Latest Odisha News

BREAKING NEWS

ଆସୁଛି ଲଘୁଚାପ ବଢ଼ିବ ବର୍ଷା, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆସୁଛି ଲଘୁଚାପ । ଆଉ ଦିନକ ପରେ ରାଜ୍ୟରେ ବଢ଼ିବ ବର୍ଷା । ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଥିବାବେଳେ ୪ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବଳୟ…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର  : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଏହି ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି । ଅନ୍ୟପଟେ ଚଳିତ ବିଧାନସଭା ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି…

କବିତା : ମାଗେ ଜଗନ୍ନାଥ

ବିଶ୍ୱରଞ୍ଜନ ମହାନ୍ତି ହରିବୋଲ ହୁଳହୁଳି ବାଜୁଥିବ ଶଙ୍ଖ ଖୋଳ କରତାଳି ନାଚୁଥିବେ ଭକ୍ତ ଏକାଳେ ମୋ ପ୍ରାଣବାୟୁ ନିଅ ଜଗନ୍ନାଥ ବୈକୁଣ୍ଠ ଯିବି ମୁକତି ଲଭିବି ଏଇ ଆଜ୍ଞା ସତେ ହେବ ମାଗେ ଜଗନ୍ନାଥ ll ବଡ଼ ଦାଣ୍ଡ ପୂରିଥିବ ବସିଥିବ ରଥେ ସଂସାର ରଶିକୁ ଧରି ଭିଡୁଥିବେ ଭକ୍ତେ…

ବିଶିଷ୍ଟ ଗଣିତ ପ୍ରଫେସର ଇନ୍ଦୁଲତା ଶୁକ୍ଲାଙ୍କ ପରଲୋକ

କଟକ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ ପ୍ରଫେସର ଇନ୍ଦୁଲତା ଶୁକ୍ଲାଙ୍କ ଗୁରୁବାର ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ଗୁରୁବାର ସଂଧ୍ୟା ୮.୪୦ରେ ବିଶିଷ୍ଟ ପ୍ରଫେସର ଇନ୍ଦୁଲତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାରିପଦା ନିବାସୀ ଇନ୍ଦୁଲତାଙ୍କ ପିତା ପଣ୍ଡିତ କାଶୀନାଥ କର…

ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜୁରାଟର ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତ ମାନଙ୍କ…

ଦିଲ୍ଲୀରେ ଭକ୍ତ-ଭଗବାନ ମିଳନ; ହଜ୍ ଖାସରେ ରଥଯାତ୍ରା

ନୂଆଦିଲ୍ଲୀ: ହଜ୍ ଖାସ ଭିଲେଜ୍ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ଜଗନ୍ନାଥ ମନ୍ଦିରଠାରେ ୪୪ତମ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ୍ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତଙ୍କ…

[ଦେଖନ୍ତୁ ଭିଡିଓ] ଶରଧାବାଲିରେ ୩ ରଥ । ଘଣ୍ଟ, ଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ ଗଡ଼ିଲା ନନ୍ଦିଘୋଷ

ପୁରୀ  : ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ନନ୍ଦିଘୋଷ ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି…

ରଥଯାତ୍ରା ଅବସରରେ ଓଡିଶା ଏଫସିର ମହିଳା ଟିମ ଘୋଷଣା

ଭୁବନେଶ୍ୱର: ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ରଥଯାତ୍ରା ପରି ଶୁଭ ଦିନରେ ଇଣ୍ଡିଆନ ସୁପର ଲିଗର ଟିମ ଓଡିଶା ଏଫସି ଏହାର ମହିଳା ଦଳ ଘୋଷଣା କରିଛି । କ୍ରିସପିନ ଛେତ୍ରୀଙ୍କୁ ମହିଳା ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ନିକଟରେ ସମ୍ପନ୍ନ ହୋଇଥିବା ଇଣ୍ଡିଆନ ଓମ୍ୟାନ ଲିଗରେ ମୁଦୁରାଇର…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଆଜି ଭକ୍ତ –ଭଗବାନଙ୍କ ଅପୂର୍ବ ମିଳନ। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। ଜନସମୁଦ୍ର ପାଲଟିଲା ପୁରୀ ଶ୍ରୀକ୍ଷେତ୍ର। ଭାବ ବିହ୍ୱଳ ଭକ୍ତ। ରଥ ଦଉଡ଼ିରେ ତିନି ରଥ ଟାଣିନେଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ବଡ଼ ଦାଣ୍ଡରେ ଗଡ଼ିଲା ତିନିରଥ । ଶଙ୍ଖ…

ହିଞ୍ଜିଳିରେ ସକ୍ରିୟ ଚୋରି ଗ୍ୟାଙ୍ଗ୍‌ : ଘରେ ପଶି ନେଇଗଲେ ୧୮୦ ଗ୍ରାମ ସୁନା

ବ୍ରହ୍ମପୁର:ଗଞ୍ଜାମ ଜିଲାର ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋର ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିଛନ୍ତି । ଦୁଇଟି ଭିନ୍ନ ଜାଗାରୁ ୧୮ ତୋଳା(୧୮୦ଗ୍ରାମ) ଓଜନର ସୁନା ଅଳଙ୍କାର ସହିତ ରୂପା ଅଳଙ୍କାର ଏବଂ ନଗଦ ୬୯ ହଜାର ଟଙ୍କା ଚୋରି କରିନେଇଛନ୍ତି। ଉଭୟ ଘଟଣାରେ ହିଞ୍ଜିଳି ଥାନାରେ…