Latest Odisha News

BREAKING NEWS

ଆଇଫା ଆୱାର୍ଡରେ ଯୋଗ ଦେବା ପାଇଁ ଜ୍ୟାକଲୀନଙ୍କୁ କୋର୍ଟରୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆବୁଧାବୀରେ ଆୟୋଜିତ ହେବାକୁ ଥିବା ଆଇଫା ଆୱାର୍ଡରେ ଯୋଗ ଦେଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲୀନ ଫର୍ଣ୍ଣାଣ୍ଡିଜ । ମେ ୩୧ରୁ ଜୁନ ୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଆବୁଧାବିରେ ସେ ଯେଉଁ…

ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ : ୨୯ଦେଶରୁ ୨୦୦ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ : ଦିନକୁ ଦିନ ବଢିଲାଣି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ ଦେଶରେ ମାଡିଚାଲିଛି ଏହି ନୂଆ ଭାଇରସ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ମଙ୍କିପକ୍ସକୁ ନେଇ ନୂଆ ଚିନ୍ତା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହି ନୂଆ ଭାଇରସ ଗୋଷ୍ଠୀ…

ସମ୍ଭୋଗ ସୁଖ ପରେ ଚାଲିଗଲା ସ୍ମରଣ ଶକ୍ତି !

ଲିମରେକ: ଆୟର୍ଲାଣ୍ଡର ସମ୍ଭୋଗ ସୁଖ ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପତ୍ନୀଙ୍କ ସହ ଆନନ୍ଦ ଉଠାଇବାର ୧୦ ମିନିଟ ପରେ ହଠାତ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ସ୍ମରଣ ଶକ୍ତି ହରାଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବାକୁ ପଡିଥିଲା ।…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋନୁ । କରୋନା ସମୟରେ ସେ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ । କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ…

କୁକୁର ଦେହରେ ତୀର ଆର ପାର ହୋଇଯାଇଥିଲା, ତା ପରେ ହେଲା ଚମତ୍କାର

ନ୍ୟୁୟର୍କ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ଅବା ମାରିପାରିବ । ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି । ୪ ମାସର ଏକ ନିରୀହ କୁକୁର ଛୁଆକୁ କିଏ ଜଣେ ନୃଶଂସ ମଣିଷ ତୀର ମାରି ଦେଇଥିଲା । ତୀରଟି କୁକୁରର ବେକରେ ପଶି ଆର ପଟକୁ ବାହାରିଥିଲା । ଅସହ୍ୟ ଯନ୍ତ୍ରଣାର ଛଟପଟ ହେଉଥିବା ଏହି କୁକୁରର…

ଏସିଆ କପ ହକି: ସୁପର ୪ର ପ୍ରଥମ ମୁକାବିଲାରେ ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ଅନୁଷ୍ଠିତ ଏସିଆ କପ ହକିରେ ଚାମ୍ପିୟନ ଭାରତ ତାର ପୂର୍ବ ଫର୍ମକୁ ଫେରିଛି । ଶନିବାର ସୁପର୪ର ପ୍ରଥମ ମୁକାବିଲାରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ୨-୧ରେ ଜାପାନକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ପୁଲ ମ୍ୟାଚର ମଧୁର ପ୍ରତିଶୋଧ…

ୟୁପି ସରକାରଙ୍କ ବଡ ନିଷ୍ପତି: ମହିଳାଙ୍କୁ ରାତି ଡ୍ୟୁଟି ମନା

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଆଜି ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ମହିଳାମାନେ ରାତି ଡ୍ୟୁଟି କରିପାରିବେ ନାହିଁ । ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଡ୍ୟୁଟିରେ ନିୟୋଜିତ କରିବାକୁ ହେଲେ ଲିଖିତ ଭାବେ…

ମହାନ୍ ସ୍ୱାଧୀନତା ସଂଗ୍ରାମୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ଜନ୍ମତିଥୀ: ଯାହାଙ୍କୁ ହୋଇଥିଲା ଦୁଇଟି ଜନ୍ମର…

- ଦେବଦତ୍ତ ରଥ ଭୁବନେଶ୍ୱର: ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ ସେତେବେଳେ ସାବରକର କହିଥିଲେ, “୫୦ ବର୍ଷର…

‘ମେନଷ୍ଟ୍ରୁଆଲ ହାଇଜିନ୍ ଡେ’: କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଦାବି ଜଣାଇଲେ ସମ୍ବଲପୁରର ଝିଅ; ଦସ୍ତଖତ ଅଭିଯାନ ଆରମ୍ଭ

 ଭୁବନେଶ୍ୱର :  ମେ’ ୨୮, ମେନଷ୍ଟ୍ରୁଆଲ ହାଇଜିନ ଡେ’ ଭାବେ ପାଳନ କରାଯାଏ । ଏହି ଅବସରରେ ଋତୁସ୍ରାବ ସମୟରେ ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନେ କିପରି ସାମାନ୍ୟ ଆଶ୍ୱସ୍ତି ପାଇବେ ଏହି ପ୍ରସଙ୍ଗ ଉଠାଇଛନ୍ତି ସମ୍ବଲପୁର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ପେଡ ପିରିୟଡ ଲିଭ୍ ଦାବି କରିଛନ୍ତି…

[ଦେଖନ୍ତୁ ଭିଡିଓ] ଫେଲ୍ ମାରିଛି ସ୍କୁଲ ଉନ୍ନତିକରଣ: ରୂପାନ୍ତରୀକରଣ ନାଁରେ ହଡପ ହୋଇଛି ଲକ୍ଷାଧିକ ଟଙ୍କା

ଯାଜପୁର : ୨୦୨୧ ମସିହା ନଭେମ୍ବର ୨୯ । ଏହି ଦିନ ଯାଜପୁର ଜିଲାର ସମସ୍ତ ରୁପାନ୍ତରିକରଣ ବିଦ୍ୟାଳୟକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରହିଥିଲା ବିଂଝାରପୁରର ବ୍ରଜ ସୁନ୍ଦର ହାଇସ୍କୁଲ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ସ୍କୁଲକୁ ରଂଗ ଦେବା…