Latest Odisha News

BREAKING NEWS

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଏ କିପରି ରାବଣ ?

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୫ ତାରିଖରେ ସମଗ୍ର ଦେଶରେ ଦଶହରା ଧୁମଧାମର ସହ ପାଳନ କରାଯିବ। ଆସନ୍ତାକାଲି ରାବଣ ପୋଡି ମଧ୍ୟ ହେବ। ବୁଧବାର ସମସ୍ତ ଛୋଟ ବଡ଼ କଳାକାରମାନେ ରାବଣ ଭୂମିକାରେ ଅଭିନୟ କରୁଥିବା ଆପଣ ଦେଖିପାରିବେ। କିନ୍ତୁ ଅକ୍ଟୋବର ୫ ତାରିଖରେ ଦିଲ୍ଲୀ ଲାଲ୍ କିଲାରେ…

ଆଦିପୁରୁଷର ଭିଜୁଆଲ ଇଫେକ୍ଟ ଉପରେ କାମ କରିନି ଅଜୟଙ୍କ ଭିଏଫଏକ୍ସ କମ୍ପାନୀ

ମୁମ୍ବାଇ: ପ୍ରଭାସ ଓ ସୈଫ ଅଲୀ ଖାଁଙ୍କ ଆଦିପୁରୁଷର ବହୁ ପ୍ରତିକ୍ଷୀତ ଟିଜର ରିଲିଜ ହୋଇଛି । ତେବେ ଏହା ଦର୍ଶକଙ୍କ ପସନ୍ଦ ଆସିନି । ରାବଣ ଏବଂ ହନୁମାନଙ୍କ ଲୁକ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାର ଭିଏଫକ୍ସ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଆଲୋଚନା ହେବା ସହ…

କେରଳ ବୁଲିବାକୁ ଚାହୁଁଛନ୍ତି କି? ଆଇଆରସିଟିସି ଆଣିଛି ସର୍ବୋତ୍ତମ ଟୁର୍ ପ୍ୟାକେଜ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ବେଳେ ବେଳେ ଅନେକ ଟୁର୍ ପ୍ୟାକେଜ୍ ଆଣିଥାଏ। ଯେଉଁଥିରେ ବିମାନ ଯାତ୍ରାଠାରୁ ଆରମ୍ଭ କରି ରହଣି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଯୋଗାଇଥାଏ। ଏଥର ଆଇଆରସିଟିସି କେରଳ ଟୁର ପ୍ୟାକେଜ ଆଣିଛି ଯେଉଁଥିରେ ଯାତ୍ରୀମାନେ ୬…

ପୁନର୍ବାର ଏକତ୍ର ହେଲେ ଧନୁଷ-ଐଶ୍ଚର୍ଯ୍ୟା

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଚର୍ଚ୍ଚିତ ଯୋଡି ସୁପରଷ୍ଟାର ଧନୁଷ ଓ ଐଶ୍ଚର୍ଯ୍ୟା ରଜନୀକାନ୍ତ ପୁନର୍ବାର ଏକତ୍ର ହେବା ପାଇଁ ନିଷ୍ପତି ନେଇଛନ୍ତି । ମତଭେଦ ଯୋଗୁ ଜାନୁୟାରୀରେ ଉଭୟ ଛାଡପତ୍ର ଦେବା ପାଇଁ ସ୍ଥିର କରିଥିଲେ । ପରିବାର ପାଇଁ ସେମାନେ ତାଙ୍କ ନିଷ୍ପତିରେ…

ବ୍ୟାଙ୍କିଙ୍ଗ ଆପ୍’କୁ ଟାର୍ଗେଟ କରୁଛି ବିପଦଜନକ ଭାଇରସ୍, ରୁହନ୍ତୁ ସତର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଲୋକଙ୍କୁ ଠକିବା ପାଇଁ ହ୍ୟାକରମାନେ ଅନେକ ପ୍ରକାରର ଭାଇରସ ବ୍ୟବହାର କରନ୍ତି। ଏହି ଭାଇରସ୍ ଆପଣଙ୍କ ଫୋନରେ ଡାଉନଲୋଡ୍ ହେବା ପାଇଁ ଫିସିଙ୍ଗ୍ ମେସେଜ୍ ବ୍ୟବହାର କରାଯାଏ। ଏଭଳି ଏକ ଭାଇରସ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସଚେତନ କରାଯାଉଛି। SBI, PNB ଏବଂ କାନାଡା…

ଭଦ୍ରକରେ ବସ୍ ବନ୍ଦ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଭଦ୍ରକ: ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ । ଗଡ଼ୁନି ବସ୍, ଯାତ୍ରୀ ହନ୍ତସନ୍ତ । ବସ୍ ରହଣି, ଯାତ୍ରୀଙ୍କୁ ବସରେ ଚଢ଼ାଇବାକୁ ନେଇ ବିବାଦ ଉପୁଜିଛି । ଯାହାକୁ ନେଇ ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଗୋଷ୍ଠୀ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ…

ମା’ ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ

ଯାଜପୁର : ମା ବିରଜାଙ୍କ ପୀଠ ରେ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମା’ଙ୍କ ବିଜେ…

FIFA ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଟିକେଟର ଦର ଶହେରୁ ୨ ଶହ ଟଙ୍କା ରହିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପାଇଁ ଷ୍ଟାଡିୟମର ୪ ନମ୍ବର ଗେଟରେ ଟିକେଟ୍…

ଝାରସୁଗୁଡାରେ ନେପାଳୀ ରୀତିନୀତିରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା

ଝାରସୁଗୁଡା : ଝାରସୁଗୁଡାର ସେକେଣ୍ଡ ବାଟାଲିୟନରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ନେପାଳ ଗୁରଖାମାନଙ୍କ ନବରାତ୍ରୀ ହେଉଛି ମୁଖ୍ୟ ପର୍ବ । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ…

ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର

ସୋନପୁର: କାଠ ଧରିବାକୁ ଯାଇ ମାଡ଼ ଖାଇଲେ ବନ କର୍ମଚାରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିନିକା ବନ କର୍ମଚାରୀ ଖାତିପଡ଼ାରେ ରେଡ୍ କରିଥିଲେ । କେନାଲ ପାଣି ଭିତରୁ ବିପୁଳ ଶାଗୁଆନ୍ କାଠ ଜବତ କରିଥିଲେ ବନ କର୍ମଚାରୀ ।…