Latest Odisha News

BREAKING NEWS

ପାର୍କିଂରେ ଥୁଆ ହୋଇଥିବା ୨ଟି କାର୍ ସହ ୬ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ

ଭବାନୀପାଟଣା: ଭବାନୀପାଟଣା ସହରର ଇରିଗେସନ୍ କଲୋନୀରେ ୮ଟି ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୨ଟି କାର୍ ସହ ୮ଟି ବାଇକକୁ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି । ଗାଡ଼ିରେ ନିଆଁ ଲଗାଇବା ସହ ଦୁର୍ବୃତ୍ତ ପାର୍କିଂରେ ଲାଗିଥିବା ସିସିଟିଭିକୁ ଅଚଳ କରି ଦେଇଛନ୍ତି । ଏନେଇ…

ଦୈନିକ ୩ ରୁ ୪ କପ କଫି ପିଇଲେ ବଢିଥାଏ ଆୟୁଷ, ଦୂର ହୁଏ ହୃଦରୋଗ

କଫି ପ୍ରାମୀଙ୍କ ପାଇଁ ଭଲ ଖବର। ଯଦି ଆପଣ ଦିନକୁ ୨ ରୁ ୩ କପ କଫି ପିଅନ୍ତି, ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରକାର ଚିନ୍ତା କରିବାକୁ ପଡ଼ିବ ନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଦୁଇରୁ ତିନି କପ୍ କଫି ପିଇବା ଦ୍ୱାରା ଆୟୁଷ ବଢେ ଏବଂ ହୃଦଘାତ…

ରିଲାଏନ୍ସ ରିଟେଲ ଲଞ୍ଚ କଲା ‘ରିଲାଏନ୍ସ ସେଣ୍ଟ୍ରୋ’ ଫ୍ୟାଶନ ଷ୍ଟୋର୍‌, ମିଳିବ ୩୦୦ ରୁ ଅଧିକ ବ୍ରାଣ୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ ପାର୍ବଣରେ ରିଲାଏନ୍ସ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଫ୍ୟାଶନ ଷ୍ଟୋର। ଫ୍ୟାଶନ ପ୍ରେମୀମାନେ ଏବେଠାରୁ 'ରିଲାଏନ୍ସ ସେଣ୍ଟ୍ରୋ'କୁ ଯାଇ କରିପାରିବେ ସପିଂ। ସେପ୍ଟମ୍ବେର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପାର୍ଟ ରିଲାଏନ୍ସ ରିଟେଲ…

[ଦେଖନ୍ତୁ ଭିଡିଓ] ବମିଖାଲରେ ଶୋଭା ପାଇବ ମୟସୂରର ଲଳିଥା ମହଲ

ଭୁବନେଶ୍ୱର: ମାଆଙ୍କ ଆଗମନ ପାଇଁ ପ୍ରସ୍ତୁତି ଚାଲିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମାଆଙ୍କ ମୂର୍ତ୍ତି ସହ ଭିନ୍ନ ଢଙ୍ଗର ସୁଉଚ୍ଚ ତୋରଣ ତିଆରି କରୁଛନ୍ତି ବିଭିନ୍ନ ପୂଜା ମଣ୍ଡପ । ଚଳିତ ବର୍ଷ ବମିଖାଲ ଦୂର୍ଗା ପୂଜା କମିଟି ୫୯ ତମ ଦୂର୍ଗା ପୂଜା ପାଳୁଛି । ଏଥର ବମିଖାଲ ଦୂର୍ଗା…

ଟ୍ରକ୍ ଚୋରି ପାଇଁ ଡ୍ରାଇଭରକୁ ମହାନଦୀକୁ ଠେଲି ଦେଲେ, ୫ ଗିରଫ

ପାରାଦୀପ: ଫିଲ୍ମ ଷ୍ଟାଇଲରେ ଟ୍ରକ୍ ଚୋରି । ପ୍ରଥମେ ବନ୍ଧୁତା ପରେ ମଦ୍ୟପାନ ଆଉ ବିଶ୍ୱାସଘାତକତା । ଫିଲ୍ମ କାହାଣୀ ଭଳି ପାରାଦୀପରେ ଘଟିଛି ଲୋମଟାଙ୍କୁରା ଘଟଣା । ମହାନଦୀ ଗର୍ଭକୁ ଡ୍ରାଇଭରକୁ ଠେଲି ଦେଇ ଟ୍ରକ୍ ଚୋରି ହୋଇଛି । ତଦନ୍ତ ପରେ ପୋଲିସ ଚୋରି ଟ୍ରକକୁ ଉଦ୍ଧାର କରିଥିବା ବେଳେ ଏଯାଏ…

