Latest Odisha News

BREAKING NEWS

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ୟୁନିଫିକେସନ ଚର୍ଚ୍ଚକୁ ଦାନ କଲେ ୧ ମିଲିୟନ…

ଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ବିବାଦୀୟ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ କରିଦେଲେ ୧ ମିଲିୟନ ଡଲାର । ଜାପାନର ୟୁନିଫିକେସନ୍ ଚର୍ଚ୍ଚର ହତ୍ୟାକାରୀଙ୍କ ମାଆ ଜଣେ ସଦସ୍ୟ ବୋଲି ସୁନିଶ୍ଚିତ କରିଛି । ଜାପାନରେ ଏକାଧିକ ଗଣମାଧ୍ୟମ ରିପୋର୍ଟରେ…

୮୦୦ ଟପିଲା ରାଜ୍ୟରେ ଦୈନିକ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଉପରେ ରହିଛି । ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା  ଲାଗି ରହିବ। ଦକ୍ଷିଣ ଉପକୂଳ ଓ ଏହାର ଆଖପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଅନୁବାଦ କବିତା : ପୋଦିନା

ମୂଳ ରଚନା : ସେମୁସ୍ ହିନି ଘରକୁ ଲାଗିଥିବା ତିନିକୋଣିଆ ଜାଗାଟିରେ, ଯେଉଁଠି ଆମେ ଯାବତୀୟ ଅଳିଆ ଓ ଖାଲି ବୋତଲ ଜମା କରୁଥିଲୁ, ମେଞ୍ଚାଏ ଅରମା ଘାସ ଭଳି ଛୋଟ ଛୋଟ ଧୂଳି ଧୂସରିତ ବିଛୁଆତି ଚାରାଗୁଡ଼ିକ ଆମ ନଜର ଏଡାଇ ଅସବୁଜ ଆବର୍ଜନା ପରି ଅତି ବିରକ୍ତିକର ଭାବରେ ମୁଣ୍ଡ…

ମାଗଣା ବୁଷ୍ଟର ଡୋଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵାଗତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମାନଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଜୁଲାଇ ୧୫ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ ।…

ଗଞ୍ଜାମ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ; ଦୁଇ ଗିରଫ

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ରାଳବ ଗ୍ରାମରେ ଚାଲିଥିବା ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାରେ ଚଢଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ନକଲି ମଦ ଓ କଞ୍ଚାମାଲ ଜବତ କରାଯାଇଛି । ନକଲି ମଦ ପ୍ରସ୍ତୁତି ଓ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।…

ଅଶ୍ଲୀଳ ଫଟୋ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା; ୩ ଜଣ ଗିରଫ

ବ୍ରହ୍ମପୁର: ଅଶ୍ଲୀଳ ଫଟୋ ଭାଇରାଲ ପରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ପରେ ଏହି ଘଟଣାକୁ ନେଇ ୩ ଜଣ ଗିରଫ। ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ାହାଟୁଣି ଗ୍ରାମରେ ଏହି ଘଟଣା ଘଟିଛି । ଗତ ୮ ତାରିଖରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ବେଳେ ବୁଧବାର ପୋଲିସ…

୬ ଜଣ ଯୁବକ ଆରମ୍ଭ କରିଥିଲେ ଶ୍ରୀଲଙ୍କାର ମହା ଆନ୍ଦୋଳନ

କଲମ୍ବୋ: ଆର୍ଥୀକ ସଙ୍କଟ ବିପକ୍ଷରେ ଶ୍ରୀଲଙ୍କାରେ ଜନ ସାଧାରଣ ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ, ରାଜପାକ୍ଷେ ସରକାରର ପତନ ଘଟିଥିଲା । ମାଗଣାର ପ୍ରଲୋଭନ ଦେଖାଇ କ୍ଷମତା ହାତେଇଥିବା ରାଜପାକ୍ଷେ ସରକାରଙ୍କ ନୀତି ଦେଶକୁ କାଙ୍ଗାଳ କରି ଦେଇଥିଲା । ତେବେ ଏହି ଚର୍ଚ୍ଚିତ ଆନ୍ଦୋଳନ ଆରମ୍ଭ…

ଆଇଏମଡିବି ଲୋକପ୍ରିୟ ଫିଲ୍ମ: କେଜିଏଫ, ଆରଆରଆର, ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇଲା ବିକ୍ରମ

ମୁମ୍ବାଇ:ଚଳିତ ବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ କମାଲ କରିଛନ୍ତି । ତେବେ କେଜିଏଫ ୨, ଆରଆରଆର, ଭୁଲ ଭୁଳେୟା ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ କମଳା ହାସନଙ୍କ ବିକ୍ରମ ଆଇଏମଡିବି ମୋଷ୍ଟ ୱାଚ ଫିଲ୍ମ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ବଲିଉଡର ୬ ଫିଲ୍ମ ଏହି ତାଲିକାରେ ଥିଲେ ମଧ୍ୟ…

ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲ୍ଲିଜରେ ନାହିଁ ସଫା ସୁତୁରା; ସାତ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲ୍ଲିଜ ରେସ୍ତୋରାଁରେ ସଫା ସୁତୁରା ନାହିଁ । ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିଲା ଖାଦ୍ୟ । ବୁଧବାର ବିଏମସି ପକ୍ଷରୁ ଯାଞ୍ଚ ସମୟରେ ଗ୍ରୀନ ଚିଲ୍ଲିଜରେ ଅବ୍ୟବସ୍ଥା ଧରାପଡ଼ିଥିଲା । ବୁଧବାର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ…