Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ୧୦ ହଜାର ମିଟର ୱାକ ରେସରେ ପ୍ରିୟଙ୍କାଙ୍କୁ ରୌପ୍ୟ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତ ପାଇଁ ପଦକ ଜିତିଛନ୍ତି ମହିଳା ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ । ସେ ୧୦ ହଜାର ମିଟର ରେସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ପ୍ରିୟଙ୍କା ୪୩.୩୮ ମିନିଟରେ ତାଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ୪୨.୩୪ ମିନିଟ…

ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ଆଫ୍ରିକାନ-ଆମେରିକୀୟ ଗାୟିକା ମିଲବେନ

ନୂଆଦିଲ୍ଲୀ: ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ । ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିଲେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଲେବନ ଓମ ଜୟ ଜଗଦୀଶ ଓ ଜନ ଗଣ ମନ ନିଜସ୍ୱ ଶୈଳୀରେ ଗାନ କରି ଚର୍ଚ୍ଚାକୁ ଆସିଥିଲେ ।…

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସର ବରିଷ୍ଠ କମାଣ୍ଡର ନିହତ

ଜେରୁଜେଲମ: ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ଜଣେ କମାଣ୍ଡର ନିହତ ହୋଇଛନ୍ତି । ଏହି ସଂଘର୍ଷରେ ଅନେକ ଆହତ ହୋଇଛନ୍ତି । ହମାସ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରାଯାଉଛି । ଗତ ସପ୍ତାହରେ ଜଣେ ପାଲେଷ୍ଟାଇନ…

କାଶୀପୁରରେ ଗୁଣି ସନ୍ଦେହରେ ଜଣକୁ ହତ୍ୟା; ୬ ଜଣ ଗିରଫ

ରାୟଗଡ଼ା: ଗୋଟିଏ ପଟେ କାଶୀପୁର ବ୍ଲକରେ ହଇଜାରେ ମୁଣ୍ଡ ଗଡୁଥିବା ବେଳେ ଏବେ ଗୁଣି ସନ୍ଦେହରେ ଶୁକ୍ରବାର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । କାଶୀପୁର ବ୍ଲକରେ ଅନ୍ଧବିଶ୍ୱାସର କୁପରିଣତି ଦଇ ମାଝୀ ନାମକ ବ୍ୟକ୍ତିଙ୍କ ହତ୍ୟା ହୋଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,…

ମଦ ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମପୁର: ଗଂଜାମ ଜିଲା ପାତ୍ରପୁର ବ୍ଲକ ତଥା ଜରଡା ଥାନା ଅନ୍ତର୍ଗତ ବୁଢ଼ୀ ଘାଟିଗାଁରେ ଶନିବାର ପୂର୍ବାହ୍ନରେ ମଦ ଧରପଗଡ଼ ବେଳେ ଉତ୍ତେଜନା ଦେଖା ଦେଇଛି। କେତେକ ଗ୍ରାମବାସୀଙ୍କ ଆକ୍ରମଣରେ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗର କେତେକ କର୍ମଚାରୀ ଆହତ ହୋଇଛନ୍ତି।…

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।…

କାମାକ୍ଷାନଗର ମହୁଲି ଛକରେ ଆମ୍ବୁଲାନ୍ସ ଦୁର୍ଘଟଣା; ଦୁଇ ଚାଳକ ଓ ରୋଗୀ ଆହତ

କାମାକ୍ଷାନଗର: ଶନିବାର ଭୋର ୫.୪୫ ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡ଼ି ମୁହାଁ-ମୁହିଁ ଧକ୍କା ହୋଇ ଦୁଇ ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଭୋର ସକାଳୁ ଚର୍ଚ୍ଚିତ ସିବିଆଇ ନିକଟରେ ଜେରା ପାଇଁ ହାଜର ହୋଇଥିଲେ । ପଚରା ଉଚୁରା ପରେ ସିବିଆଇ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି । ଚର୍ଚ୍ଚିତ ମହିମାଙ୍କ କମ୍ପାନୀ…

ତମାଖୁ ଆଇନ କଡ଼ାକଡ଼ି କରିବାକୁ ରାଜ୍ୟସଭାରେ ସୁଜିତ୍ କୁମାର ଆଣିଲେ ପ୍ରାଇଭେଟ ବିଲ୍

ଭୁବନେଶ୍ୱର: ଶୁକ୍ରବାର ଦେଶରେ ତମାଖୁ ନିୟନ୍ତ୍ରଣ ଆଇନ୍‍କୁ କଡ଼ାକଡ଼ି କରିବା ପାଇଁ ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ କୋଟପାରେ ସଂଶୋଧନ ପାଇଁ ବିଲ୍‍ ଆଗତ କରିଛନ୍ତି । ଘରୋଇ ବିଲ୍‍ଟି ଆଲୋଚନା ପାଇଁ ବହୁ ମତରେ ଗ୍ରହଣ କରାଯାଇଛି ।…

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଅଂଶୁ, ରୌପ୍ୟରେ ସନ୍ତୁଷ୍ଟ

ବର୍ମିଂହାମ: ଭାରତର ଷ୍ଟାର ମହିଳା ରେସଲର ଅଂଶୁ ମଲିକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ରେସଲିଂରେ ପ୍ରଥମ ପଦକ ଆଣିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ବିଭାଗର ଫାଇନାଲରେ ଅଂଶୁ ନାଇଜେରିଆର ଓଡୁନାୟୋ ଫୋଲାସାଡେ ଆଡେକୁଓରେୟୋଙ୍କ ନିକଟରୁ ୭-୩ରେ ପରାଜିତ ହୋଇଥିଲେ । ସେ ରୌପ୍ୟରେ ସନ୍ତୁଷ୍ଟ…