Latest Odisha News

BREAKING NEWS

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ

ଢେଙ୍କାନାଳ : ରାତି ପାହିଲେ ମା‘ ଗଜଲକ୍ଷ୍ମୀଙ୍କ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ମା’ଙ୍କ ପୂଜାକୁ ନେଇ ଉତ୍ସବମୁଖର ସାରା ସହର। ଢେଙ୍କାନାଳ ଜିଲ୍ଲାରେ ମା’ଙ୍କ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି  । ବାଉଁଶରେ ହେଉଛି ସାଜସଜା l ଆଜିକୁ ୭୫ବର୍ଷ ତଳେ ଏହି ଗଜଲଷ୍ମୀ ପୂଜା…

କବିତା : ଇଜ୍ଜତ

ପ୍ରମୋଦ ପ୍ରଧାନ ସ୍ୱାଭିମାନର ଡଅଁର ତଳେ ଡେଉଁଥାଏ ଯେଉଁ ଦମ୍ଭ ବେଇଜ୍ଜତରେ ନୁହେଁ ଇଜ୍ଜତରେ ମାପୁଥାଏ ନିଜର କ୍ଷୀପ୍ର ବେଗ ଗଣୁଥାଏ ନିଶ୍ୱାସ ପ୍ରଶ୍ୱାସ ! ଅଧିକାର,କର୍ତ୍ତବ୍ୟ ଭିତରେ ହଜେଇଦେଇ ନିଜର ଅହଙ୍କାର ବାହୁକୁ ପ୍ରସାରୁଥାଏ ଇଜ୍ଜତ ଆଉ ସାବ୍ୟସ୍ତ କରୁଥାଏ ବର୍ତ୍ତମାନର…

ଅଭାବ ଅନଟନ ଭିତରେ ଦିନ ମଜୁରିଆଙ୍କ ପୁଅ ହେଲେ ଓଏଏସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ । ବାପା ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠି । ବାପା ଦିନ ମଜୁରିଆ ଭାବେ…

ଲେମ୍ବୁପାଲିରେ ହାତୀ ଆତଙ୍କ

ସୁବର୍ଣ୍ଣପୁର :  ଲେମ୍ବୁପାଲି ଗାଁ ରେ ଖେଳିଯାଇଛି ହାତୀ ଆତଙ୍କ  । ଭୟରେ ଦିନ କାଟୁଛନ୍ତି ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲେମ୍ବୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ୧୩ ଟିକିଆ ହାତୀ ପଲ I ବଲାଙ୍ଗୀର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି I…

ପୁରୀରେ ଗୋଶାଣୀ ଯାତ୍ରା

ପୁରୀ : ଗତକାଲି ପୁରୀରେ ଅନୁଷ୍ଠିତ ହୋଇଯାଇଛି ଗୋଶାଣୀ ଉତ୍ସବ। ପରମ୍ପରା ଅନୁଯାୟୀ ଦଶମୀ ତିଥି ଠାରୁ ମୃଣ୍ମୟୀ ମୂର୍ତ୍ତି ମାନଙ୍କୁ ମନ୍ତ୍ର ମେଲାଣି ଦିଆ ସରିଥାଏ । ପରେ ଏକାଦଶୀରେ ସିଂହଦ୍ୱାର ଠାରେ ଦେବୀସଭା ଚିହ୍ନିତ ସ୍ଥାନରେ ସମସ୍ତ ମୃଣ୍ମୟୀ ଗୋଶାଣୀ ମୁର୍ତ୍ତି ସହ, ସଂପାତି,…

ପୁଣି ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା ! ଫୋକସରେ ଓଡ଼ିଶା ସମେତ ଏହି ସବୁ ରାଜ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ମାସ ଆରମ୍ଭରେ ଏହି ଆସନ ପାଇଁ ଭୋଟ୍ ପଡିବାକୁ ଯାଉଛି। ବିଜେପି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତ ପ୍ରକାର ଦମ୍ ଲଗାଇବ ବୋଲି ଜଣାପଡ଼ିଛି। ଦିିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ…

ଲାଇଫଷ୍ଟାଇଲ ପରିବର୍ତ୍ତନ କରନ୍ତୁ, ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁନ୍ଦର ଦେଖାଯିବା ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ନାରୀମାନେ ନିଜର ତ୍ୱଚାର ଖାସ ଯତ୍ନ ମଧ୍ୟ ନିଅନ୍ତି। କିନ୍ତୁ ବେଳେ ବେଳେ ଆଖି ତଳେ କଳା ଦାଗ ବା ଡାର୍କ ସର୍କଲ ପଡିଗଲେ ତ୍ୱଚା ଫିକା ପଡିଯାଏ। ଏହାକୁ କମ କରିବା ପାଇଁ ଅନେକ ଔଷଧ ବ୍ୟବହାର ମଧ୍ୟ କରନ୍ତି।…

ବିବାହ ପରେ ବୃଦ୍ଧି ପାଇଛି ପରକିୟା ପ୍ରୀତି ସମସ୍ୟା, ଅଧିକାଂଶ ଧୋକା ଦେଉଛନ୍ତି ମହିଳା

ଓଡିଶା ସମ୍ବାଦ ବ୍ୟୁରୋ: ଡେଟିଂ ଆପ୍ ଆସିବା ଦିନଠାରୁ ଲୋକେ ପରକିୟା ପ୍ରୀତି ପ୍ରତି ବହୁତ ଆଗ୍ରହୀ ହେଉଛନ୍ତି। ପରକିୟା ପ୍ରୀତିକୁ ଭାରତରେ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କୋଭିଡ ସମୟରେ ଲକଡାଉନ ହେବା ପରେ ଡେଟିଂ ଆପର ଚାହିଦା ଅନେକ ମାତ୍ରାରେ ବଢିଯାଇଛି। ତେବେ ଏକ ରିପୋର୍ଟ ଅନୁଯାୟୀ,…

ମନ୍ତ୍ରୀ ସମୀର ଦାଶଙ୍କ ଲାଗି ବଢ଼ୁଛି ଅଡ଼ୁଆ, କାଲି ୧୦୦ଟି ସ୍ଥାନରେ ବିଜେପି ଦାହ କରିବ କୁଶ ପୁତ୍ତଳିକା

ଭୁବନେଶ୍ୱର/ପୁରୀ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଉପରୁ ଏଯାଏ ପରଦା ହଟିନି । ଆଜି ପୋଲିସ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘରେ ତଦନ୍ତ କରିଛି । ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କ ସହ ପରିବାରର ଅନ୍ୟ ସଦସ୍ୟ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛି ପୋଲିସ…

ନିୟମିତ ତମ୍ବା ପାତ୍ରରେ ପାଣି ପିଅନ୍ତୁ, ଅନେକ ରୋଗଠାରୁ ଦୂରେଇ ରୁହନ୍ତୁ

ଲୋକମାନଙ୍କୁ ତମ୍ବା ପାତ୍ରରେ ପାଣି ପିଉଥିବାର ଦେଖିଥିବେ। ଘରର ବୟସ୍କ ଓ ଡାକ୍ତରମାନେ ମଧ୍ୟ ତମ୍ବା ପାତ୍ରରେ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।…