Latest Odisha News

BREAKING NEWS

ବୈତାଳ ମନ୍ଦିର

ସୁକାନ୍ତ କୁମାର ପଣ୍ଡା ମାଉସୀ ମା' ମନ୍ଦିର ଛକରୁ ରଥ ରୋଡରେ ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତାରେ ବଡଦାଣ୍ଡ ସାହି ମଝିରେ ବାମ ପଟେ ଯେଉଁ ସୁନ୍ଦର ମନ୍ଦିରଟି ପଡେ, ତାର ନାମ ହେଉଛି ବୈତାଳ ମନ୍ଦିର । ମନ୍ଦିରର ତିନୋଟି ଚୂଡା ଥିବାରୁ ସାଧାରଣରେ ତିନି ମୁଣ୍ଡିଆ ମନ୍ଦିର ଭାବରେ ଏହା ଅଧିକ…

ଶୀତ ଦିନେ ଶରୀର ଯତ୍ନ ନିଅନ୍ତୁ, ନଚେତ୍ ହୋଇପାରେ ଏହି ସବୁ ରୋଗ

ଆସୁଛି ଶୀତ ଋତୁ। ସେପ୍ଟେମ୍ବର ଶେଷ ଓ ପହିଲା ଅକ୍ଟୋବରରୁ ଶୀତ ଆରମ୍ଭ ହୋଇଯାଏ। ଲୋକେ ନିଆଁ ପୁଇଁବା ଆରମ୍ଭ କରିଦିଅନ୍ତି। ସକାଳୁ ସକାଳୁ ଗରମ ଗରମ ଅଦା ଚା ଏବଂ କଫି ପିଅନ୍ତି। ତେବେ ଏହି ଶୀତ ଦିନେ ଶୀତଳ ପବନ ମନକୁ ଯେତେ ଶାନ୍ତି ଦେଇଥାଏ, ଏଥିସହ ବିଭିନ୍ନ ରୋଗ ମଧ୍ୟ ଆଣିଥାଏ। ଶୀତ ଦିନେ ରୋଗ…

ଶରୀରକୁ ସୁସ୍ଥ ରଖେ ପାନ ପତ୍ର

ପାନ ସମସ୍ତେ ଖାଇବାକୁ ଭଲପାଆନ୍ତି। ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ପାନ। ପାନକୁ ସର୍ବୋତ୍ତମ ମାଉଥ ଫ୍ରେସନର ଭାବରେ ବିବେଚନା କରାଯାଏ। ଅଧିକାଂଶ ସମୟରେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟରେ ପାନ ପତ୍ରର ପ୍ରୟୋଗ ହୁଏ। ଲୋକେ ଖାଦ୍ୟ ଖାଇବା ପରେ ପାନ ସେବନ କରନ୍ତି। କାରଣ ପାଟିକୁ…

ବଜାରରେ ବିକ୍ରି ହେଉଛି ସାଓମିର ନକଲି ସାମଗ୍ରୀ, ୯୦୦୦ ସାମଗ୍ରୀ ଜବତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅଧିକାଂଶ ଲୋକ ଅନଲାଇନରେ ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ପ୍ଲାଟଫର୍ମ ନକଲି ସାମଗ୍ରୀ ମଧ୍ୟ ବିକ୍ରି କରନ୍ତି। ଏଥିପ୍ରତି ଆପଣଙ୍କୁ ସତର୍କ ରହିବା ଉଚିତ୍। ବର୍ତ୍ତମାନ ଅନଲାଇନରେ ସେଲ୍ ଏବଂ ଅଫର୍ ଚାଲିଛି। ଏଥିରେ ମୋବାଇଲ ଫୋନ ଡିସକାଉଣ୍ଟରେ…

