Latest Odisha News

BREAKING NEWS

ଆଫ୍ରିଦୀ ମୋତେ ଫସାଇଥିଲେ: କାନେରିଆ

ଲାହୋର: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ସ୍ପିନର ଦାନୀଶ କାନେରିଆ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଶାହିଦ ଆଫ୍ରିଦୀଙ୍କ ଉପରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ହିନ୍ଦୁ ହୋଇଥିବାରୁ ପିସିବି ସବୁବେଳେ ମୋତେ ଅଣଦେଖା କରିଛି । ଅଧିନାୟକ ଶାହୀଦ ଆଫ୍ରିଦୀ ମୋତେ ଷଡଯନ୍ତ୍ର…

ଭାରତ ପାଇଁ ଚିଟ୍ଟାଗଂଗ୍ ପୋର୍ଟ ଖୋଲା: ଶେଖ୍ ହାସିନା

ଭୁବନେଶ୍ୱର: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଉତ୍ତର-ପୂର୍ବ ଭାରତ ଆବଶ୍ଯକ ବେଳେ ଚିଟ୍ଟାଗଂଗ୍ ପୋର୍ଟ ବ୍ଯବହାର କରିପାରିବ ବୋଲିକହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାକୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଦୁଇ ଦିନିଆ…

କଥା…ଫଟୋରେ ଫଟୋରେ

ଭୁବନେଶ୍ୱର: କିଛି ବ୍ୟକ୍ତ କରିବାକୁ ହେଲେ ଶବ୍ଦର ଆବଶ୍ୟକତା ବାଧ୍ୟତାମୂଳକ ନୁହେଁ । ବେଳବେଳେ କେବଳ ଅଙ୍ଗଭଙ୍ଗୀ, ଚାହାଁଣି, ଠାଣି, ଇଙ୍ଗିତ, ଲେଖା କିମ୍ବା ଫଟୋ ବହୁତ କିଛି ବୟାନ୍ କରେ । ଏହି ଧାରାରେ ଏହି ଫଟୋଟି ମଧ୍ୟ କିଛି ନକହି ବେଶ କିଛି ସୂଚାଇ ପାରିଛି । ଫଟୋଟି ଗୁଜରାଟରୁ ଆସିଛି…

[ଦେଖନ୍ତୁ ଭିଡିଓ] ଦୁଇ ବର୍ଷ ପରେ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ରାୟଗଡା : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ସମ୍ମେଟିଭ-୨ ପରୀକ୍ଷା ଦେଉଛନ୍ତି ପ୍ରାୟ ୫ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ଟାରେ ଶେଷ ହୋଇଛି । ଏଥିପାଇଁ ପରୀକ୍ଷାର ଅଧଘଂଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ…

IPS ସ୍ତରରେ ବଡଧରଣର ଅଦଳବଦଳ: ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି, ପିନାକ ମିଶ୍ର କଟକ ଡିସିପି

ଭୁବନେଶ୍ୱର:  ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି । ସେହିପରି କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ମନୋଜ କୁମାର ଛାବ୍ରା ହୋଇଛନ୍ତି ଜେଲ ବିଭାଗର ଡିଜି । ସନ୍ତୋଷ କୁମାର ଉପାଧ୍ୟାୟାଙ୍କୁ ଅଗ୍ନିଶମ ବିଭାଗର ଡିଜି…

ଦୁଇ ବନ୍ଧୁଙ୍କ ସହ ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ:  ପାଠପଢ଼ିବା ପାଇଁ ବୟସ କୌଣସି ପ୍ରକାରର ବାଧକ ସାଜେ ନାହିଁ। କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍‌ ମାନେ। ଯାହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରେ । ୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର।…

ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ତାହାବି ପୁଣି ହାଇସ୍ପିଡ୍ ଇଣ୍ଟରନେଟ୍। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ( ବିଏସ୍‌ସିଏଲ) ।  ବିଏସ୍‌ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା : ୩୫୪୦କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫୮୫୭୩୦ ଛାତ୍ରଛାତ୍ରୀ

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଛି । ଆଜି ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ…

ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନବୀନ ଆଜି ଦିନ ୧ଟା ୩୦ ବେଳେ ଦିଲ୍ଲୀ ଗସ୍ତରେ ଯିବେ । ଏପ୍ରିଲ ୩୦ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ହେବ । ଏଥିରେ…

ଆଜି ବି ରାଜ୍ୟରେ ଜାରି ରହିବ ହିଟ୍ ୱେଭ୍: ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର…