Latest Odisha News

BREAKING NEWS

ସମୟ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ନିର୍ଦ୍ଧାରିତ ତାରିଖ ଜୁନ ୧ର ୩ ଦିନ ଆଗରୁ ଆଜି କେରଳ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ କେରଳରେ ବର୍ଷା…

ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣା: ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ମାମଲା

ଭୁବନେଶ୍ୱର :  ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସିଂହୀ…

ଆଜିଠୁ ବର୍ଷା: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 ଭୁବନେଶ୍ୱର : ତାତିରୁ ମିଳିବ ଆଶ୍ୱସ୍ତି । ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆଜି ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,…

କବିତା : ଶବ୍ଦ ମାଧୁର୍ଯ୍ୟ

ଗାୟତ୍ରୀ ମିଶ୍ର  ସଙ୍ଗୀତମୟ ଏ ପ୍ରକୃତି ରାଣୀଟି ଶୁଭେ ଚଉଦିଗେ ଗୀତ, ସଙ୍ଗୀତ ନିନାଦେ ଶବ୍ଦାୟିତ ଧରା ପ୍ରତି ନିନାଦରେ ଛନ୍ଦ । ପ୍ରଭାତେ କୁକ୍କୁଟ ମାରଇ କୁହାଟ ଉଷା ସ୍ଵାଗତେ ବିଭୋର, କୋକିଳର କୁହୁ ପଞ୍ଚମ ତାନରେ ଆମ୍ର ଡାଳେ ମିଠା ସ୍ୱର । ବୁଲବୁଲ ଗାଏ ମନ ମତାଣିଆ…

ଶିଶୁ ଗଳ୍ପ : ବାଇଚଢ଼େଇରେ…ବାଇଚଢ଼େଇ

କୁଞ୍ଜ ବିହାରୀ ସାହୁ ଅଢ଼େଇଗୁଣ୍ଡି ଗାଁ ଭିତରକୁ ଯାଉ ଯାଉ ଦିଶିଯାଉଛି ଧାଡ଼ି ଧାଡ଼ି ତାଳଗଛ । ସେହି ତାଳଗଛରେ ବାଇଚଢ଼େଇ ବସାଟିଏ କରିଛି । ତଳକୁ ଝୁଲିରହିଛି ବସାଟି । ଯିଏ ଯାଉଛି ଘଡ଼ିଏ ଅନେଇ ରହୁଛି । ଅଦିନିଆ ପବନ ବୋହିଗଲା ଦିନେ । ଖରାଦିନିଆ ମେଘ ପବନ । ଡରିଗଲା ଚଢ଼େଇଟି । ତା' ବସା…

ଅନୁବାଦ ଗଳ୍ପ : କଳେ ପାଣି, କଳେ ରକ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୬  ମୂଳ ମରାଠୀ : ଏନ ଜି ଗୋରେ ଆକାଶରେ କେଉଁଠି ଚାଖଣ୍ଡେ ହେଲେ ବାଦଲ ଦିଶୁ ନ ଥିଲା । ଚାରିଆଡ଼ ବେଶ୍‍ ଉଜ୍ଜ୍ୱଳ ଲାଗୁଥିଲ । ବାହାରେ ଅସମ୍ଭବ ଖରା, ଯେତିକି ତେଜ ସେତିକି ଅସହ୍ୟ । ଗୁଳୁଗୁଳି ବି ତା’ ଠାରୁ ବଳି ଯନ୍ତ୍ରଣାଦାୟକ । ପାଦ…

ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳମାଧବ ବସ୍ତିରେ ବିଚାର ଭାରତୀ ଟ୍ରଷ୍ଟ ଓ ମାଧ୍ୟମ ଫାଉଣ୍ଡେସନର ମିଳିତ ସହଯୋଗରେ ଋତୁସ୍ରାବ ସ୍ୱଚ୍ଛତା ଜନିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହିଳାଙ୍କ ପାଇଁ ଋତୁସ୍ରାବ ଏକ ବ୍ୟାଧି ବା ଅଭିଶାପ…

କେବଳ ଦାମୀ ବାଇକ୍‌ ଚୋରି କରୁଥିଲେ; ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ବିଭିନ୍ନ ଅଞ୍ଚଳରୁ ଦାମୀ କମ୍ପାନିର ବାଇକ୍‌ ଚୋରି ହେବାରେ ଲାଗିଥିଲା । ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଥିଲା। କାରଣ ଚୋରମାନେ କେବଳ ଦାମୀ ବାଇକ୍‌ ହିଁ ଚୋରି କରୁଥିଲେ । ଏଥିରେ କେଟିଏମ୍‌, ପଲସର…

ସାବଧାନ କଲା ବ୍ରହ୍ମପୁର ପୋଲିସ; ବାହାରେ ମଦ ପିଇଲେ ଭିତରେ ମାରିବ

ବ୍ରହ୍ମପୁର: ପୋଲିସ ପାଟ୍ରୋଲିଂ ଅଭାବ ଯୋଗୁ ବ୍ରହ୍ମପୁର ସହରର ଗଳିକନ୍ଦି ଏବଂ ସର୍ବସାଧାରଣରେ କେତେକ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରୁଥିବାର ନଜିର ରହିଛି । ସେମାନଙ୍କ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଉଛି । କେବଳ ସେତିକି ନୁହଁ, ଅନେକ ସମୟରେ ଅପରାଧୀକ କାଣ୍ଡ ମଧ୍ୟ ଘଟୁଛି…

ଭୁବନେଶ୍ୱରରେ ଜାତୀୟ ଖଣିଜ କଂଗ୍ରେସ; ଜେଏସପିର ଗ୍ୟାସିଫିକେସନ ଟେକ୍ନୋଲୋଜି ପ୍ରଶଂସନୀୟ

ଭୁବନେଶ୍ୱର: ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍…