Latest Odisha News

BREAKING NEWS

ସମୂହ ଆତ୍ମହତ୍ୟା: ତିନି ଭାଇଙ୍କୁ ବିବାହ କରିଥିଲେ ତିନି ଭଉଣୀ

ଭୁବନେଶ୍ୱର: ରାଜସ୍ଥାନର ଜୟପୁରରେ ତିନି ଭାଇଙ୍କୁ ଏକାଠି ବିବାହ କରିଥିବା ତିନି ଭଉଣୀ ଯୌତୁକ ନିର୍ଯାତନା ପାଇଁ ଆତ୍ମହତ୍ୟା କରିଛନ୍ତି । ସମସ୍ତ ତିନି ଭଉଣୀ ଏବଂ ତାଙ୍କର ଦୁଇ ଶିଶୁଙ୍କ ସହ କୂଅକୁ ଡେଇଁ ପଡ଼ିଛନ୍ତି କଲୁ, କମଲେଶ ଏବଂ ମମତା ମୀନା । କିଛି ବର୍ଷ ହେବ ତିନି ଭଉଣୀଙ୍କୁ ଶାଶୁ…

ଇଡି ଚଢ଼ାଉ : ଆପ ନେତା ସତ୍ୟେନ୍ଦ୍ରଙ୍କ ଘରୁ ମିଳିଲା ୨.୮୫କୋଟିର ନଗଦ, ୧.୮କିଗ୍ରା ସୁନା ମୁଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ଶାସକ ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏବଂ ତାଙ୍କ ସହଯୋଗୀଙ୍କ ପାଖରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ତାଙ୍କ ଘରୁ ୨.୮୫ କୋଟି ଟଙ୍କାର ନଗଦ ଟଙ୍କା ଏବଂ ୧୩୩ଟି ସ୍ୱର୍ଣ୍ଣ ମୁଦ୍ରା ମିଳିଛି । ସ୍ୱର୍ଣ୍ଣ…

ନିୟମ ବଦଳାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ, ଏବେ ଏହି ରାଙ୍କର ଅଧିକାରୀ ହୋଇପାରିବେ CDS

ନୂଆଦିଲ୍ଲୀ: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତିକୁ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନେଇ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି ମନ୍ତ୍ରଣାଳୟ । ଲେଫ୍ଟିନେଣ୍ଟ ଜେନେରାଲ କିମ୍ବା ସମକକ୍ଷ ପଦବୀରେ ରହିଥିବା ଅଧିକାରୀଙ୍କୁ ସିଡିଏସ୍ ପଦ ଲାଗି ବିଚାରକୁ…

୧୦ ବର୍ଷରେ କାହାକୁ ବି ହତ୍ୟା କରିନି, ତଥାପି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରହିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ । ଏଥର ପଂଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ମାମଲାରେ ଲରେନ୍ସର ନାଁ ସାମ୍ନାକୁ ଆସିଛି । ଅନେକ ହୁଏ ତ ଜାଣିନଥିବେ ଯେ, ଭାରତର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର…

ବାନ୍ଧବୀ ଉପରେ ବିରକ୍ତ ହୋଇ ଭାଙ୍ଗିଦେଲେ ୪୦ କୋଟି ଟଙ୍କାର କଳାକୃତି

ଡଲାସ: କ୍ରୋଧକୁ ନିୟନ୍ତ୍ରଣ କରି ନ ପାରିବା କିପରି ବଡ ବିପଦକୁ ଡାକି ଆଣେ ତାର ଏକ ଏକ ନମୂନା ଆମେରିକାରେ ଦେଖିବାକୁ ମିଳିଛି । ଏଠାରୋ ଡଲାସରେ ୨୧ ବର୍ଷୀୟ ଜଣେ ଯୁବକ ବାନ୍ଧବୀ ଉପରେ ବିରକ୍ତ ହେବା ଉପରେ ଏପରି କାଣ୍ଡ ଘଟାଇଲା ଯେ, କୋଟି କୋଟି ଟଙ୍କ ନଷ୍ଟ ହୋଇଗଲା । ଡେଲିମେଲ ରିପୋର୍ଟ…

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ…

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ଗିରଫ ହେଲା ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍

ଭୁବନେଶ୍ୱର: ସାରା ଦେଶରେ ଚହଳ ଖେଳାଇଛି ପଂଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା । ଏ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଖବର । ନିକଟରେ ପଂଜାବ ପୋଲିସକୁ ମିଳିଛି ଆଂଶିକ ସଫଳତା । ଜାଲରେ ପଡିଛି ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍ । ସନ୍ଦୀପ ଓରଫ…

[ଦେଖନ୍ତୁ ଭିଡିଓ] ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ: ମରିବାକୁ ନେଇ ଡରାଅ ନାହିଁ , ବଞ୍ଚିବାକୁ ଚାହେଁ

କଟକ: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି । ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି। ଏହାଛଡ଼ା ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି । …

୧୦ମ ଓଡ଼ିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା-୨୦୨୨ ଉଦଯାପିତ୍

ବରଗଡ଼: ୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା ‘ଓଡିଶା ମୁଏଥାଇ ୟୁନିଅନ’ ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ ସହଯୋଗରେ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିୟମ ଠାରେ…

ବହୁତ ହୋଇଗଲା ପ୍ରେମ, ଏଥର ବିବାହ କରିବେ ନୟନ୍ଥରା

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ନୟନ୍ଥରା । ଦିନେ ସେ ସାଜିଥିଲେ ଡିରେକ୍ଟର୍‌, ଆକ୍ଟର୍ ତଥା କୋରିଓଗ୍ରାଫର୍ ପ୍ରଭୁଦେବାଙ୍କ ପ୍ରେମିକା । ହେଲେ ସେ ଆଉ କାହାରି ପ୍ରେମିକା ହୋଇ ରହିବାକୁ ଚାହୁଁନାହାନ୍ତି । ଶେଷରେ ସେ ନେଇଛନ୍ତି ବିବାହ କରିବାକୁ ନିଷ୍ପତ୍ତି ।…