Latest Odisha News

BREAKING NEWS

ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ ସନ୍ତୁଳିତ ଜୀବନଚର୍ଯ୍ୟା: କିମ୍ସ ବିଶେଷଜ୍ଞ

ଭୁବନେଶ୍ୱର: ବୟସା ଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା । ଏବେ ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା ଚିନ୍ତାର କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମଦ୍ୟପାନ, ଧୂମପାନ, ଅନିଦ୍ରା, ଖାଦ୍ୟ ଏବଂ ଜେନେଟିକ୍ କାରଣ ଆଦି ଯୋଗୁଁ ଅଲଜାଇମର…

କୁପୋଷଣ ମୁକାବିଲାରେ ସରକାର ବିଫଳ ୧୮ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର :  ରାଜ୍ୟ ସରକାର କୁପୋଷଣ ମୁକାବିଲାରେ ବିଫଳ ହୋଇଛନ୍ତି  । କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ଏବଂ ପିଏମ ପୋଷଣ ଅଭିଯାନକୁ ରାଜ୍ୟରେ ବିଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ହୀନ…

ରାହୁଲ, ରୋହିତଙ୍କ ଅତ୍ୟଧିକ ପରୀକ୍ଷଣ ଯୋଗୁ ହାତଛଡା ହୋଇଯିବ କି ଟି୨୦ ବିଶ୍ୱକପ

ପୁରୀ: ଟି୨୦ ବିଶ୍ୱକପ ଆଉ ଅଳ୍ପ ଦିନ ଥିବା ବେଳେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରାଇ ସାରିଲେଣି । ଟି୨୦ କ୍ରିକେଟର ଏକ ନମ୍ବର ଟିମ ଶେଷ ୪ଟି ମୁକାବିଲାରେ ୩ଟିରେ ପରାଜିତ ହୋଇଛି । ତେବେ ଭୁଲ କେଉଁଠାରେ ରହୁଛି ? ବିସିସିଆଇ କୋଚ, ଅଧିନାୟକଠାରୁ ଆରମ୍ଭ କରି…

ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟୁଛି

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ଆରମ୍ଭ ହୋଇଗଲାଣି । ବିମାନ ବନ୍ଦର ର ଯାତ୍ରୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହଳି ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମ କାରଣଟି ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ଗୁଡିକ…

ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟୁ ଉଚ୍ଛେଦ ମଠର ପୁନଃ ନିର୍ମାଣ କେବେ ?

ପୁରୀ: ଶ୍ରୀକ୍ଷେତ୍ରରେ ଉଜୁଡ଼ିବାରେ ଲାଗିଛି ମଠ ସଂସ୍କୃତି । ଶ୍ରୀମନ୍ଦିର ନୀତିକାନ୍ତି ସହିତ ପୁରାତନ କାଳରୁ ଜଡ଼ିତ ମଠ ଧିରେ ଧିରେ ଲୋପ ପାଉଛି । ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ସୁରକ୍ଷା ଜୋନ୍ ମଧ୍ୟରେ ୧୯ଟି ଐତିହାସିକ ମଠ ଉଚ୍ଛେଦ ହୋଇଥିଲା । ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ତରପାର୍ଶ୍ୱ…

ପାଦ ଦୁର୍ଗନ୍ଧରୁ କିପରି ପାଇବେ ମୁକ୍ତି

କିଛି ଲୋକଙ୍କ ପାଦରୁ ଅଧିକ ମାତ୍ରାରେ ଝାଳ ବାହାରିବା ସହ ଏହା ଦୁର୍ଗନ୍ଧମୟ ହୋଇଥାଏ। ଏଥିପାଇଁ ଲୋକଙ୍କ ସାମ୍ନାରେ ଅପଦସ୍ତ ହେବାକୁ ପଡ଼େ। ଆପଣଙ୍କ ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କ ମନରେ ଆପଣଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିପାରେ। ଚର୍ମରେ ଥିବା ବ୍ୟାକ୍ଟେରିଆ ଝାଳ ସଂସ୍ପର୍ଶରେ ଆସିବା…

୫ ରାଜ୍ୟ ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଚୁର ପରିମାଣର ଅର୍ଥ ବିଭିନ୍ନ ଦଳ ଖର୍ଚ୍ଚ କରିଛନ୍ତି । ତେବେ ବିଜେପି ସର୍ବାଧିକ ୩୪୦ କୋଟି ଟଙ୍କା ଖର୍ଚ୍ଚ କର ଆଗରେ ରହିଛି । ପାର୍ଟି ପକ୍ଷରୁ ଏ ନେଇ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରାଯାଇଥିବା…

ମନ୍ଦିରରେ ମୂର୍ତ୍ତି ଛୁଇଁବାରୁ ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଦେଶରେ ଏବେ ବି ଚାଲିଛି ଜାତି-ପ୍ରଥାକୁ ନେଇ ଭେଦଭାବ। ଆଧୁନିକ ଯୁଗରେ ଶିକ୍ଷାର ବିକାଶ ହେଉଛି ସତ, କିନ୍ତୁ ଛୁଆଁ-ଅଛୁଆଁ ଭେଦଭାବ ଦୂର ହୋଇନାହିଁ। ଦଳିତ ବର୍ଗର ଲୋକେ ଏବେ ବି ସହୁଛନ୍ତି ନିର୍ଯାତନା। ଏହାର ଏକ ଉଦାହରଣ କର୍ଣ୍ଣାଟକର କୋପ୍ପଲ ଜିଲ୍ଲାସ୍ଥିତ ହୁଲ୍ଲେରହଲ୍ଲୀ…

ମଧୁମେହ ରୋଗୀଙ୍କ ପାଇଁ ହଳଦୀ କାହିଁକି ଲାଭଦାୟକ, ଜାଣନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ସେମାନଙ୍କର ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ନଚେତ୍ ଯଦି ସାମାନ୍ୟ ଅବହେଳା ହୁଏ ତେବେ ହଠାତ୍ ରକ୍ତରେ ସୁଗାର ଲେବେଲ୍ ବଢିପାରେ। ଆମେ ପ୍ରାୟତଃ ଶୁଣିଛୁ ଯେ ମଧୁମେହ ରୋଗୀଙ୍କ ପାଇଁ ଅନେକ ମସଲା ଉପକାରୀ ହୋଇପାରେ। ଏହି ମସଲା ମଧ୍ୟରୁ ଗୋଟିଏ ହେଉଛି ହଳଦୀ। ହଳଦୀରେ…

ଖରାପ ଲାଇଫ୍ ଷ୍ଟାଇଲ୍ ଓ ଅଳସୁଆମୀ ହୋଇପାରେ ମୃତ୍ୟୁର କାରଣ

ସମୟ ସହ ବଦଳିଛି ମଣିଷର ଜୀବନଶୈଳୀ । ବ୍ୟସ୍ତବହୁଳତା ମଧ୍ୟରେ ନିଜକୁ ବ୍ୟସ୍ତ ରଖିଲେ ଖୁବ ଭଲ। କିନ୍ତୁ ଆପଣ ଯଦି ଅଳସୁଆମୀ କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଭଲ ନା ଖରାପ, ଥରେ ଭାବି ଦେଖନ୍ତୁ। କଥାରେ ଅଛି ଅଳସୁଆ ଦୁଃଖ ପାଏ, ଏହା କିନ୍ତୁ ସତ। ନିକଟରେ WHO ମୃତ୍ୟୁ ସଂଖ୍ୟା…