ମହିଳାମାନଙ୍କୁ ପେଟାର ଅନୁରୋଧ,ଯେଉଁ ପୁରୁଷ ମାଂସ ଖାଉଛନ୍ତି ତାଙ୍କ ସହିତ ସମ୍ପର୍କ ରଖନି
ନୂଆଦିଲ୍ଲୀ: ପଶପକ୍ଷୀଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପେଟା ଆଜି ମହିଳାମାନଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଛି । ଯାହା ଦ୍ୱାରା ମାଂସ ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କମିବ ଏବଂ ସମସ୍ତ ଜୀବ ନିଜକୁ ସୁରକ୍ଷିତ ମନେ କରିବେ । ପେଟା ମହିଳାମାନଙ୍କୁ କହିଛି ଯେଉଁ ପୁରୁଷ…