ଶାହାରୁଖ-ଅଟଲୀଙ୍କ ଆଗାମୀ ଫିଲ୍ମର ନାମ ଯବାନ !
ମୁମ୍ବାଇ:ସାଉଥର ଲୋକପ୍ରିୟ ଫିଲ୍ମମେକର ଅଟଲୀଙ୍କ ଆଗାମୀ ଫିଲ୍ମରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନାମ ଯବାନ ରଖାଯାଇଛି । ୨୫ ଟାଇଟଲ ମଧ୍ୟରୁ ଏହାକୁ ବଛାଯାଇଛି ବୋଲି ମେକର୍ସଙ୍କ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି…