Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୬୫୦ କୋଟି ଟଙ୍କାରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ଏକ କ୍ୟାନ୍ସର ହସ୍ପିଟାଲ୍‌

ଭୁବନେଶ୍ୱର  : ୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍‌। ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ୪ ଶହ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଦେବେ। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ; ଜାତୀୟ ଶିକ୍ଷା ନୀତିର ସଫଳ କାର୍ଯ୍ୟକାରୀ ବିଷୟ ଆଲୋଚନା

ନୂଆଦିଲ୍ଲୀ: ଶାସ୍ତ୍ରୀ ଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କାର୍ଯ୍ୟକାରୀ ଏବଂ…

କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ ନିର୍ମାଣ କାମ ଶୀଘ୍ର ସାରିବକୁ ବିଜେପିର ଦାବି; ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଲା…

ଢ଼େଙ୍କାନାଳ: ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୫ (ପୁରୁଣା ଏନ୍ଏଚ୍-୪୨) କଟକ-ସମ୍ବଲପୁର-ଅନୁଗୋଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ…

ବାହାରିଲା +୨ ରେଜଲ୍ଟ : ବିଜ୍ଞାନରେ ୯୪% ଏବଂ ବାଣିଜ୍ୟରେ ୮୯% ପାସ୍

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ  । ତେବେ ଚଳିତ ବର୍ଷ ବିଜ୍ଞାନରେ ୯୪ ପ୍ରତିଶତ ଏବଂ ବାଣିଜ୍ୟରେ ୮୯ ପ୍ରତିଶତ ପାସ୍…

ଟ୍ରେନରୁ ଖସି ପଡୁଥିବା ମହିଳାଙ୍କୁ ଉଦ୍ଧାର କଲେ ଯବାନ

ଝାରସୁଗୁଡ଼ା: ରେଳ ଷ୍ଟେସନରେ ଟ୍ରେନରୁ ଖସି ପଡୁଥିବା ଜଣେ ମହିଲାଙ୍କୁ ଝାରସୁଗୁଡ଼ା ଆରପିଏଫ ଯବାନ ରାଜେଶ କୁମାର ଯାଦବ ତତ୍ କ୍ଷଣାତ ମହିଳାଙ୍କୁ ଉଦ୍ଧାର କରିଥିବା ସିସି ଟିଭିରୁ ଜଣା ପଡ଼ିଛି। ବୁଧବାର ରାତି ୧ଟାରେ ପ୍ଲାଟଫର୍ମ-୨ରୁ ହାଓଡ଼ା ଯିବା ପାଇଁ ସମରସତ୍ତା ଏକ୍ସପ୍ରେସ ବାହାରୁଥିବା…

ତେଜୁଛି ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ। ତଦନ୍ତ ସହ ବିଧାୟକଙ୍କ ଇସ୍ତଫା ଦାବି

ଜଗତସିଂହପୁର : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାନ୍ଧବୀ ସୋମାଲିକା ଦାଶଙ୍କ ପ୍ରେମ  ବିବାଦ । ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ନୈତିକତା ଦୃଷ୍ଟିରୁ ବିଧାୟକ ନିଜ ପଦରୁ ଇସ୍ତଫା ଦେବାକୁ ଦାବି କରିଛି ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ।  ଜଗତସିଂହପୁର ଜିଲ୍ଲା ବିଜେପି…

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବେଲଗାମ ହଇଜା ମହାମାରୀ । ମୃତ୍ୟୁ ସଂଖ୍ୟା ପହିଞ୍ଚିଲା ୧୧ରେ 

ରାୟଗଡା : ବେଲଗାମ ହେଉଛି ହଇଜା ମହାମାରୀ । ଆଜି ପୁଣି ଜଣକ ଜୀବନ ନେଲା ହଇଜା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ରହିଥିବା ବେଳେ ହଇଜା ନେଲା ଆଉ ଗୋଟିଏ…

ଇଡିର ସମସ୍ତ କ୍ଷମତାକୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟକଳାପକୁ ବିରୋଧ କରି ସରକାରଙ୍କ ଟାର୍ଗେଟ କରୁଥିବା ଅଭିଯୋଗକାରଙ୍କୁ ଆଜି ଶକ୍ତ ଧକା ଲାଗିଛି । ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଖାରଜ କରିବା ସହ ଇଡି କ୍ଷମତାକୁ ବଳବତର ରଖିଛନ୍ତି । ମନି ଲଣ୍ଡରିଂ ଆକ୍‌ଟର ବ୍ୟବସ୍ଥାର ସାମ୍ବିଧାନିକତାକୁ…

ଲର୍ଡସରେ ଖେଳାଯିବ ୨୦୨୩, ୨୫ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

ଲର୍ଡସ: କ୍ରିକେଟର ମକ୍କା ଭାବେ ପରିଚିତ ଲର୍ଡସ ଗ୍ରାଉଣ୍ଡରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୨୩ ଓ ୨୫ ଫାଇନାଲ ଲର୍ଡସରେ ଖେଳାଯିବ ବୋଲି ଆଜି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସ୍ପଷ୍ଟ କରିଛି । ଡବ୍ଲ୍ୟୁଟିସିର ପ୍ରଥମ ସଂସ୍କରଣର ଫାଇନାଲ ମଧ୍ୟ ଏଠାରେ…

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟକ ଭାବେ…