Latest Odisha News

BREAKING NEWS

ବିଜେବି କଲେଜରେ +୨ ଛାତ୍ରଙ୍କୁ ଆକ୍ରମଣ; ମିମ୍ ପେଜ୍ ପାଇଁ ସହପାଠୀଙ୍କୁ ମାରିଲେ ତିନି ଛାତ୍ର

ଭୁବନେଶ୍ୱର: ରାଜ୍ୟର ନାଁ କରା ବିଜେବି କଲେଜ ଏବେ ଗଣ୍ଡଗୋଳର କ୍ୟାମ୍ପସ ବନିଗଲାଣି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପର ଠାରୁ ନିଇତି କିଛି ନା କିଛି ଘଟଣା ରିପୋର୍ଟ ହେଉଛି । ଗୁରୁବାର ବିଜେବି କଲେଜରେ ପୁଣି ଏକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ୍ ମିମ୍ ପେଜକୁ ନେଇ…

ଦୁର୍ଘଟଣା ନୁହେଁ ଗାଡି ଚଢ଼ାଇ ମା ଝିଅଙ୍କୁ ହତ୍ୟା କରିଥିଲା ଡ୍ରାଇଭର

ଯାଜପୁର: ଅନେକ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଜାଣିଶୁଣି ହତ୍ୟା କରାଯାଇଥିବା ଅଭିଯୋଗ ହୁଏ । ତେବେ ପ୍ରମାଣ ଅଭାବରୁ ଅପରାଧିମାନେ ଖସିଯାଆନ୍ତି । ଆଜିକାଲି ଦୁର୍ଘଟଣା ଘଟାଇ ହତ୍ୟା କରିବା ନୂଆ ଷଡ଼ଯନ୍ତ୍ର ପାଲଟି ଗଲାଣି । ସାମାନ୍ୟ ଘଟଣାକୁ ନେଇ ଏପରି ହତ୍ୟା କରୁଛନ୍ତି ଅପରାଧି ।…

ଲଖନପୁର ଜେଇଙ୍କୁ ଧରିଲା ଭିଜିଲାନ୍ସ; ୨୫ ହଜାର ଲାଞ୍ଚ ଜବତ

ଭୁବନେଶ୍ୱର: ଝାରସୁଗୁଡ଼ାର ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜେଇ ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନବୀନ ନିବାସଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ…

ପତିଙ୍କ ପାଦ ତଳେ ବସି ପ୍ରଣୀତା ପୂଜା କରିବା କିଛି ବ୍ୟକ୍ତିଙ୍କୁ ହେଲାନି ହଜମ

ମାଡ୍ରାସ: ତେଲୁଗୁ ଅଭିନେତ୍ରୀ ପ୍ରଣୀତା ସୁବାସ ଏବେ ନିକଟରେ ପତି ନିତିନ ରାଜୁଙ୍କ ସହ ଏକ ଫଟୋ ଶେୟାର କରିଛି । ଏଥିରେ ସେ ତାଙ୍କ ପତିଙ୍କ ପାଦ ତଳେ ବସି ପୂଜା କରୁଛନ୍ତି । ଏହି ଫଟୋ କିଛି ବ୍ୟକ୍ତି ହଜମ ନ କରିପାରି ପ୍ରଣୀତାଙ୍କୁ ଟ୍ରୋଲ କରିଥିଲେ । ହଙ୍ଗମା ୨ର ଏହି ଅଭିନେତ୍ରୀଙ୍କୁ…

ଅଲ ଜବାହିରିର ଲୋକେସନ ଆମେରିକାକୁ ଦେଲା କିଏ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲୁଚି ରହିଥିବା ଅଲ ଜବାହିରିର ଲୋକେସନ କିଏ ଆମେରିକାକୁ ଦେଲା । ତାକୁ ନେଇ ଏବେ ଟଣା ଓଟରା ଚାଲିଛି । ତାଲିବାନ ନିଜ ଉପରୁ ଦୋଷ ଛଡାଇ ପାକିସ୍ତାନ ଏପରି କରିଛି ବୋଲି କହୁଥିବାବେଳେ ପାକିସ୍ତାନ ଏପରି କିଛି କରିନଥିବା କହିଛି ।…

