ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା : ରାଗିଂ ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର
ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ଏନେଇ ଆଜି ବଲାଙ୍ଗୀର ମେଡିକାଲ କଲେଜରେ ପହଁଞ୍ଚିଛନ୍ତି ମୃତ ଛାତ୍ରର ବାପ ମା’ ଓ ସମ୍ପର୍କୀୟ । ରାଗିଂ କରି ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବାପା ଓ ମାଆ । ହରିୟାଣାର ମୃତକ ଛାତ୍ର…