Latest Odisha News

BREAKING NEWS

ଭୁଲରେ ବି କାର ସିଟରୁ ହଟାନ୍ତୁ ନାହିଁ ହେଡରେଷ୍ଟ୍, ହୋଇପାରେ ବିପଦ

ଓଡିଶା ସମ୍ବାଦ ବ୍ୟୁରୋ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କାର ସୁରକ୍ଷା ପ୍ରସଙ୍ଗ ଉପରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ କାରରେ ସିଟ୍ ବେଲ୍ଟ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କାରର ଅନ୍ୟାନ୍ୟ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଆପଣ…

ସଂସଦ ଭବନ ଉଡାଇବା ଧମକ ଦେଇଥିବା ପୂର୍ବତନ ବିଧାୟକ ଗିରଫ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ କିଶୋର ସମରିତେଙ୍କୁ ପୋଲିସ ଗିରଫ କରିଛି । କିଶୋର ନୂତନ ଭାବେ ନିର୍ମିତ ସଂସଦ ଭବନ (ସେଂଟ୍ରାଲ ଭିସ୍ତା) ଉଡେଇଦେବେ ବୋଲି ଧମକ ଦେଇଥିଲେ । ସେ ଲୋକସଭା-ରାଜ୍ୟସଭା ସିକ୍ୟୁରିଟି ଜେନେରାଲଙ୍କୁ ଏକ ବ୍ୟାଗରେ ଧମକ ଭରା ପତ୍ର ସହ ବିସ୍ଫୋଟକ ପଠାଇ ଏହି ଧମକ…

ଓଭରଲୋଡିଂ କରୁଥିଲେ ସାବଧାନ, ଦିନକରେ ୯୨ ଜଣଙ୍କ କଟିଲା ଚାଲାଣ

କଟକ: ଓଭରଲୋଡ୍ କାରୀ ସାବଧାନ । ପରମିଟ୍ ଠାରୁ ଅଧିକ ଓଭରଲୋଡିଂ କରି ରାସ୍ତାରେ ଯାଉଥିଲେ ଚାଲାଣ କଟିବା ସହ ଡ୍ରାଇଭିଂ ଲାଇସେନ୍ସ ବି ଜବତ ହେବ । ଓଭରଲୋଡ୍ ଯାନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ମୋଟ ୯୨ଟି ଚାଲାଣ…

ଦାଦାବଟି ରୋକିବାକୁ ପୋଲିସର ପଦକ୍ଷେପ, ଜାରି କଲା ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର: ଆସିଲା ପାର୍ବଣ ଋତୁ। ପାର୍ବଣରେ ଅପରାଧକୁ ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା। ଏଣିକି ଦାଦାବଟି ମାଗିଲେ ହ୍ୱାଟସଆପ୍ ନମ୍ବରରେ ସୂଚନା ଦେବାକୁ ପରାମର୍ଶ ଦେଲେ ଟ୍ୱିନ-ସିଟି କମିଶନର। ନିଶାଖୋର ଏବଂ ବିଭିନ୍ନ ଗଳିକନ୍ଦିରେ ଅପରାଧ ଘଟୁଥିବା ଦେଖିଲେ ତୁରନ୍ତ ପୋଲିସକୁ…

ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର କେତେକ ନିୟମ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମୁଖ୍ୟ କାର୍ଯ୍ୟକାରୀ ସମିତ ବୈଠକ ପରେ ଅକ୍ଟୋବର ୧ରୁ ନୂତନ ନିୟମ ସହ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି । ପ୍ରଥମ ଥର ପାଇଁ ଆଇସିସି କ୍ରିକେଟ ସମିତି ବୈଠକରେ ଅଧ୍ୟକ୍ଷତା କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି…

ସେପ୍ଟେମ୍ୱର ୨୨ରୁ +୨ ପାଠପଢା

ଭୁବନେଶ୍ୱର : ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି  +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଶ୍ରେଣୀଗୃହ ପାଠପଢା । ଏନେଇ ଆଜି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା…

ସେପ୍ଟେମ୍ବର ୨୫ ଯାଏ ବୁକ୍ କରନ୍ତୁ ମାଗଣା ବିମାନ ଟିକେଟ୍, ବୁଲନ୍ତୁ ଦେଶ ଓ ବିଦେଶ

ନୂଆଦିଲ୍ଲୀ: ବିମାନରେ ଭ୍ରମଣ ପାଇଁ କାହାକୁ ବା ଭଲ ନ ଲାଗେ । ସମସ୍ତେ ଆକାଶରେ ଉଡ଼ିବାକୁ ଚାହାଁନ୍ତି । କିନ୍ତୁ ଟଙ୍କା ପାଇଁ ପଛଘୁଞ୍ଚା ଦିଅନ୍ତି । ଯଦି ଆପଣ ଫ୍ଲାଇଟରେ ବସି ବୁଲିବାକୁ ଚାହୁଁଛନ୍ତି ତାହେଲେ ଏ ଖବର ଆପଣଙ୍କ ପାଇଁ । ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ମାଗଣାରେ…

ହଟହଟା ହେଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା : ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ହଟହଟା । ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ କରି ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରିଲେ ଗାଁ ଲୋକ । ବାଲିଘାଟରୁ ବାଲି ଉଠାଣକୁ ବନ୍ଦ କରିବା ପାଇଁ କତୁରୁ ଗାଁ ଲୋକେ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଅଭିଯୋଗ, ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଶାଶକ୍ତ ଅବସ୍ଥାରେ ଫ୍ଲାଇଟରେ ଚଢ଼ିବା ଘଟଣାକୁ ନେଇ ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ। ମୁଖ୍ୟମନ୍ତ୍ରୀ ଜର୍ମାନୀରୁ ଏକ ଫ୍ଲାଇଟ ଯୋଗେ ଫେରୁଥିଲେ। ଶେଷ ସମୟରେ ତାଙ୍କୁ ଫ୍ଲାଇଟ ଛାଡିବାକୁ ପଡିଥିଲା। କାରଣ ସେ ମଦ୍ୟପାନ କରୁଥିବା…

ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠର ଦୃଶ୍ୟ

ପୁରୀ : ଖୁବଶୀଘ୍ର ପୁରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ  ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ…