Latest Odisha News

BREAKING NEWS

ଟଳିଲା ଅଘଟଣ, IED ଉଦ୍ଧାର କରି ନିଷ୍କ୍ରିୟ କଲେ ବିଏସଏଫ ଯବାନ

କୋରାପୁଟ: ବିଏସଏଫ୍ ଯବାନଙ୍କୁ ସଫଳତା । ଯାଞ୍ଚ ବେଳେ ମିଳିଲା ଆଇଇଡି । ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୫୧ ବାଟାଲିୟନର ବିଏସଏଫ୍ ଯବାନ ୩୨୬ ନମ୍ବର ଜାତୀଯ ରାଜପଥ କଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ମନ୍ତ୍ରିଆମରୁ ଗୋବିନ୍ଦପାଲୀ ମଧ୍ୟରେ ମାଟି ଖୋଳା…

ଏବେ ତାତିରୁ ନାହିଁ ଆଶ୍ୱସ୍ତି, ୧୬ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରୁ ମିଳିବନି ଆଶ୍ୱସ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆହୁରି ସନ୍ତୁଳି ହେବ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତାମିଲନାଡ଼ୁ, ପୁଡୁଚେରୀ ଓ କରାକଲ ସହ ଦକ୍ଷିଣପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର…

ଫ୍ରାନ୍ସରେ ନିର୍ମିତ ହେଉଛି କୃତ୍ରିମ ସୂର୍ଯ୍ୟ, ଭାରତ ସମେତ ୩୫ ଦେଶର ବୈଜ୍ଞାନିକଙ୍କ ଗବେଷଣା ଜାରୀ

ସେଂଟ ପଲ ଲେଜ ଡ୍ୟୁରେସ: ଫ୍ରାନ୍ସର ଦକ୍ଷିଣାଂଚଳରେ ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବାରେ ଲାଗିଛନ୍ତି । ଭାରତ ସମେତ ୩୫ ଦେଶର ବୈଜ୍ଞାନିକମାନେ ଦିନ ରାତି ଏଥିନେଇ ଉଦ୍ୟମ ଜାରୀ ରଖିଛନ୍ତି । ଏହି କୃତ୍ରିମ ସୂର୍ଯ୍ୟ ନିର୍ମାଣ ହେଲା ପରେ ମାନବ ଇତିହାସରେ ଏକ ନୂତନ ଅଧ୍ୟାୟ…

ସମ୍ବଲପୁରରୁ ଗାଡ଼ି ଚୋରି କରି ଉପକୂଳ ଜିଲ୍ଲାରେ କରୁଥିଲେ ଲୁଟ୍

ଭୁବନେଶ୍ବର: ଚୋରି ଗାଡ଼ିରେ ଲୁଟ୍ । ଟାର୍ଗେଟରେ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୋଲିସ ହାତରେ ୩ ଜଣ ଆନ୍ତଃଜିଲ୍ଲା ଲୁଟେରା ଧରା ପଡ଼ିଛନ୍ତି । ଏମାନେ ସମ୍ବଲପୁରରୁ ବାଇକ୍ ଚୋରି କରି ଉପକୂଳ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ । କେତେବେଳେ ଜାତୀୟ ରାଜପଥ ତ ଆଉ…

RBIର ଘୋଷଣା ପୂର୍ବରୁ ଏହି ବ୍ୟାଙ୍କ ସବୁ ବଢ଼ାଇଲେ ସୁଧହାର

ମୁମ୍ବାଇ: ଆହୁରି ମହଙ୍ଗା ହେବ ଋଣ । ମେ ମାସରେ ଆରବିଆଇର ଜରୁରୀ ଏମପିସି ବୈଠକ ପରେ ରେପୋ ରେଟ୍ ବଢ଼ିଥିଲା । ଏଥିସହ ସବୁ ବ୍ୟାଙ୍କ ସୁଧହାର ବଢ଼ାଇଥିଲେ । ପୁଣି ଚଳିତ ମାସରେ ରେପୋ ରେଟ୍ ବଢ଼ିବା ଆଶଙ୍କା କରାଯାଉଛି । ରେପୋ ରେଟ୍ ବଢ଼ିବା ପୂର୍ବରୁ କେତେକ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି…

ଚିଠି ପରେ ବଢ଼ିଲା କି ଚାପ ? କାହିଁକି ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା

ପୁରୀ: ଚିଠି ଲେଖିଲେ, ଛୁଟିରେ ଗଲେ । ପୁରୀରେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାକୁ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଛୁଟିରେ ଯିବେ । ଏନେଇ ସେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ୯ ତାରିଖରୁ ୧୫…

ଟ୍ବିଟର ଡିଲରୁ ପଛକୁ ହଟିବେ ଏଲନ୍ ମସ୍କ !

ନୂଆଦିଲ୍ଲୀ: ଟ୍ବିଟର ଡିଲରେ ଟ୍ବିଷ୍ଟ । ଏଲନ୍ ମସ୍କ ଟ୍ବିଟର କିଣିବା ପ୍ରକ୍ରିୟା ଯେତିକି ଆଗଉଛି, ଡିଲକୁ ନେଇ ସେତିକି ଟ୍ବିଷ୍ଟ ବଢ଼ିବାରେ ଲାଗିଛି । ଏମିତି ଲାଗୁଛି ଅସ୍ଥାୟୀ ଭାବେ ଅଟକିଥିବା ଟ୍ବିଟର କିଣିବା ରାଜିନାମାରୁ ଓହରି ଯାଇପାରନ୍ତି ଟେସଲା ସିଇଓ ଏଲନ୍ ମସ୍କ । ଆଉ ଯାହାର…

ଉଚ୍ଛେଦ ଆରମ୍ଭ, ଭଙ୍ଗାହେଲା ୧୮ ଘର: ୨୦ ବର୍ଷ ପରେ ସିଦ୍ଧ ମହାବୀର ଓଭରବ୍ରିଜ୍‌ ବାଟ ଖୋଲିଲା

ପୁରୀ :‌ ପ୍ରାୟ ୨୦ ବର୍ଷ ପରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜ୍‌(ମାଟିଆପଡ଼ା) ସ୍ବପ୍ନ ସାକାର ହେବାକୁ ଯାଉଛି । ଆବଶ୍ୟକ ଜମିରୁ ସିଂହଭାଗ ଜମି ଅଧିଗ୍ରହଣ ଶେଷ ପରେ  ଉଚ୍ଛେଦ କାମ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲିଘାଟ ଛକରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ୨୪୮ କୋଠାରୁ ପ୍ରଥମ…

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା

 ଗଞ୍ଜାମ: ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ ଏହି ଘଟଣା ଘଟିଛି ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୩ ସୁଲୋଚନା ବିନମ୍ର ଭାବରେ କହିଲେ, " କିନ୍ତୁ !! ମୁଁ ଏ ବିବାହ ପାଇଁ ଇଚ୍ଛୁକା ନୁହେଁ । ଦେବରାଜ ପ୍ରଥମେ ମୋ ନିକଟକୁ ଆସିଥିଲେ। ମୁଁ ତ ତାଙ୍କୁ ଅସ୍ବୀକାର କରି ସାରିଛି। " ସାମାନ୍ୟ କ୍ରୋଧ ପ୍ରକାଶ କରି ନାଗରାଜ…