ରାଜ୍ୟଗୋଷ୍ଠୀ କ୍ରୀଡା: ପୁରୁଷ ହକି ସେମିରେ ଭାରତ, ବକ୍ସିଂରେ ୩ ପଦକ ନିଶ୍ଚିତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ହକି ସେମିଫାଇନାଲରେ ଭାରତ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଭାରତ ୪-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଥିଲା । ଏଥିସହ ଭାରତର ପଂଏଟ ୧୦ ହୋଇଛି । ଜବରଦସ୍ତ ଫର୍ମରେ ଥିବା ହରମନପ୍ରୀତ ସିଂ ହ୍ୟାଟ୍ରିକ…

କମଳା ହାସନଙ୍କ ଇଣ୍ଡିଆନ ୨ରେ କାଜଲଙ୍କ ବଦଳରେ ଅଭିନୟ କରି ପାରନ୍ତି ଦୀପିକା

ମାଡ୍ରାସ: ବିକ୍ରମର ସଫଳତା ପରେ ତାମିଲ ସୁପରଷ୍ଟାର କମଳା ହାସନ ତାଙ୍କର ଆଗାମୀ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ଏସ.ଶଙ୍କରଙ୍କ ବ୍ଲକବଷ୍ଟର ଫିଲ୍ମ ଇଣ୍ଡିଆନର ସିକ୍ୱେଲ ଇଣ୍ଡିଆନ ୨ର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ । ପୂର୍ବରୁ କାଜଲ ଅଗ୍ରୱାଲ ଏହି ଫିଲ୍ମ ମୂଖ୍ୟ ଅଭିନେତ୍ରୀ ଭାବେ ଅଭିନୟ…

ଲାଲ ସିଂ ଚଢ଼ା ଫିଲ୍ମ ବିପକ୍ଷରେ ରେସଲର ବୀର ମହାନଙ୍କ ବୟାନ ହେଲା ଭାଇରାଲ

ମୁମ୍ବାଇ: ପିକେ ଫିଲ୍ମ ମାଧ୍ୟମରେ ହିନ୍ଦୁ ଦେବ ଦେବୀଙ୍କୁ ଅପମାନିତ କରିଥିବା ଅମୀର ଖାଁ ଏବେ ତାଙ୍କ ନୂତନ ଫିଲ୍ମ ଲାଲ ସିଂ ଚଢ଼ା ନେଇ ଆସିଛନ୍ତି । ଏହି ଫିଲ୍ମ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଛି । ଏପରିକି ଅମୀର ତାଙ୍କ ସ୍ୱର ନରମ କରି ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଅନୁରୋଧ…

ରେକର୍ଡ କଲେ ଭାରତୀୟ ନୌସେନାର ମହିଳା କମାଣ୍ଡର ଗ୍ରୁପ୍

ଭୁବନେଶ୍ୱର: ଭାରତୀୟ ନୌସେନାର ପୋରବନ୍ଦର ନାଭାଲ ଏନକ୍ଲେଭର ଆଇଏନଏସ-୩୧୪ ରେ କାର୍ଯ୍ୟରତ ପାଞ୍ଚ ଜଣ ମହିଳା ଅଧିକାରୀ ବୁଧବାର ଏକ ରେକର୍ଡ ରଚିଛନ୍ତି । ଉତ୍ତର ଆରବ ସାଗରରେ ପ୍ରଥମ ସର୍ବମହିଳା ଇଣ୍ଡିପେଣ୍ଡେଣ୍ଟ ମେରିଟାଇମ ରିକନାଇସାନ୍ସ ଆଣ୍ଡ ସର୍ଭେଲାନ୍ସ ମିଶନ ସଂପୂର୍ଣ୍ଣ କରି ଏହି…