ନୂପୁରଙ୍କ ବିବାଦୀୟ ବୟାନକୁ ନେଇ ରଚା ଯାଉନି ତ ଷଡଯନ୍ତ୍ର !
ନୂଆଦିଲ୍ଲୀ: ପ୍ୟାଗମ୍ବର ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ସାରା ଦେଶରେ ଏକ ପ୍ରକାର ଅଶାନ୍ତିର ବାତାବରଣ ଖେଳିଯାଇଛି । ଜୁମେ ନମାଜ ପରେ ପ୍ରଦର୍ଶନକାରୀ ସଡକ ଉପରେ ଏକତ୍ର ହେବା ଏବଂ ଏହା ପରେ ଉଗ୍ର ହେବା ପଛରେ କିଛି ଷଡଯନ୍ତ୍ର ରଚା ଯାଇ ନାହିଁ ତ? ବିରୋଧ ପରେ ବିଜେପି…