Latest Odisha News

BREAKING NEWS

ଏବେ ବି ଫିଟ ହୋଇ ନାହାନ୍ତି କୋହଲି, ଖେଳି ନ ପାରନ୍ତି ଦ୍ୱିତୀୟ ଦିନିକିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଭାଗ୍ୟ ମଧ୍ୟ ସହାୟ ହେଉ ନାହିଁ । ଫର୍ମ ପରେ ଏବେ ଫିଟନେସ ତାଙ୍କୁ ଠକୁଛି । ରିପୋର୍ଟ ମୁତାବକ କୋହଲି ଆଘାତ ସମସ୍ୟା ଯୋଗୁ ପ୍ରଥମ ଦିନିକିଆରେ ଖେଳି ପାରି ନ ଥିଲେ । ଏହି ମ୍ୟାଚରେ ଖରାପ ଫର୍ମରେ ଥିବା ରୋହିତ ପୁରୁଣା ଲୟକୁ…

ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି। ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

 ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, କରୋନା ବିପଦ ଟଳି ନାହିଁ, ସୁରକ୍ଷିତ ରହିବା ପାଇଁ…

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଚାର୍ଜସିଟ ଦାୟର କଲା NCB

ମୁମ୍ବାଇ: ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାୟର କରିଛି ଏନସିବି ।ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା…

ଲଘୁଚାପ ପ୍ରଭାବ: ପ୍ରବଳରୁ ଅତିପ୍ରବଳ ବର୍ଷିବ । ୬ଜିଲ୍ଲାକୁ ଅରେଞ୍ଜ ,୧୫ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଏବଂ ତତ୍‌ସହିତ ଜଡିତ ସାମୁଦ୍ରିକ ଘୂର୍ଣ୍ଣିିବଳୟ ସମୁଦ୍ର ପତନର ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର ହେଉଛି । ଏଥିସହ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଶ୍ରୀଲାଙ୍କାରେ ଜରୁରୀ କାଳୀନ ପରିସ୍ଥିତି ,  ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର  । ରାଜରାସ୍ତାରେ ଜନସାଧାରଣ ।  ଦେଶ ଛାଡି ମାଳଦ୍ୱୀପ ପଳାଇଲେ  ଗୋଟବାୟା ରାଜପକ୍ଷେ  । ଯାହାକୁ ନେଇ ତେଜିଛି ଅସନ୍ତୋଷ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ…

ବୁମରାହଙ୍କୁ ନେଇ ଜାଫରଙ୍କ ଟୁଇଟ ହେଲା ଭାଇରାଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯଶପ୍ରୀତ ବୁମରାହଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଏବେ ସବୁଠାରେ ତାଙ୍କୁ ନେଇ ଚର୍ଚ୍ଚା । ଭାରତର ପୂର୍ବତନ ଓପନର ୱାସିମ ଜାଫର ବୁଧବାର ବୁମରାହଙ୍କ ପ୍ରଦର୍ଶନ ନେଇ ଏକ ଟ୍ୱିଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଜାଫର ଟୁଇଟ କରିଥିଲେ…

ଗୁଜରାଟରେ ବନ୍ୟା ବିଭୀଷିକା । ଜଳବନ୍ଦୀ ଶହ ଶହ ଲୋକ

ଗୁଜରାଟ : ଗୁଜରାଟରେ ବନ୍ୟା ବିଭୀଷିକା । ରାସ୍ତା ପାଲଟିଛି ନଦୀ, ଘର ଭିତରେ ଛାତି ଉଚ୍ଚର ପାଣି । ବନ୍ୟା ପାଣି ଘେର ଭିତରେ ଜୀବନ, ଜଳବନ୍ଦୀ ଶହ ଶହ ଲୋକ । ଭୋକ ଉପାସ ଅନ୍ଧାର ଭିତରେ ଘର ଭିତରେ ଫଶି ରହିଥିବା ଲୋକମାନେ ସାହାଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି ।  ପ୍ରକୃତିର କରାଳ…

୩୫୦ କୋଟି ବଜେଟରେ ନିର୍ମିତ ହେବ ପୁଷ୍ପା ଦି ରୁଲ !

ମାଡ୍ରାସ: ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ଦି ରାଇଜ ଫିଲ୍ମ ସାରା ଦେଶରେ ସୁପରହିଟ ହୋଇଥିଲା । ରିପୋର୍ଟ ମୁତାବକ ଏହାର ଲୋକପ୍ରିୟତାକୁ ଦେଖି ମେକର୍ସ ଏହାର ପରବର୍ତୀ ପାର୍ଟକୁ ବିଗ ବଜେଟରେ ନିର୍ମାଣ କରିବେ । ପ୍ରଥମ ପାର୍ଟରେ ୧୯୫ କୋଟି ବଜେଟ ଥିବା ବେଳେ ଏବେ ଏହାକୁ ୩୫୦…

ବୁଢ଼ା ହୋଇଗଲିଣି କହି କୋଚ ପଦରୁ ଇସ୍ତଫା ଦେଲେ ଅରୁଣ ଲାଲ, ଏବେ ହନୀମୁନ ପାଇଁ ତୁର୍କୀ ଯିବେ

କୋଲକାତା: ଭାରତର ପୂର୍ବତନ କ୍ରିକେଟର ଅରୁଣ ଲାଲ ଆଜି ବେଙ୍ଗଲ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ମୋତେ ଲାଗିଲାଣି ମୁଁ ବୁଢ଼ା ହୋଇ ଗଲିଣି । ଆଉ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇ ପାରିବି ନାହିଁ । ସବୁଠାରୁ ମଜା କଥା ୭୭ ଦିନ ତଳେ ୬୬ ବର୍ଷୀୟ ଅରୁଣ ଲାଲ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲଙ୍କ…

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲେ ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି ନିଗମ ଲିଃ, ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…