Latest Odisha News

BREAKING NEWS

ହୋଟେଲ ମେ ଫାୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ…

ପ୍ରେମରେ ବିଫଳ ହେବାରୁ ହାତ ଓ ଗଳା କାଟିଦେଲେ ଯୁବକ

କାମାକ୍ଷାନଗର: ପ୍ରେମ ପାଇଁ ସେ ପାଗଳ ଥିଲା । କେତେବେଳେ ଫେସବୁକରେ ପ୍ରେମକୁ ନେଇ ରୋମାଣ୍ଟିକ ପୋଷ୍ଟ କରୁଥିଲା ତ ଆଉ କେବେ ଇନଷ୍ଟାଗ୍ରାମରେ ରୋମାଣ୍ଟିକ ରିଲ୍ । ଆଉ ଶେଷରେ ପ୍ରେମରେ ନିରାଶ ହେବା ପରେ ଭାଙ୍ଗି ଯାଇ ଧାରୁଆ ବ୍ଲେଡରେ ନିଜ ହାତ ସହ ଗଳା କାଟି ଦେଇଛନ୍ତି ଯୁବକ ଜଣଙ୍କ । ଏଭଳି…

କଟକ ଏସଡିଜେଏମ କୋର୍ଟରେ ମାମଲା ରୁଜୁ କଲେ ବର୍ଷା : ସମ୍ମାନହାନୀ କରୁଛି ସୋସିଆଲ ମିଡିଆରେ ଅନୁଭବଙ୍କ ପୋଷ୍ଟ

କଟକ: ଅନୁଭବ ମହାନ୍ତିଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ ସଦର ଏଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି ବର୍ଷା । ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୫୦୬, ୫୦୯, ୫୦୧ ଓ ଆଇଟି ଆକ୍ଟର ଧାରା ୬୭ରେ ଅଭିଯୋଗ ନେଇ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି…

ଦେଶରେ କୋଭିଡ୍ ସଂକ୍ରମଣ ମାମଲା ସହ ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ୩ ମାସର ବ୍ୟବଧ୍ୟାନ ପରେ ଦେଶରେ ପୁଣି କୋଭିଡ୍ କାୟା ମେଲାଇଲାଣି । ଗତ ୨୪ ଘଣ୍ଟାରେ ଦେଶରେ  ହଜାର ୭ ହଜାର ୫୮୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଅଧିକ ୪.୮ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଦେଶରେ ୪…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

କବିତା : ଅସ୍ତିତ୍ବ

ରୀତା ପଟ୍ଟନାୟକ ତୋର ମନେଅଛି ?? ସେଇ ପିତଳ ପଟିଦିଆ ପୁରୁଣା ବେତପେଡି !!! ସେ ପେଡିରେ ସାଇତା କିଛି ଅଧାଫୁଟା ଗୋଲାପ କଢି !!! ଫର୍ଦ୍ଦ ଫର୍ଦ୍ଦ ଅଧାଲେଖା ଗପ ସାଥେ -- ନାଲି ମଖମଲି କନାରେ ବନ୍ଧା କେତୋଟି କଉଡ଼ି । ଆଜି କାହିଁକି କେଜାଣି ମନରୁ ସେଇ ଛବିଟି ଅବିକଳ ଉତୁରି ଆସିଲା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୬  " ହେ ବ୍ରହ୍ମଦେଵ ! ସତରେ ଯଦି ଆପଣ ମୋ ଉପରେ ପ୍ରୀତ ତେବେ ମୋତେ ଅମରତ୍ୱ ପ୍ରଦାନ କରନ୍ତୁ। ଏହା ଭିନ୍ନ ଅନ୍ୟ କୋଣସି ବରରେ ମୋର କାମନା ନାହିଁ। " " ପରନ୍ତୁ ... ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। ଅମରତ୍ୱ ବର ତ…

ଧାମରା ପୋର୍ଟରେ କୋଇଲା ବଗିରୁ ଉଦ୍ଧାର ହେଲେ ନିଶାସକ୍ତ ଯୁବକ

ଧାମରା : ବୁଧବାର ଭଦ୍ରକରୁ ଧାମରା ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରେନ ଆସିଥିଲା । ପୋର୍ଟର ନିୟମାବଳୀ ଅନୁଯାୟୀ ଟ୍ରେନ ୱାଗନଗୁଡ଼ିକୁ ଯାଞ୍ଚ କରାଯାଇଥାଏ ।ପରେ ୱାଗନ ଟିପର ସ୍ଥାନରେ ଟ୍ରେନ ବଗିଗୁଡ଼ିକ କ୍ରମାନ୍ୱୟରେ ଟିପ୍ପଲର କରାଯାଇଥାଏ । କ୍ରମଶଃ ଟ୍ରେନ ବଗିରେ ଥିବା ପଣ୍ୟଦ୍ରବ୍ୟ…

ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୨୦୮୨ କୋଟି ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି  ବୈଠକରେ ୧୧ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ  ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୮୨.୧୭ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ…

“ଅତ୍ୟଧିକ ମୋବାଇଲ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ”

ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍‍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି। ଜୁନ…