Latest Odisha News

BREAKING NEWS

ଦିଲ୍ଲୀରେ ମଙ୍କିପକ୍ସର ଆଉ ଏକ ସନ୍ଦିଗ୍ଧ ମାମଲା । ସବୁ ରାଜ୍ୟରେ ଆଲର୍ଟ

ଦିଲ୍ଲୀ : ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ମଙ୍କିପକ୍ସର ଲକ୍ଷଣ । ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ବ୍ୟକ୍ତିଙ୍କ ଶରୀରରେ ଚକଡା ଚକଡା ପରି ଚିହ୍ନ ସୃଷ୍ଟି ହେବା ସହ ଜ୍ୱର ରହିଛି । ବ୍ୟକ୍ତିଙ୍କର ରକ୍ତ ନମୂନା ଟେଷ୍ଟ ପାଇଁ ପୁଣେର ନ୍ୟାସନାଲ…

କବିତା : ଶେଷ ଇଚ୍ଛା

ମହମ୍ମଦ ତଫିଜୁଲ ହୋସେନ ଥକି ପଡ଼ି କୋହ ଗୁଡିକ ବାଲିର ଚାଦର ଓଢି କେଉଁ କାଳରୁ ଶୋଇ ପଡିଲେଣି ବାଲିଝଡ଼ ଅସ୍ତବ୍ୟସ୍ତ କରିପାରିନି ଭାବନାର ଶେଷ ଯାତ୍ରାକୁ ମିଳେଇ ଗଲେଣି ଅସ୍ଥି ମଜ୍ଜା ସହ ରାତି ପରେ ରାତି ଅସରନ୍ତି ରାତି ଆକାଶରେ ଚମକୁଥିବା ତାରା ଆଉ ଜହ୍ନର ଶୀତଳତା ମଧ୍ୟ…

ଭୁବନେଶ୍ୱର ନାଇଜରରେ ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…

ରାଜ୍ୟଗୋଷ୍ଠୀ କ୍ରୀଡା: ଆସନ୍ତୁ ଜାଣିବା ଭାରତ ପାଇଁ କେଉଁ ୫ ଖେଳାଳି ସ୍ୱର୍ଣ୍ଣ ଜିତିବା ନିଶ୍ଚିତ

ଭୁବନେଶ୍ୱର: ଆଉ ୨ ଦିନ ପରେ ବର୍ମିଂହାମରେ ୨୮ ଜୁଲାଇରୁ ଆରମ୍ଭ ହୋଇଯିବ ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ । ଏଥିରେ ୭୨ ଦେଶର ୫୦୦୦ରୁ ଅଧିକ ଆଥଲେଟ ୨୦ଟି ଭିନ୍ନ ଭିନ୍ନ ଖେଳରେ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ୧୮ଥର ପାଇଁ ଏହି ମୁକାବିଲାକୁ ଓହ୍ଲାଇବ । ୧୯୩୦, ୧୯୫୦, ୧୯୬୨ ଓ ୧୯୮୬ରେ…

ହାଇକୋର୍ଟରେ ହାତୀ ଶିକାର ମାମଲାରେ ଅସ୍ପଷ୍ଟ ସତ୍ୟପାଠ: ପୁଣି ଦାଖଲ ପାଇଁ ପିସିସିଏଫଙ୍କୁ ନିର୍ଦ୍ଦେଶ

କଟକ: ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ଶିକାର ମାମଲାକୁ ପିସିସିଏଫ ଅଫିସରୁ ହାଇକୋର୍ଟରେ ଅସ୍ପଷ୍ଟ ତଥ୍ୟ ଦାଖଲ ହୋଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ)ଙ୍କ ଅଫିସର ଜଣେ ପ୍ରମୁଖ ସଂରକ୍ଷକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ୫ ଜୁଲାଇ ୨୦୨୨ରେ ହାଇକୋର୍ଟରେ ଏଡି…

୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବ ଭାରତ !

ମୁମ୍ବାଇ: ୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଂଟା ଭିଡିଛି । ଆୟୋଜନ ଅଧିକାର ପାଇଁ ଭାରତ ବିଡ ଦାଖଲ କରିବ । ବିସିସିଆଇ ଯଦି ଏଥିରେ ସଫଳ ହୁଏ ତାହାହେଲେ ପ୍ରାୟ ଏକ ଦଶନ୍ଧି ପରେ ଭାରତରେ ବିଶ୍ୱକପ ଆୟୋଜିତ ହେବ । ୨୦୧୩ରେ ଭାରତ…

ରିକି ପଂଟିଙ୍କ ଭବିଷ୍ୟବାଣୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି୨୦ ବିଶ୍ୱକପ ଫାଇନାଲ

ସିଡନୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ରିକି ପଂଟି ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏଥିରେ କଙ୍ଗାରୁ ଦଳ ବାଜି ମାରିବ । ପଂଟି କହିଛନ୍ତି ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ ଟାଇଟଲ…

ପଦ୍ମପୁର ଇଲେକ୍ଟ୍ରିକାଲ ଜେଇ ଭିଜିଲାନ୍ସ ଦ୍ୱାରା ଗିରଫ

ରାୟଗଡ଼ା: ପଦ୍ମପୁର ଇଲେକ୍ଟ୍ରିକାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରୀଙ୍କ ଉଠା ଜଳସେଚନ ପଏଣ୍ଟକୁ ପୁନଃ ସଂଯୋଗ…

କବାଡି ମ୍ୟାଚ ଅବସରରେ ଚାଲିଗଲା ଖେଳାଳିଙ୍କ ଜୀବନ

ମାଡ୍ରାସ: ତାମିଲନାଡୁରେ ଏକ କବାଡି ମ୍ୟାଚ ଅବସରରେ ଦୁଃଖଦ ଘଟଣା ଘଟିଛି । ଏକ ଜିଲାସ୍ତରୀୟ ମୁକାବିଲାରେ ବିମଲରାଜ ନାମକ ଜଣେ କବାଡି ଖେଳାଳି ରେଡ କରୁଥିବା ସମୟରେ ବିରୋଧୀ ଦଳର ଖେଳାଳିଙ୍କ ନିକଟରୁ ବଂଚିବା ପାଇଁ ଡେଇଁଥିଲେ । ସେ ତଳେ ପଡି ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ…

[ଦେଖନ୍ତୁ ଭିଡିଓ] ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ କାଲି ପ୍ରକାଶ ପାଇବା ସହ କଳାର ଫଳାଫଳ ସପ୍ତାହକ…