ଜଳ ସମସ୍ୟାକୁ ଦୂର କରିବ ‘ଜଳଦୂତ ଆପ୍’

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ଯେତେ ବୃଦ୍ଧି ପାଉଛି, ସେତେ ପରିବେଶ ପ୍ରଦୂଷଣ ହେଉଛି। ବର୍ତ୍ତମାନ ପାନୀୟ ଜଳ ସଙ୍କଟ ମଧ୍ୟ ଲାଗି ରହିଛି। ଯାହା ଲାଗୁଛି ଆଗାମୀ ଭବିଷ୍ୟତରେ ଜଳ ସମସ୍ୟା ପାଇଁ ଚାଷ କ୍ଷେତ୍ରରେ ପାଣି ନିଅଣ୍ଟ ହୋଇଯିବ। ତେଣୁ ଏହି ଜଳ ସମସ୍ୟାକୁ ଦୂର କରିବା ଲାଗି କେନ୍ଦ୍ର ସରକାର…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତାରେ ଲଞ୍ଚ ହେବ ଜିଓ ୫ଜି ସ୍ମାର୍ଟଫୋନ୍ ଓ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ୫ଜି ଯୁଗ । ଏଥିପାଇଁ ଦେଶର ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରୁ ଜିଓ ଭାରତରେ ୫ଜି ସର୍ଭିସକୁ ରୋଲଆଉଟ କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛି। ସେପଟେ ଏୟାରଟେଲ କମ୍ପାନୀ ମଧ୍ୟ ୫ଜି ସେବା ଲଞ୍ଚ କରିବାକୁ ଯୋଜାନା କରିଛି। ଏହାରି ଭିତରେ ଜିଓ ଅନ୍ୟ କମ୍ପାନୀଠାରୁ…

ସେ ନାହାଁନ୍ତି ସତ, ଏବେ ବି ତାଙ୍କୁ ଶୁଣୁଛନ୍ତି ଦେଶବାସୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁର ସମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଯାହାଙ୍କର ପ୍ରତିଟି ଗୀତରେ ଥାଏ ସ୍ୱରର ମଧୁରତା ଓ ଭାବର ନିବିଡତା। ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା' ସରସ୍ୱତୀ । ବିଗତ ଅନେକ ଦଶନ୍ଧି ଧରି ସଂଗୀତର ଭଣ୍ଡାରରେ ପ୍ରତିଦିନ ନୂଆ କଣ୍ଠ ଦାନ କରୁଥିବା ଲତା ଜୀଙ୍କ…

କବିତା : ଦୈବୀ ଶକ୍ତି

ବିଳାସିନୀ ପୃଷ୍ଟି ଦୈବୀ ଶକ୍ତି ତୁମେ ଦୈବୀ ସ୍ରଷ୍ଟା ହୋଇ ଅଦୃଶ୍ୟେ ଇଙ୍ଗିତ କର ବିଶ୍ଵ ପ୍ରାଣକର୍ତ୍ତା ବୈକୁଣ୍ଠାଧିପତି ଆଜ୍ଞାଧୀନ ଯାହାଙ୍କର l ପାଳନ କାଳରେ ମହାଶକ୍ତି ଦୂର୍ଗା ଦଶଭୂଜ ଦିଅ ମେଲି ସଂହାର କାଳରେ ମହାକାଳୀ ରୂପ ତ୍ରିପୁର ପ୍ରକମ୍ପେ ଖାଲି l ଦୃଷ୍ଟ ବିନାଶନେ…

ରାୟଗଡାରେ ଶକ୍ତି ପଦର୍ଶନ

ରାୟଗଡା :  ରାୟଗଡା ଜିଲ୍ଲା ସଦର ମହକୁମାରେ ଆଜି ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ନିଜ ଶକ୍ତି ପଦର୍ଶନ କରିଛନ୍ତି । ଗୋଟିଏ ପଟେ ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ ।  ରାୟଗଡ଼ା ଜିଲ୍ଲା ବିଜେଡ଼ି ତରଫରୁ ଏକ…