କବିତା : ଅଣସରର ଅନ୍ଧାର
ବଳରାମ ପୂଜାରୀ
ଦେହରୁ ଓହ୍ଲାଇଯାଉଥିଲେ ସବୁତକ ଛାଇ
କାଳେ କିଏ ଦେଖିନେବ ?
ଛାଇଗୁଡା ସବୁ ନିଜର ନ ଥିଲେ ,
କିଛି କିଛି ଅର୍ଜିତ ,କିଛି ଏଇମିତି
କୋଉକାଳୁ ବସାବାନ୍ଧିଥିବା
ସୁଖବାସୀ ,ଭୂମୀହୀନ ଛାଇ ?
କିଛି ତ କୋରି କୋରି ସଫା କରୁଥିଲେ
ସବୁତକ ମୋ ସହ ସମ୍ପର୍କର ଚିହ୍ନବର୍ଣ୍ଣ ?…