ଦେଶର ସର୍ବକନିଷ୍ଠ ଧନୀ ତାଲିକାରେ ୧୯ ବର୍ଷୀୟ କୈବଲ୍ୟ ଭୋରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଏକ ନମ୍ବର ଧନୀ ବ୍ୟକ୍ତିଙ୍କ ଆଇଆଇଏଫଏଲ ୱେଲଥ୍ ହୁରୁନ୍ ୨୦୨୨ ତାଲିକା ପ୍ରକାଶ ପାଇଛି। ଏଥିରେ ଦ୍ରୁତତମ ବାଣିଜ୍ୟ କମ୍ପାନୀ ଜିପଟୋ'ର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ସର୍ବକନିଷ୍ଠ ଧନୀ ଟିନଏଜର (କିଶୋର) ସ୍ଥାନ ହସଲ କରିଛନ୍ତି। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ…

କବିତା : ପ୍ରେମ ଏକ

ମିନାକ୍ଷୀ ଦ୍ବିବେଦୀ    ଜୀବନ ନଈର ସାୟାହ୍ନରେ ଉଆଁସି ଜହ୍ନ ତାର ଅବାଞ୍ଛିତ ପ୍ରଶ୍ନ... ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମାର ତାର ପବିତ୍ର ଭାବନା ର, ତା ର ଅସଂଖ୍ୟ ଫୁଲ ଫୁଟା ହସର, ଆଜି ସେ ପ୍ରେମର ନିରୀହ ଦୀର୍ଘଶ୍ଵାସରୁ ପବନ ଚାଲିଯାଏ ଜ୍ୟୋସ୍ନା ର ବାୟୁକୋଷକୁ, ଆଉ ବର୍ଷ…

ଭାରତ ଯୋଡୋ ଯାତ୍ରା: ରାହୁଲ-ସଚିନଙ୍କୁ ଦେଖି ଲୋକଙ୍କ ମନେ ପଡିଲା ରାଜେଶ-ରାଜୀବଙ୍କ ବନ୍ଧୁତା

ଜୟପୁର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ବୁଧବାର ସଚିନ ପାଇଲଟ ଯୋଗ ଦେଇଥିଲେ । ରାହୁଲ ଓ ସଚିନ ଏକତ୍ର ଯାଉଥିବା ବେଳେ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଥିଲେ । ଏହି ୨ଜଣଙ୍କ ବନ୍ଧୁତା ଦେଖି ପ୍ରଶଂସକମାନଙ୍କ ପୁରୁଣା କଥା ମନେ ପଡି ଯାଇଥିଲା । ପୂର୍ବରୁ ରାହୁଲଙ୍କ ବାପା ରାଜୀବ…

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ: ସୁନ୍ଦରଗଡ-ଦେଓଗଡ ଫାଇନାଲ

ଭୁବନେଶ୍ୱର: ଓଡିଶା ରାଜ୍ୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପର ଫାଇନାଲ ମ୍ୟାଚ ସୁନ୍ଦରଗଡ ଓ ଦେଓଗଡ ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାର ପ୍ରଥମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ ସୁନ୍ଦରଗଡ ୨-୧ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିଲା । ସେହିପରି…

ମିଶନ ଶକ୍ତି ଗୋଷ୍ଠୀର ମା’ ମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ ।  ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା…

ରୁଷର ୩୮ ସହରରେ ପୁତିନଙ୍କ ବିରୋଧରେ ବିକ୍ଷୋଭ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ୭ମାସ ପୂରିବାକୁ ଯାଉଛି । ଧନ, ଜୀବନ ଏବଂ ସବୁ କିଛି ଏଥିରେ କ୍ଷତି ହେଉଥିଲେ ମଧ୍ୟ କେହି ଚେତୁ ନାହାନ୍ତି । ଯୁଦ୍ଧର ଉଷ୍ମକା ଟିକେ କମି ଆସିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରମାରୁ ବୋମା ବୟାନ ଏହାକୁ ଆହୁରି ତେଜିଛି । ପୁତିନ ଆବଶ୍ୟକ…