Latest Odisha News

BREAKING NEWS

ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠର ଦୃଶ୍ୟ

ପୁରୀ : ଖୁବଶୀଘ୍ର ପୁରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ  ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ…

ଅଶୋକ କୁମାର ବଳଙ୍କ ‘ଗଜପତି ଏ କିଙ୍ଗ ଉଇଥଆଉଟ ଏ କିଙ୍ଗଡମ’ ପୁସ୍ତକ ଉନ୍ମୋଚିତ

ନୁଆଦିଲ୍ଲୀ : କୋଣାର୍କ ପବ୍ଲିସର୍ସ ଓ ଓଡ଼ିଶା ଫୋରମ ଦ୍ବାରା ଆନୁକୂଲ୍ୟରେ ଅଶୋକ କୁମାର ବଳଙ୍କ 'ଗଜପତି ଏ କିଙ୍ଗ ଉଇଥାଉଟ ଏ କିଙ୍ଗଡମ' ପୁସ୍ତକ  ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ କରଣ ସିଂହ ମୁଖ୍ୟ ଅତିଥିଭାବରେ ଏବଂ ସମ୍ମାନିତ ଅତିଥିଭାବେ ସାମିଲ ହୋଇ ଗଜପତି ମହାରାଜା ଦିବ୍ୟସିଂହ ଦେବ…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି । ୨୦୨୧ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଦଳରେ ୩ଟି ପରିବର୍ତନ କରାଯାଇଛି । ମାର୍ଟିନ ଗୁପଟିଲ ୭ମ ଥର ପାଇଁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ…

ନିଜ ଜୀବନକୁ ନେଇ ଖୁସିନଥିଲେ ଲେଖି ଆତ୍ମହତ୍ୟା କଲେ ଅଭିନେତ୍ରୀ

ଚେନ୍ନାଇ: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକା ଓରଫ୍ ଦୀପାଙ୍କ ଆତ୍ମହତ୍ୟା। ସେ ଚେନ୍ନାଇସ୍ଥିତ ଭିରୁଗମ୍ବାକମ ମଲ୍ଲିକା ଭେନ୍ୟୁରେ ଥିବା ନିଜ ଆପାର୍ଟମେଣ୍ଟରେ ରବିବାର ରାତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨୯ ବର୍ଷିୟ ଦୀପା ଆନ୍ଧ୍ର ପ୍ରଦେଶ ବାସିନ୍ଦା। ତେବେ ତାଙ୍କ ମୃତ୍ୟୁର ଅସଲ…

ଟି୨୦ କ୍ରିକେଟ ସିରିଜ: ବିଶ୍ୱ ଚାମ୍ପିୟନକୁ ଭେଟିବ ଏକ ନମ୍ବର ଟିମ

ମୋହାଲୀ: ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପୂର୍ବରୁ ଏହି ମୁକାବିଲା ଉଭୟ ଦଳ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ ପାଇଁ ବେଶ ଜରୁରୀ । ବିଶ୍ୱଚାମ୍ପିୟନ ଏବଂ ଏକ ନମ୍ବର ଟିମ ମଧ୍ୟରେ ମୁକାବିଲା ଦେଖିବାକୁ ସମସ୍ତେ ବ୍ୟଗ୍ରତା ସହକାରେ…

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ…

ଦୀର୍ଘ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଲେ ସପ୍ନା ଚୌଧୁରୀ

ଲକ୍ଷ୍ନୌ: ଅଡୁଆରେ ପଡିଲେ ନୃତ୍ୟ କଳାକାର ସପ୍ନା ଚୌଧୁରୀ। ନିଜର ଏକ କାର୍ଯ୍ୟକ୍ରମ ବାତିଲ କରି ଟିକେଟ୍ ଟଙ୍କା ଫେରସ୍ତ ନକରିବା ମାମଲାରେ ସପ୍ନା ସୋମବାର ପ୍ରାୟ ଦୁଇ ଘଣ୍ଟା ଧରି କୋର୍ଟ ହେପାଜତରେ ରହିଥିଲେ। ଭବିଷ୍ୟତରେ ସେ ଅଦାଲତ ଶୁଣାଣିରେ ହାଜର ହୋଇ ସହଯୋଗ କରିବା ସର୍ତ୍ତରେ କୋର୍ଟ…

ଇମ୍ରାନ ଖାନଙ୍କୁ ଅଣ-ମୁସଲିମ କହିବା ପଡିଲା ମହଙ୍ଗା, ପାକିସ୍ତାନ ମନ୍ତ୍ରୀଙ୍କ ବିରୋଧରେ ମାମଲା

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଣ-ମୁସଲିମ କହିବା  ଏବଂ ତାଙ୍କ ପ୍ରତି ଧାର୍ମିକ ଘୃଣାଭାବ ସୃଷ୍ଟି କରିଥିବା ନେଇ ଅଭିଯୋଗ। ଏନେଇ ସୋମବାର ପଞ୍ଜାବ ପ୍ରଦେଶ ସରକାରର ପାକିସ୍ତାନ ମୁସଲିମ ଲିଗ ନବାଜ (ପିଏମଏଲ-ଏନ)ର ଦୁଇ ବରିଷ୍ଠ ମନ୍ତ୍ରୀ ଏବଂ ଏକ ଟିଭି…

ଦିଲ୍ଲୀରେ ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀ । ଦିନକୁ ଦିନ ବୃଦ୍ଧି ପାଇବାରେ ଲଗିଛି ବାୟୁ ପ୍ରଦୂଷଣର ମାତ୍ରା । ତିନି ଦିନ ପୂର୍ବେ ପ୍ରଥମଥର ପାଇଁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ଥର ଭଲ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ (ସିପିସିବି) ସୂଚନା ଅନୁସାରେ, ସୋମବାର ସହରର ସମଗ୍ର ବାୟୁର ଗୁଣବତ୍ତା…

ଅକାଳୀ ଦଳର ଅଭିଯୋଗ, ଜର୍ମାନୀରେ ହଟ୍ଟହଟ୍ଟା ହେଲେ ଭାଗୱନ୍ତ ମାନ !

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭାଗୱନ୍ତ ମାନଙ୍କୁ ନେଇ ସୋମବାର ରାଜନୀତି ସରଗରମ ହୋଇଉଠିଛି । ଶିରୋମଣି ଅକାଳୀ ଦଳ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଅତ୍ୟଧିକ ମଦ୍ୟପାନ ଯୋଗୁ ମାନଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ଆଣିଛି । ତାଙ୍କ ପାଇଁ ବିମାନ ୪ଘଂଟା…