Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଅଂଶୁ, ରୌପ୍ୟରେ ସନ୍ତୁଷ୍ଟ

ବର୍ମିଂହାମ: ଭାରତର ଷ୍ଟାର ମହିଳା ରେସଲର ଅଂଶୁ ମଲିକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ରେସଲିଂରେ ପ୍ରଥମ ପଦକ ଆଣିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ବିଭାଗର ଫାଇନାଲରେ ଅଂଶୁ ନାଇଜେରିଆର ଓଡୁନାୟୋ ଫୋଲାସାଡେ ଆଡେକୁଓରେୟୋଙ୍କ ନିକଟରୁ ୭-୩ରେ ପରାଜିତ ହୋଇଥିଲେ । ସେ ରୌପ୍ୟରେ ସନ୍ତୁଷ୍ଟ…

ଗଞ୍ଜାମରେ ୨୦ଟି ଘରୋଇ କ୍ଲିନିକ୍‌ରେ ମାଗଣା ଅଲ୍‌ଟ୍ରାସାଉଣ୍ଡ; ଲକ୍ଷ୍ୟ ସୁରକ୍ଷିତ ମାତୃତ୍ୱ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ସୁରକ୍ଷିତ ମାତୃତ୍ୱ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଜିଲାର ୨୦ଟି ଘରୋଇ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ମାଗଣାରେ ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷା ସୁବିଧା ମିଳିବ। ସୁରକ୍ଷିତ ଜନନୀ…

ନୂତନ ଟେକ ଅଫ ସିଷ୍ଟମ ଶ୍ରୀଶଙ୍କର ହାତରୁ ଛଡାଇ ନେଲା ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତର ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ତେବେ ଶ୍ରୀଶଙ୍କର ସ୍ୱର୍ଣ୍ଣ ପଦକ ଦାବୀଦାର ଥିଲେ । ନୂତନ ଭାବେ ଲାଗୁ କରାଯାଇଥିବା ଟେକ ଅଫ ସିଷ୍ଟମ ତାଙ୍କୁ ୨ ଥର ପାଉଲ ଘୋଷିତ କରିଥିଲା । ଏହି ଟେକନିକର…

ଟଙ୍କାରେ ଖେଳୁଥିଲେ ଖେଳ ଶିକ୍ଷକ; ମିଳିଲା ୪.୬୭ କୋଟିର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁରସ୍ଥିତ ଶ୍ରୀଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ମୋଟ ସମ୍ପତ୍ତିର ଆକଳନ କରିଛି ବ୍ରହ୍ମପୁର ଭିଜିଲାନ୍ସ। ବୃତ୍ତିରେ କ୍ରୀଡ଼ା ଶିକ୍ଷକ ହୋଇଥିଲେ ମଧ୍ୟ ଗାଡି, ଘର, ପ୍ଲଟ, ଦୋକାନବଜାର, ପେଟ୍ରୋଲ ପମ୍ପ, ଗ୍ୟାସ…

ପିଏମ ଆଓ୍ୱାସ ଯୋଜନା ହିତାଧିକାରୀଙ୍କୁ ମିଳିନି ଅର୍ଥ: ଲୋକ ସଭାରେ ଦାବି କଲେ ମଞ୍ଜୁଲତା ମଣ୍ଡଳ

ଭୁବନେଶ୍ୱର: ଓଡ଼ିଶାରେ ୬.୬୫ ଲକ୍ଷ ପରିବାର ପିଏମ ଆଓ୍ୱାସ ଯୋଜନାରୁ ବର୍ତ୍ତମାନ ବଞ୍ଚିତ ହୋଇଛନ୍ତି । ପାଣ୍ଠି ଯାେଗାଣରେ ବିଳମ୍ବ ଯୋଗୁଁ ୧.୮୪ ଲକ୍ଷ ଫନି କ୍ଷତିଗ୍ରସ୍ତ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ଥିବା ଲୋକସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥାପନ କରିଛନ୍ତି । ୨୦୨୨…

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂ ଫାଇନାଲରେ ବଜରଙ୍ଗ, ସାକ୍ଷୀ, ଅଂଶୁ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟରଙ୍କ ପରେ ଭାରତୀୟ ରେସଲରମାନେ କମାଲ ଦେଖାଇବା ଆରମ୍ଭ କରିଛନ୍ତି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଅଂଶୁ ମଲିକ ନିଜ ନିଜ ବିଭାଗର ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ୬୫ କିଗ୍ରା ବିଭାଗ…

ଇଡି ଜାଲରେ କ୍ରିପ୍ଟୋ ଫାର୍ମ ୱାଜିରଏକ୍ସ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଏକ୍ସଚେଂଜ ମାଧ୍ୟମରେ ମୋଟା ଲାଭ କମାଉଥିବା କେତେକ ସଂସ୍ଥା ଉପରେ ଇଡି ଏବେ ନଜର ପକାଇଛି । ୱାଜିରଏକ୍ସ ନାମକ ଏକ କମ୍ପାନୀର ୬୪.୬୭ କୋଟି ଟଙ୍କା ଥିବା ବ୍ୟାଙ୍କ ଖାତା ଫ୍ରିଜ କରାଯାଇଛି । ଏହି କମ୍ପାନୀ ଚୀନରୁ ଫଣ୍ଡ ଆଣିଥିବା ଅଭିଯୋଗ ହୋଇଛି । ପିଏଲଏଲଏ…

ସଂସଦରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷିତ ମହିଳା ଆସନ ପାଇଁ ରାଜ୍ୟସଭାରେ ଦାବି କଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାଇଁ ସସ୍ମିତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି । ସସ୍ମିତ ଦାବି ରଖିଥିଲେ ଯେ, ଉଭୟ ବିଧାନସଭା ଏବଂ…

ବାହୁବଳୀ ବ୍ରିଜେଶ ଜେଲରୁ ବାହାରିଲେ, ଟେନଶନରେ ମୁଖତାର

ଲକ୍ଷ୍ନୌ: ଉତରପ୍ରଦେଶରେ ଦୁଇ ବାହୁବଳୀଙ୍କ ପୁରୁଣା ସଂଘର୍ଷ ଏବେ ତାଜା ହୋଇଯାଇଛି । ମୁଖତାର ଅଁସାରୀର ଶତ୍ରୁ ବ୍ରିଜେଶ ସିଂ ୧୪ ବର୍ଷ ପରେ ଜେଲରୁ ମୁକୁଳିଛି । ଯାହାକି ମୁଖତାରଙ୍କ ନିଦ ହଜେଇ ଦେଇଛି । ଏପରିକି ସେ ଜେଲରେ ୨ ଦିନ ହେବ ଶାନ୍ତିରେ ନାଁ ଖାଇ ପାରୁଛନ୍ତି, ନାଁ ଶୋଇ ପାରୁଛନ୍ତି ।…

ଆଦର୍ଶ ଷ୍ଟେସନ ଯୋଜନାରେ ୧୨୫୩ ରେଳ ଷ୍ଟେସନର ଉନ୍ନତିକରଣ ହେବ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଦେଶରେ ୧୨୫୩ଟି ରେଳ ଷ୍ଟେସନ, ଆଦର୍ଶ ଷ୍ଟେସନ ଯୋଜନାରେ ଉନ୍ନତିକରଣ ହେବ । ରାଜ୍ୟସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ବିଜେପି ସାଂସଦ ନରହରି ଅମିନଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରେଳ ମନ୍ତ୍ରାଳୟ ଏବେ ଆଦର୍ଶ ଷ୍ଟେସନ, ମଡର୍ଣ୍ଣ…