Latest Odisha News

BREAKING NEWS

ପ୍ରେମ ପାଇଁ ପ୍ରେମିକାକୁ ଆକ୍ରମଣ କରି ଆତ୍ମହତ୍ୟା କଲା ପ୍ରେମିକ

ରାଞ୍ଚି: ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କଲା ପ୍ରେମିକ। ଏପରି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି। ପଶ୍ଚିମବଙ୍ଗରେ ରହୁଥିବା ଏବଂ ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛି। ଉକ୍ତ ଛାତ୍ର ଜଣକ ପ୍ରଥମେ ନିଜ…

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ

ନୂଆଦିଲ୍ଲୀ: ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ସୀମାପୁରୀରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାତି ପ୍ରାୟ ୨.୧୫ ରେ ଡିଟିସି ଡିପୋ ରେଡଲାଇଟ ନିକଟରେ ଥିବା ଡିଭାଇଡରରେ କିଛି…

ଭାରତୀୟ ସେନାରୁ ହଟିବ ବ୍ରିଟିଶ ଦାସତ୍ୱର ଛାପ, ଆରମ୍ଭ ହେବ ବଡ଼ ଅଭିଯାନ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପତାକା ଉପରେ ବ୍ରିଟିଶ ଦାସତ୍ୱର ପ୍ରତୀକ ବା ଛାପ ଥିବା ଭିକ୍ଟୋରିଆ କ୍ରସକୁ ହଟାଇବା ପରେ ଏବେ ଭାରତୀୟ ସେନା ମଧ୍ୟ ଏହି ଦିଗରେ ଏକ ପଦକ୍ଷେପ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ବ୍ରିଟିଶ ସାମ୍ରାଜ୍ୟବାଦର ସମସ୍ତ…

ପାକିସ୍ତାନ ବଢାଉଛି ନୌସେନାର ଶକ୍ତି, ୨୦୩୫ ସୁଦ୍ଧା ନିର୍ମାଣ କରିବ ୫୦ଟି ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତ ଓ ଚୀନ ମୁହାଁମୁହିଁ ହେବା ପରେ ଶେଷରେ ଚୀନ ଜିଦ୍ ଭାଙ୍ଗିଛି। ଲଦାଖର ଗୋଗ୍ରା ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ୨୦୨୦ ମସିହାରେ ପୂର୍ବ ଲଦାଖ ସୀମାରେ ବିବାଦ ପରେ ଭାରତ ବହୁତ କିଛି ଶିଖିଛି। ତେଣୁ ଭାରତ ନିଜର ତିନି…

କୋଭିଡ୍ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ୱତନ୍ତ୍ର ନୀତି: 5T ସଚିବ

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ କରିଛନ୍ତି । ଗସ୍ତ ଅବସରରେ 5T ସଚିବ ପାଣ୍ଡିଆନ୍ ଶିଳ୍ପଦ୍ୟୋଗୀ ଓ, କର୍ମଚାରୀ ଓ ସ୍ଥାନୀୟ ଲୋଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T…

ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡନୀ ପ୍ରତିରୋପଣ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ପ୍ରଥମ କିଡନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି । ଅଗଷ୍ଟ ୩୦ ତାରିଖରେ…

ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଠକ ଓ ଦଲାଲଙ୍କ କବଳରୁ କେମିତି ପାଇବେ ରକ୍ଷା ?

ଭୁବନେଶ୍ୱର: ଆରଆରବି ପରୀକ୍ଷା ପୂର୍ବରୁ ଆଶାୟୀଙ୍କୁ ସତର୍କ କରିଛି ପୂର୍ବତଟ ରେଳବାଇ । ଠକ ଓ ଦଲାଲଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଆକୃଷ୍ଟ ନହେବାକୁ ରେଳବାଇ କହିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି- ରେଳବାଇ ଭର୍ତ୍ତି ବୋର୍ଡ…

ଆପଣ ଜାଣନ୍ତି କି ଏହି କ୍ରିକେଟରଙ୍କୁ, ଯାହାଙ୍କର ରହିଛି ୫୦୦ରୁ ଅଧିକ ଗର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବିଶ୍ୱ କ୍ରିକେଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ କି ସେମାନଙ୍କ ପ୍ରଦର୍ଶନ ବଳରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ କିଣିଛନ୍ତି । ଏହା ବ୍ୟତୀତ ଆହୁରି କେତେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କ ଷ୍ଟାରଡମକୁ ବ୍ୟଳସପୂର୍ଣ୍ଣ ଢ଼ଙ୍ଗରେ କାଟିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ…

ରାଜ୍ୟସ୍ତରୀୟ ଜୁନିୟର ହକି ଚାମ୍ପିୟନଶିପ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ ଭୁବନେଶ୍ୱରର କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହା ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି । ନକଆଉଟ ଫର୍ମାଟରେ ମ୍ୟାଚଗୁଡିକ ଆୟୋଜନ କରାଯାଉଛି । ୨୮…

ଆରଆରଆର ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ ଓସ୍କାର ପୁରସ୍କାର ଦୌଡରେ ସାମିଲ ହେଲା ଛେଲୋ ଶୋ

ନୂଆଦିଲ୍ଲୀ: ୨୦୨୩ ଓସ୍କାର ପୁରସ୍କାର ବିଦେଶୀ କାଟାଗୋରିରେ ଭାରତର କେଉଁ ଫିଲ୍ମ ପ୍ରବେଶ କରିବ ସେ ନେଇ ଆଲୋଚନା ଜୋର ଧରିଥିଲା । ଏହି ଦୌଡରେ ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ଆଗରେ ଥିଲେ । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଗୁଜରାଟୀ ଫିଲ୍ମ ଛେଲୋ ଶୋଙ୍କୁ ଏଥିପାଇଁ ମନୋନୀତ କରାଯାଇଛି ।…