Latest Odisha News

BREAKING NEWS

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଜାପାନୀ ଝିଅଙ୍କ ‘କାଲା ଚଷମା’ ଡ୍ୟାନ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଚଳଚ୍ଚିତ୍ର 'ବାର ବାର ଦେଖୋ' ର ଗୀତ ‘କାଲା ଚଷମା’ର ଡ୍ୟାନ୍ସ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏପିରିକି ଏହି ସଙ୍ଗୀତଟି ଅନ୍ତର୍ଜାତୀୟ ସ୍ଥରରେ ବେସ ପ୍ରସିଦ୍ଧ ଲାଭ କରିଛି। ଏହି ସୁପରହିଟ୍ ଗୀତରେ ପ୍ରତିଦିନ କିଛି ନା କିଛି ନାଚ କିମ୍ବା ଡ୍ରାମା ସୋସିଆଲ…

ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା, ଆଇନଜୀବୀ ମୃତ

ସାଲେପୁର: ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା  । ଗତକାଲି ମଧ୍ୟରାତ୍ରୀରେ କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତାର ପୁବଂସ ସେତୁ ଗଡା ନିକଟରେ ଯାଉଥିବା ଏକ ମହିନ୍ଦ୍ରା ଥର୍ ଗାଡି ଦ୍ରୁତ ଗତିରେ ଆସି ପୋଲ ଗଡା ରାସ୍ତା ପାର୍ଶ୍ଵରେ ଥୂଆ ହୋଇଥିବା…

ଦୀପିକାଙ୍କଠାରୁ ଅଲଗା ହେଉନାହାଁନ୍ତି ରଣଭୀର ସିଂ, କହିଲେ ‘ମାଇ କୁଇନ’

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ନିକଟରେ ଉଭୟଙ୍କ ସମ୍ପର୍କ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ମଧ୍ୟ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ…

ସନେଟ : ପାର୍ବଣ ପ୍ରାର୍ଥନା

ରବି ପଣ୍ଡା ପାର୍ବଣର ପରମ ଆରାଧ୍ୟା, ମା'ଦୁର୍ଗା ଦୁର୍ଗତି ନାଶିନୀ ରୁଦ୍ର ସ୍ୱରୂପିଣୀ ହୈମବତୀ କରୁଛନ୍ତି ଧରାବତରଣ ସଂହାରିକା ସେ ସିଂହ ବାହିନୀ ମହିଷ-ଅସୁର ମର୍ଦ୍ଦିନୀ ଯୁଗେ ଯୁଗେ ବିରାଜନ୍ତି, ଦେବାପାଇଁ ପାର୍ଥିବ ଦର୍ଶନ। ସବୁଆଡ଼େ ସବୁଜିମା, ଆକାଶ ବି ନିର୍ମେଘ ନିର୍ମଳ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଅଭିଷେକଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ, ୪ ନୂଆ ମୁହଁ

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମଙ୍ଗଳବାର ଅଭିଷେକ ରାଉତଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ୪ ନୂଆ ମୁହଁକୁ ମଧ୍ୟ ସୁଯୋଗ ମିଳିଛି । ଲକ୍ଷ୍ନୌରେ ଅକ୍ଟୋବର ୧୧ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।…

ଜଙ୍ଗଲରୁ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ରାୟଗଡ଼ା: ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ କାମାରି ଗାଁ ଗୁରୁଟୁ ମାସ୍କା ନାଳ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ସୁଚନା ଅନୁଯାୟୀ ମୃତ ମହିଳା ଜଣକ ହେଉଛନ୍ତି ଆସ୍କୁଲି ମାଝୀ ଡିମିରିଗୁଡ଼ା ପଞ୍ଚାୟତ ସେରୁବାରୁ ଗାଁର ହୋଇଥିବା ବେଳେ…

ଟି୨୦ ବିଶ୍ୱକପ : ଅଫିସିଆଲ ଅମ୍ପାୟର ପ୍ୟାନେଲ ଭାରତର ନୀତିନ ମେନନ ସାମିଲ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୧୬ ଜଣିଆ ଅମ୍ପାୟର ତାଲିକା ଘୋଷଣା କରାଯାଇଛି । ଏଥିରେ ଜଣେ ମାତ୍ର ଭାରତୀୟ ଭାବେ ନୀତନ ମେନନଙ୍କୁ ସୁଯୋଗ ମିଳିଛି । ନୀତିନଙ୍କ ଅମ୍ପାୟରିଂ ଦକ୍ଷତା ଆଇସିସିକୁ ପ୍ରଭାବିତ କରିଛି । ଟେଷ୍ଟ କ୍ରିକେଟରେ ତାଙ୍କ ନିଷ୍ପତି ବିରୋଧରେ ଆସିଥିବା ଡିସିସନ…

ଦିଲ୍ଲୀ ଏଲଜିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିସୋଡିଆ

ନୂଆଦିଲ୍ଲୀ:ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ଏଲଜିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏବେ ଏଲଜି ବିନୟ କୁମାର ସକ୍ସେନା ଏବଂ ଆପ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ଏଲଜି ଆପର ଦୁର୍ନୀତି ନେଇ ଗୋଟିଏ ପରେ ଗୋଟିଏ ତଦନ୍ତ ନିର୍ଦ୍ଦେଶ ଦେଉଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ଉପ…

ପୁରୀରେ ଆରମ୍ଭ ହେଲା ଦେଶର ଦ୍ୱିତୀୟ ବେଦ ବିଦ୍ୟାଳୟ

ପୁରୀ: ପୁରୀରେ ଲୋକାର୍ପିତ ହୋଇଛି ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ । ନୂତନ ଶିକ୍ଷାନୀତି ଆଧାରରେ ପୁରୀରେ ଜଗନ୍ନାଥଙ୍କ ନାମରେ ନାମିତ ଏହି ବେଦ ବିଦ୍ୟାଳୟକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ…

୯ ମହିଳାଙ୍କୁ ଯୌନ ଶୋଷଣ ! ସାଜିଦଙ୍କ ବିଗ୍ ବସ୍ ୧୬ରେ ଏଣ୍ଟ୍ରି ନେଇ ଉତ୍ତେଜନା

ମୁମ୍ବାଇ: ୨୦୧୭ ଏବଂ ୨୦୧୮ରେ ମିଠୁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ ଅନେକ ଲୋକେ ନିଜର ଯୌନ ନିର୍ଯାତନା ବିଷୟରେ ସୋସିଆଲ ମିଡିଆ ଜରିଆରେ ଅଭିଯୋଗ କରିଥିଲେ। ଏହି ଅଭିଯାନରେ ଅନେକ ବଡବଡିଆଙ୍କ ନାମ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଜଣେ ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ଖାନଙ୍କ…