ଅକାଳୀ ଦଳର ଅଭିଯୋଗ, ଜର୍ମାନୀରେ ହଟ୍ଟହଟ୍ଟା ହେଲେ ଭାଗୱନ୍ତ ମାନ !
ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭାଗୱନ୍ତ ମାନଙ୍କୁ ନେଇ ସୋମବାର ରାଜନୀତି ସରଗରମ ହୋଇଉଠିଛି । ଶିରୋମଣି ଅକାଳୀ ଦଳ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଅତ୍ୟଧିକ ମଦ୍ୟପାନ ଯୋଗୁ ମାନଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ଆଣିଛି । ତାଙ୍କ ପାଇଁ ବିମାନ ୪ଘଂଟା…