Latest Odisha News

BREAKING NEWS

ଆଜି ବି ରାଜ୍ୟରେ ଜାରି ରହିବ ହିଟ୍ ୱେଭ୍: ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର…

ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର : ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ

ପୁରୀ : ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଭକ୍ତଙ୍କୁ ସୁବିଧାରେ ଦର୍ଶନ…

ଅନୁଗୁଳରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କଲେ ଜିନ୍ଦଲ ଅତ୍ୟାଧୁନିକ ଟିଏମଟି ରିବାର ମିଲ ଲୋକାର୍ପଣ

ଅନୁଗୁଳ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର ଅତ୍ୟାଧୁନିକ ଟିଏମଟି ରିବାର ମିଲ କୁ ଲୋକାର୍ପଣ କରିଛନ୍ତି । କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍‌ ଉଦଘାଟିତ ହୋଇଛି ।…

ବରିଷ୍ଠ ସିନେ ଏବଂ ଧାରାବାହିକ ଅଭିନେତା ସଲିମ୍ ଘୋଷଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସିନେ ଅଭିନେତା ସଲିମ ଘୋଷ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ୮୦ ଦଶକର ଚର୍ଚ୍ଚିତ ଅଭିନେତା ଏକାଧିକ ଧାରାବାହିକ ଓ ସିନେମାରେ ନିଜ ଦକ୍ଷତା ପ୍ରତିପାଦନ କରି ଉଚ୍ଚ ପ୍ରଶଂସା ପାଇଥିଲେ । ଦୂରଦର୍ଶନରେ ପ୍ରସାରିତ ସୁବାହ ରେ ତାଙ୍କୁ ଭଲ ଅଭିନେତାର ପରିଚିତି ମିଳିଥିଲା ।…

ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ

କଟକ: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ 'ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର' ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ…

କୋଭିଡ୍ କାଟ୍ ଦରମା ବିଳମ୍ବ ହେବାରୁ ଇଣ୍ଡିଗୋ କୁ ଗାଳି କଲେ ପାଇଲଟ୍; ଡିଜିସିଏ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ୍ ସମୟରେ କାଟ୍ ହୋଇଥିବା ଦରମା ଭରଣା ନ ହେବାରୁ ବିମାନରେ ଇଣ୍ଡିଗୋକୁ ଗାଳି କରି ଫସିଯାଇଛନ୍ତି ପାଇଲଟ୍। ଜରୁରୀ ସେବା ପାଇଁ ଥିବା ୧୨୧.୫ ଫ୍ରିକ୍ବେନ୍ସି ରେ ପ୍ରାୟ ସାତ ଜଣ ଇଣ୍ଡିଗୋ ପାଇଲଟ୍ କମ୍ପାନୀ କୁ ଗାଳି କରୁଥିଲେ । ଏନେଇ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)…

ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂତନ ଅଧିନାୟକ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଜାତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଇଂଲଣ୍ଡ ପକ୍ଷରୁ ସେ ୭୯ ଟେଷ୍ଟ ଖେଳି ୫୦୬୧ ରନ କରିଛନ୍ତି । ଏଥିରେ ୧୧ ଶତକ ଓ ୨୬ ଅର୍ଦ୍ଧଶତକ ସାମିଲ । ବୋଲିଂରେ ସେ ୧୭୪ ୱିକେଟ ଅକ୍ତିଆର କରିଛନ୍ତି ।…

ସୁଞ୍ଜୱାନ ସିଆଇଏସଏଫ ଉପରେ ଆକ୍ରମଣ; ଏନଆଇଏ କରିବ ତଦନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଗୁରୁବାର ସିଆଇଏସଏଫ ଉପରେ ହୋଇଥିବା ଆକ୍ରମଣ ମାମଲା ଏନଆଇଏକୁ ହସ୍ତାନ୍ତର କରିଛି । ଗତ ଏପ୍ରିଲ ୨୨ରେ ସୁଞ୍ଜୱାନ ଠାରେ ୧୫ ଜଣ ସିଆଇଏସଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଗୁରୁବାର ଗୃହ ମନ୍ତ୍ରାଳୟ ଠାରୁ ନିର୍ଦ୍ଦେଶ…

[ଦେଖନ୍ତୁ ଭିଡିଓ] ପୁଷ୍ପା ପିଲ୍ମର ସୁପରହିଟ୍ ଗୀତରେ କୋହଲିଙ୍କ ମସ୍ତି ଭିଡିଓ ଭାଇରାଲ

ମୁମ୍ୱାଇ : ଆଇପିଏଲ ୨୦୨୨ ବାୟୋ ବବଲରେ ଥାଇ ବି ଖୁବ ମସ୍ତି କରୁଛନ୍ତି ଖେଳାଳି । ଏପ୍ରିଲ ୨୭ରେ RCBର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ମ୍ୟାରେଜ୍ ପାର୍ଟିରେ ଟିମର ଖେଳାଳିମାନେ ଧୂମ ମସ୍ତି  କରିଛନ୍ତି  । ତେବେ ଷ୍ଟାର କ୍ରିକେଟର ବିରାଟ କୋହଲି…