Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମନରେଗା କାହା ପାଇଁ ? କାମ ନକରି ଆକାଉଣ୍ଟକୁ ଯାଉଛି ଟଙ୍କା !

ପାଟଣାଗଡ଼: ମନରେଗା ଲକ୍ଷ୍ୟ ଗାଁରେ ଘର ପାଖରେ ଲୋକଙ୍କୁ କାମ । କିନ୍ତୁ ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନା ପାଟଣାଗଡ଼ରେ ବାଟବଣା । ମନରେଗାରେ କାମ ପାଇଁ ଟଙ୍କା ଆସୁଛି ସତ କିନ୍ତୁ ଜବକାର୍ଡଧାରୀଙ୍କୁ କାମ ମିଳୁନି । ଜିଆରଏସ୍ ଓ ଗ୍ରାମସାଥୀ, ବ୍ଲକ କର୍ମଚାରୀଙ୍କ ସହ ସଲାସୁତୁରାରେ କାମ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍ ସ୍ଥିତ…

ଆମାଜନରେ ଖରାପ ମାନର ପ୍ରେସର କୁକର ବିକ୍ରି: ଏକ ଲକ୍ଷ ଟଙ୍କା ଜରିମନା

ଭୁବନେଶ୍ୱର: ଆମାଜନ ଇ-କମର୍ସ ଓ୍ୱେବସାଇଟରେ ଖରାପ ମାନର ପ୍ରେସର କୁକର ବିକ୍ରି ପାଇଁ ସିସିପିଏ (ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି) ଆମାଜନ ଉପରେ ଏକ ଲକ୍ଷ ଟଙ୍କା ଜରିମନା ଲଦିଛି । ସିସିପିଏ ମୁଖ୍ୟ ଆମାଜନ ବିରୋଧରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଆମାଜନକୁ ଏକ…

ଆମେରିକା ଗଲେ ଅଲୋଡ଼ା ଅଲିଅଳି, ରାସ୍ତାରେ ଛାଡ଼ି ଦେଇଥିଲେ ବାପାମାଆ

ଯାଜପୁର: ଭିନ୍ନକ୍ଷମ ଦୁଇ ଭଉଣୀ । ନା କିଛି କହି ପାରନ୍ତି ନା ବୁଝି ପାରନ୍ତି । ଦୁନିଆକୁ ଆସିବା ପରେ ବାପାମାଆ ନିର୍ଦ୍ଦୟ ହୋଇ ଭିନ୍ନକ୍ଷମ ଦୁଇ ଭଉଣୀଙ୍କୁ ଅଲୋଡ଼ା ଭାବେ ରାସ୍ତାରେ ଛାଡ଼ି ଦେଇଥିଲେ । ବାପାମାଆଙ୍କ ପାଇଁ ଅଲୋଡ଼ା ଦୁଇ ଭଉଣୀ ଏବେ ଆମେରିକା ଯାଉଛନ୍ତି । ଆମେରିକାର ଦମ୍ପତି…

ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ : ଦେଶ ଓ ବିଶ୍ବ” ରାଜ୍ଯପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବିଦ୍ଯାପୁରୀ ଦ୍ୱାରା ପ୍ରକାଶିତ ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ: ଦେଶ ଓ ବିଶ୍ବ” ରାଜ ଭବନ ପରିସରରେ ମହାମହିମ ରାଜ୍ଯପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଲେଖିକା ପ୍ରତିଭା ରାୟ , ମୃଦୁଳା ମିଶ୍ର,…

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍‌ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡ଼ି ସନ୍ଦେହରେ ବାପାକୁ ହତ୍ୟା, ଅଳ୍ପକେ ବର୍ତ୍ତିଲେ ୨ ପୁଅ

ରାୟଗଡ଼ା: ଅନ୍ଧ ବିଶ୍ୱାସ ପାଇଁ ଗଲା ଜୀବନ । ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ମାରିଦେଲେ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଗୁଣି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗାଁର ଦଇ ମାଝୀ ନିଜ ପରିବାର…

ଅନୁବାଦ କବିତା : ଆକାଶ

ମୂଳ ରଚନା : ଉଆନ୍ ରମୋନ ହିମେନେଜ  ହେ ଆକାଶ ମୁଁ ପ୍ରାୟ ତୁମକୁ ଭୁଲିଯାଇଥିଲି ଏବଂ ତୁମେ ଥିଲ ଆଲୋକରୁ ସୃଷ୍ଟ କେବଳ ଏକ ଅନିର୍ଦ୍ଧିଷ୍ଟ ସ୍ଥିତି । ମୁଁ ଚିନ୍ତାଶୂନ୍ୟ ଭାବେ ତୁମକୁ କେବଳ ଦେଖିଥିଲି କ୍ଳାନ୍ତ ଓ ନିରର୍ଥକ ନୟନରେ । ତା'ପରେ ତୁମେ ପୁଣି ରୂପ ନେଲ କେଉଁ ଏକ…

ପୁରୁଷ ହକିରେ କାନାଡା ବିପକ୍ଷରେ ଭାରତର ବୃହତ ବିଜୟ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ସେମିଫାଇନାଲର ନିକଟତର ହୋଇଛନ୍ତି । ବୁଧବାର ଭାରତ ୮-୦ ଗୋଲରେ କାନାଡାକୁ ପରାସ୍ତ କରିଛି । ଗୁରୁବାର ୱେଲ୍ସ ବିପକ୍ଷ ମ୍ୟାଚ ପରେ ଭାରତର ସେମିଫାଇନାଲ ସ୍ଥିତି ଜଣାପଡିବ । ଏହି ଏକତରଫା…

ସମ୍ବଲପୁର ଏବଂ ବଲାଙ୍ଗୀରେ ଖୋଲିବ ଆଉ ଦୁଇଟି ଆଇଟିଆଇ

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ଆଉ ଦୁଇଟି ଆଇଟିଆଇ । ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବା…