଙ୍କ ନିୟମକୁ ଅନୁମୋଦନ କରିଛନ୍ତି, ଯାହା ପରେ ପ୍ରତିବନ୍ଧକ ଏବଂ ନିୟମ ଲାଗୁ କରାଯାଇଛି। ଅନଲାଇନ୍…

ଶିଶୁ ଗଳ୍ପ : ସୁନାପୁଅ

କୁଞ୍ଜ ବିହାରୀ ସାହୁ ଦିନେ ବାପାଙ୍କ ସହ କଥା ହେଉ ହେଉ ଅମିତ୍ କହିଲା, ବାବା, ମୁଁ କାଲି ସ୍କୁଲକୁ ଗଲାବେଳେ ରାସ୍ତାକଡେ କଡ଼େ କାଶତଣ୍ଡୀର ଧଳା ଚଅଁର ପବନରେ ଝୁଲୁଛି । ଘଡ଼ିଏ ଠିଆହେଲି। ସତରେ ବହୁତ ସୁନ୍ଦର ଦିଶୁଥିଲା । ଆଛା ବାବା, କାହିଁ ଆଗରୁ ତ ମୁଁ କେବେ ଦେଖିନି । ଅମିତର ବାବା…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୩ ମୂଳ ସିନ୍ଧି: ଗୋବିନ୍ଦ ମାଲ୍‌ହୀ  ତା’ ପୂରା ନାଁ ଟୋପାନ୍ ଦାସ, ହେଲେ ସବୁ ଲୋକ ତାକୁ ‘ଟୋପୁ’ କି ‘ଟୋପା’ ବୋଲି ଡାକନ୍ତି । ଆଉ ବେଳେବେଳେ କିଏ ‘ଟୋପାନମଲ’ ବୋଲି ସମ୍ବୋଧନ କରୁଥିଲା । ସିଏ ତା’ ମା’ ପେଟରେ ଥିବାବେଳେ ହିଁ ତା’…

ଓଡ଼ିଶାର ବିକାଶ ସ୍ୱରୂପ ପତି ହେଲେ ବିସିସିଆଇ ମ୍ୟାଚ୍ ରେଫରି

ଭୁବନେଶ୍ୱର: ଓଡ଼ିଶା ରଣଜୀ ଟ୍ରଫିର ପୂର୍ବତନ ଖେଳାଳି ବିକାଶ ସ୍ୱରୂପ ପତି ବିସିସିଆଇ ମ୍ୟାଚ୍ ରେଫରି ଭାବେ ମନୋନୀତ ହୋଇଛନ୍ତି। ୩୭ ବର୍ଷୀୟ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏହି ସଫଳତା ସହିତ ଓଡ଼ିଶାର ପଞ୍ଚମ ମ୍ୟାଚ୍ ରେଫରି ହୋଇଛନ୍ତି। ବିସିସିଆଇ ମ୍ୟାଚ୍ ରେଫରୀଙ୍କ ପ୍ୟାନେଲରେ…

ଧାମନଗର ପାଇଁ ମାଳ ମାଳ ଆଶାୟୀ ପ୍ରାର୍ଥୀ ଭିତରେ ବିଜେଡି କନଫ୍ୟୁଜ୍ !

ଭଦ୍ରକ: ଧାମନଗର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଫୁଲ ଦମରେ ଲାଗି ପଡିଛନ୍ତି ରାଜନୈତିକ ଦଳ। ବିଜେପି ଦିବଂଗତ ବିଧାୟକ ବିଷ୍ନୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିବ ବୋଲି ଆପାତଃତ ସ୍ଥିର ହୋଇସାରିଛି। ହେଲେ ବିଜେଡି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ…

‘ତାନ୍ତ୍ରିକଙ୍କ ପରାମର୍ଶକ୍ରମେ କେସିଆର ଟିଆରଏସକୁ ବିଆରଏସ କରିଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସମାଲୋଚନା କରି କହିଛନ୍ତି ଯେ କେସିଆର ଜାଣିଶୁଣି ତାଙ୍କ ଦଳର ନାମ ଭାରତ ରାଷ୍ଟ୍ର ସମିତି ରଖିନାହାନ୍ତି, ବରଂ ତାନ୍ତ୍ରିକ ଏବଂ ନ୍ୟୁମେରୋଲଜିଷ୍ଟଙ୍କ ପରାମର୍ଶ କ୍ରମେ ଏଭଳି…

ଠିକାଦାରର ଏସିଡ୍ ଆକ୍ରମଣରେ ଦୁଇ ଯୁବକ ଗୁରୁତର ଅଭିଯୋଗ

କଟକ: କଟକ ସହରରେ ଶନିବାର ସନ୍ଧ୍ୟାରେ ଏସିଡ୍ ଆକ୍ରମଣରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଲାଲବାଗ ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଶନିବାର ସକାଳେ ବାଲୁ ବଜାରର ସତ୍ୟବାନ ସାହୁ (୧୯) ନାମକ ଜଣେ ଯୁବକଙ୍କ ମୋବାଇଲକୁ ଫୋନ୍ ଆସିଥିଲା। ସେ ସେହି ସମୟରେ ଖାଦ୍ୟ ଗ୍ରହଣ କରୁଥିଲେ ତେଣୁ…

ଅର୍ଚ୍ଚନା ନାଗ ଜାଲରେ ଫସିଛନ୍ତି, ବିଜେଡି ଓ ବିଜେପି ନେତା !

ଭୁବନେଶ୍ୱର: ଚୋରି ମୋବାଇଲ ଖୋଜି ଆଣି ଲୋକଙ୍କୁ ହସ୍ତାନ୍ତର କରିବା ବେଳେ ପ୍ରେସମିଟ୍ ଡାକି ବାଃ ବାଃ ନେଉଥିବା କମିଶନରେଟ ପୋଲିସ ନିରବ। ରାଜଧାନୀର ଛାତି ଉପରେ 'ହନିଟ୍ରାପ' ମାମଲାକୁ ନେଇ ଚର୍ଚ୍ଚା ଜୋରଧିରି ଥିବା ବେଳେ କମିଶନରେଟ ପୋଲିସର ନିରବତା ଅନେକ କିଛି ଚର୍ଚ୍ଚାକୁ ଜନ୍ମ…

ବାଲିଯାତ୍ରା ପାଇଁ ପ୍ଲଟ ବୁକିଂ ପ୍ରକ୍ରିୟା ଆରମ୍ଭ, ଦର ଦେଖି ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

କଟକ: ଆଗକୁ ବାଲିଯାତ୍ରା । ଏହାପୂର୍ବରୁ ବାଲିଯାତ୍ରା ପଡିଆରେ କିଏ କେଉଁଠି ଜାଗା ନେଇ ବ୍ଯବସାୟ କରିବେ ସେ ନେଇ ଜାଗା ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ବାରବାଟୀ ପ୍ୟାଲେସରେ ଶନିବାରଠୁ ଏହି ପ୍ଲଟ ନିଲାମି ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଦ୍ବାରା ଆରମ୍ଭ ହୋଇଛି। ହେଲେ ନିଲାମି…