Latest Odisha News

BREAKING NEWS

ଏୟାର ବିଏନବି ୱାର୍କ ଫ୍ରମ ଏନିହ୍ୱେୟାର; ୧୭୦ ଦେଶରେ ବୁଲି କରିବେ କାମ

ଭୁବନେଶ୍ୱର: ସବୁଠାରୁ ବଢ଼ିଆ କମ୍ପାନୀ । କର୍ମଚାରୀ ବିଶ୍ୱର ୧୭୦ ଟି ଦେଶରେ ରହି କାମ କରିପାରିବେ । ବୁଲି ପାରିବେ, ପାର୍ଟି କରିପାରିବେ । ଯାହା ମନ ତାହା କରିପାରିବେ । ୱାର୍କ ଫ୍ରମ୍ ହୋମ୍ ରୁ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ତେବେ ୱାର୍କ ଫ୍ରମ୍ ହୋମ୍ ଜିନିଷ ଟି ଏବେର ନୁହେଁ । ଏହା ବହୁ…

ଟେନିସ ଖେଳାଳି ବୋରିସ ବେକରଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ

ଲଣ୍ଡନ: ପୂର୍ବତନ ଟେନିସ ଚାମ୍ପିୟନ ତଥା ମହାନ ଖେଳାଳି ବୋରିସ ବେକରଙ୍କୁ ଆଜି ସ୍ଥାନୀୟ କୋର୍ଟ ଦଣ୍ଡାଦେଶ ଶୁଣାଇଛି । ବ୍ୟାଙ୍କ ଲୋନ ନ ଶୁଝିବା ପାଇଁ ସେ ଠକାମୀର ଆଶ୍ରୟ ନେଇଥିଲେ । ଏଥିପାଇଁ ତାଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୫୪ ବର୍ଷୀୟ ଏହି ଟେନିସ ଖେଳାଳି ନିଜକୁ ଦେବାଳିଆ…

୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ନେହାଲ ୱାଧେରା

ଚଣ୍ଡୀଗଡ: ୨୩ ବର୍ଷରୁ କମ କ୍ରିକେଟରେ ପଂଜାବର ନେହାଲ ୱାଧେରା ୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୫୭୮ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାଟିଣ୍ଡା ବିପକ୍ଷ ଏହି ମ୍ୟାଚରେ ସେ ୪୧୪ ବଲରେ ୩୭ ଛକା ଓ ୪୨ ଚୌକାରେ ଏହି ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ଚମନ…

ପୁଣି ବିବାହ କରିପାରନ୍ତି କରିସ୍ମା କପୁର୍

ଭୁବନେଶ୍ୱର: କପୁର୍ ବଂଶର ଚର୍ଚ୍ଚିତ କନ୍ୟା କରିସ୍ମା କପୁର୍ ପୁଣି ବିବାହ କରିବେ। ଖୋଲା ଖୋଲି ବିସଦ୍ ଭାବେ କହି ନାହାନ୍ତି। ହେଲେ ହାଲୁକା ହିଣ୍ଟ ଦେଇଛନ୍ତି କରିସ୍ମା। ୨୦୦୩ ରେ କରିସ୍ମା ପ୍ରଥମ ବିବାହ କରିଥିଲେ। ଦିଲ୍ଲୀ ର ପ୍ରତିଷ୍ଠିତ ବ୍ୟବସାୟୀ ସଂଜୟ କପୁରଙ୍କ ସହ ୧୩ ବର୍ଷ ବୈବାହିକ…

ସାମୟିକ ଭାବେ ରଦ୍ଦ ହେଲା ୬୫୭ ଟ୍ରେନ

ନୂଆଦିଲ୍ଲୀ: ଭାରତ ସରକାର ସାମୟିକ ଭାବେ ୬୫୭ ଟ୍ରେନ ରଦ୍ଦ କରିଛନ୍ତି । ଏଥିରେ ମେଲ, ଏକ୍ସପ୍ରେସ ଓ ପ୍ୟାସେଞ୍ଜର ଗାଡି ସାମିଲ ରହିଛି । ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା କୋଇଲା ଅଭାବ ପୂରଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହା ବଦଳରେ ୫୩୩ କୋଇଲା ରେକ ଡ୍ୟୁଟିରେ…

ବିଜେବି ପରେ ରାଜଧାନୀ କଲେଜରୁ ୬ ଜଣ ନକଲି ଦିବ୍ୟାଙ୍ଗ ଛାତ୍ର ଚିହ୍ନଟ

ଭୁବନେଶ୍ୱର: ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହେଲେ ନକଲି ଭିନ୍ନକ୍ଷମ ଛାତ୍ର । ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ର ରାଜଧାନୀ କଲେଜରେ ଚିହ୍ନଟ ହୋଇଛନ୍ତି । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନକଲି ଛାତ୍ର ଚିହ୍ନଟ ହୋଇଥିବା ଜଣାପଡ଼ିଛି ।…

ଫେଲ୍ ମାରିଛି ଅମୃତଧାରା ପ୍ରକଳ୍ପ: ପାଣି ପାଇଁ ଅସୁବିଧାରେ ଲୋକେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପୌର ପରିଷଦ ପକ୍ଷରୁ ତିଆରି କରାଯାଇଛି ଅମୃତ ଧାରା ପ୍ରକଳ୍ପ । ବିଶୁଦ୍ଧ ଥଣ୍ଡା ପାଣି ବାହାରିବା ତ ଦୁରର କଥା ପାଣି ମୁନ୍ଦାଏ ବି ବାହାରୁ ନାହିଁ । ଦୀର୍ଘ ଦିନ ହେଲା ପ୍ରକଳ୍ପ ତିଆରି ହେବା ପରଠୁ ଏହି ପ୍ରକଳ୍ପଗୁଡିକରୁ ପାଣି ବାହାରୁ ନ…

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂଆ ଅଦାଲତ

ଭୁବନେଶ୍ୱର : ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ୩୪ଟି ନୂଆ ଅଦାଲତ। ଏଥିପାଇଁ ହାଇକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଗୁରୁବାର ଏହି ପ୍ରସ୍ତାବକୁ ଅର୍ଥ ମଞ୍ଜୁରୀ ମିଳିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ…

ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପ: ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ସିନ୍ଧୁ

ନୂଆଦିଲ୍ଲୀ: ମାଲେସିଆର ଶାହ ଆଲେମରେ ଚାଲିଥିବା ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଭାରତର ପିଭି ସିନ୍ଧୁ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ୨ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ କ୍ୱାର୍ଟର…

ଅଗ୍ନିଶମ ଡିଜି ହେଲେ ସନ୍ତୋଷ ଉପାଧ୍ୟାୟ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ପୋଲିସ୍ ବିଭାଗରେ ଆଇପିଏସ୍ ସ୍ତରରେ ବଡ ଧରଣର ବଦଳି ହୋଇଛି। ସେହି କ୍ରମରେ ଅଗ୍ନିଶମ ବିଭାଗ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ। ୧୯୮୮ ବ୍ଯାଚ୍ ଆଇପିଏସ୍ ଅଫିସର ଏଡିଜି ସନ୍ତୋଷ ଗତ ବର୍ଷ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ।…